ଆନ୍ଧ୍ର କୁ ଗମନାଗମନ ଠପ୍

ଚିତ୍ରାକୋଣ୍ଡା : ସୀମାନ୍ତରେ ରାସ୍ତା ମରାମତି ପାଇଁ ୧୨ ଘଣ୍ଟିଆ ରାସ୍ତା ରୋକ କଲେ ଅଞ୍ଚଳବାସୀ । ଚିତ୍ରାକୋଣ୍ଡା- ବିଶାଖାପାଟଣା ମୁଖ୍ୟରାସ୍ତାଟି ଆନ୍ଧ୍ରକୁ ସଂଯୋଗ କରିଥାଏ । ସୀମାନ୍ତ ବାସୀଙ୍କ ରାସ୍ତା ଅବରୋଧ ଯୋଗୁଁ ଚିତ୍ରାକୋଣ୍ଡାରୁ ଆନ୍ଧ୍ର କୁ ଯିବାଆସିବା ବନ୍ଧହୋଇଯାଇଛି ।
Comments are closed.