Odisha Link
Bridging the Missing Links in Odisha
Daily Archives

December 4, 2019

ସମ୍ମାନିତ ହେଲେ ୪ ଜଣଙ୍କ ଜୀବନ…

ଭୁବନେଶ୍ବର: ସାହାସିକତା କାର୍ଯ୍ୟପାଇଁ ସମ୍ମାନିତ ହେଲେ କମିଶନରେଟ ପୁଲିସର ଟ୍ରାଫିକ୍‌ ହାବିଲଦାର ଲଳିତ ମୋହନ ରାଉତ। ଚାରି ଜଣଙ୍କ ଜୀବନ ବଞ୍ଚାଇଥିବାରୁ ଟ୍ବିନ୍‌ସିଟି କମିସନନରେଟ୍‌ ପୁଲିସ୍‌ ବୁଧବାର ଟ୍ରାଫିକ୍‌ ସମ୍ମାନିତ କରିଛନ୍ତି। କମିସନନରେଟ୍‌ ପୁଲିସ୍‌ କାର୍ଯ୍ୟାଳୟରେ ପୁଲିସ୍‌ କମିସନର ସୁଧାଂଶୁ…

୧୦୬ ଦିନ ପରେ ଜେଲରୁ ମୁକୁଳିଲେ…

ନୂଆଦିଲ୍ଲୀ: ଦିଲ୍ଲୀ ତିହାର ଜେଲରୁ ମୁକୁଳିଲେ ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପି.ଚିଦାମ୍ବରମ୍‌। ଆଇଏନ୍‌ଏକ୍ସ ମିଡିଆ ଦୁର୍ନୀତି ମାମଲାରେ ସୁପ୍ରିମକୋର୍ଟଙ୍କ ଜାମିନ୍‌ ପରେ ମୁକୁଳିଲେ ଚିଦାମ୍ବରମ୍‌। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ହୋିଥିବା ମାମଲାରେ ଜାମିନା ପାଇ…

ପୁରୀ ଗଣଦୁଷ୍କର୍ମ: ରାଜନୀତି ନକରିବାକୁ…

ଭୁବନେଶ୍ବର: ପୁରୀ ଗଣଦୁଷ୍କର୍ମ ଘଟଣାକୁ ସରକାରଙ୍କୁ ଘେରିଛନ୍ତି ଦୁଇ ବିରୋଧୀ ବିଜେପି ଓ କଂଗ୍ରେସ। ଦୁଇ ବିରୋଧୀ ଦଳ ଶାସକ ଦଳ ବିରୁଦ୍ଧରେ ରାଜରାସ୍ତାକୁ ଓହ୍ଲାଇଛନ୍ତି। ଏହାକୁ ନେଇ ଶାସକ ବିଜେଡି ପ୍ରତିକ୍ରିୟା ରଖଇଛି। ପୂର୍ବପରି ସମ୍ବେଦନଶୀଳ ଘଟଣାକୁ ନେଇ ରାଜନୀତି ନକରିବାକୁ ଶାସକ ଦଳ ବିଜେଡି…

ବାତ୍ୟା ବୁଲବୁଲ ପାଇଁ କ୍ଷତିପୂରଣ…

ଭୁବନେଶ୍ବର: ଗତକାଲି ବୁଲ୍‌ବୁଲ୍‌ କ୍ଷତିଗ୍ରସ୍ତ ଓଡ଼ିଶା ପାଇଁ କେନ୍ଦ୍ର ସରକାର ୫୫୨ କୋଟି ସହାୟତା ରାଶି ଦେଇଛନ୍ତି ବୋଲି ଖବର ପ୍ରକାଶ ପାଇଥିଲା। ହେଲେ ବାସ୍ତବରେ ସାମୁଦ୍ରିକ ଝଡ଼ ‘ବୁଲବୁଲ’ କ୍ଷୟକ୍ଷତି ପାଇଁ କେନ୍ଦ୍ର ସରକାର କୌଣସି ସହାୟତା ଜାରି କରିନାହାନ୍ତି ବୋଲି ଆଜି କେନ୍ଦ୍ର ଗୃହ ମନ୍ତଣାଳୟ…

ଗୃହବନ୍ଦୀରୁ ମୁକୁଳିଲେ ଶିଳ୍ପପତି ରୀତା…

ଭୁବନେଶ୍ବର: ଦିନକ ପରେ ଗୃହବନ୍ଦୀରୁ ମୁକୁଳିଲେ ଶିଳ୍ପପତି ରୀତା ସିଂହ। ମୁକୁଳିବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି ରୀତା ସିଂହ। ସେ କହିଛନ୍ତି ଯେ, ଏବେ ସମୟ ବଦଳି ଯାଇଛି। ପୂର୍ବରୁ ଆମକୁ ଇଜ୍ଜତ ମିଳୁଥିଲା। ମୋ ସହ ଏଭଳି ହେବ ବୋଲି କଳ୍ପନା କରିନଥିଲି ବୋଲି କହିଛନ୍ତି ରୀତା। ଏଥିସହିତ ସେ…

ଚାଷୀଙ୍କ ସହ କଲ୍‌ସେଣ୍ଟର ଜରିଆରେ…

ଭୁବନେଶ୍ବର: ଚଳିତ ଖରିଫ୍‌ ଋତୁ ୨୦୧୯-୨୦ରେ ଧାନ ସଂଗ୍ରହ କାର୍ଯ୍ୟ ନଭେମ୍ବର ମାସରୁ ଆରମ୍ଭ ହୋଇଛି । ନଭେଞ୍ଚର ୩୦ ତାରିଖରେ ଓଡ଼ିଶା ରାଜ୍ୟ ଯୋଗାଣ ନିଗମ କାରର୍ଯ୍ୟାଳସ୍ଥିଜ କଲ୍‌ସେଣ୍ଟରରୁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଚାଷୀମାନଙ୍କ ସହ ଫୋନ ଯୋଗେ ଧାନ…

ସଂସଦରେ ଦୌଡିଲେ ରେଳମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ସଂସଦ ପରିସରରେ ଦୌଡିଥିଲେ ରେଳମନ୍ତ୍ରୀ ପିୟୂଷ ଗୋଏଲ। ଯାହାର ଫଟୋ ଏବେ ସୋଶିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଆଜି ଦୌଡ଼ି ଦୌଡ଼ି ସଂସଦରେ ପହଞ୍ଚିଥିଲେ ରେଳମନ୍ତ୍ରୀ ପିୟୂଷ ଗୋଏଲ। ଆଖପାଖରେ ଥିବା ଲୋକ ଗୋଏଲଙ୍କୁ ଚାହିଁ ରହିଥିଲେ। କେହି କିଛି ବୁଝିବା ଆଗରୁ ଗୋଏଲ ଲୋକସଭା ଭିତରକୁ…

ହାଇଦ୍ରବାଦ ଦୁଷ୍କର୍ମ-ହତ୍ୟା ମାମଲାର…

ହାଇଦ୍ରାବାଦ: ଫାଷ୍ଟ ଟ୍ରାକ୍‌ କୋର୍ଟରେ ଶୁଣାଣି ହେବ ବହୁ ଚର୍ଚ୍ଚିତ ଭେଟେରିନାରୀ ଡାକ୍ତରଙ୍କ ଦୁଷ୍କର୍ମ ହତ୍ୟା ମାମଲା। ଏନେଇ ରାୟ ଦେଇଛନ୍ତି ତେଲେଙ୍ଗାନା ହାଇକୋର୍ଟ। ଏହି ଭୟଙ୍କର ଘଟଣା ତେଲେଙ୍ଗାନା ସହିତ ସମଗ୍ର ଦେଶରେ ଆଲୋଡ଼ନ ସୃଷ୍ଟି କରିଛି। ସୋମବାର ସମାଜବାଦୀ ପାର୍ଟି ସାଂସଦ ଗୃହରେ ଏହି…

ରଣବୀରଙ୍କର ନିଆର ବେଶ

ମୁମ୍ବାଇ : ବଲିଉଡ୍‌ ର ଏମିତି ଅନେକ ଅଭିନେତା ନିଜ ଅଭିନୟର ଯାଦୁରେ ଅନେକ ଦର୍ଶକଙ୍କ ମନ କିଣି ନେଇଥାନ୍ତି । ଅଭିନେତା ରଣବୀର ସିଂ ନିଜ ଅଭିନୟ ଓ ପୋଷାକ ପରିଧାନକୁ ନେଇ ସବୁବେଳେ ଚର୍ଚ୍ଚାରେ ଥାନ୍ତି । ତାଙ୍କ ପାଇଁ ଛୋଟ ରୁ ବଡ଼ ଯାଏଁ ସମସ୍ତେ ପାଗଳ । ରଣବୀର ଅନେକ ଚରିତ୍ରରେ ଅଭିନୟ କରିଛନ୍ତି ।…

ଜିଓସିନେମାରେ ଉପଲବ୍ଧ ହେବ ଦକ୍ଷିଣ…

ଭୁବନେଶ୍ୱର/ମୁମ୍ବାଇ : କୋଟି କୋଟି ଜିଓ ଉପଭୋକ୍ତା ତଥା ବିଶେଷ ଭାବେ ଦକ୍ଷିଣ ଭାରତୀୟ ଫିଲ୍ମ ପ୍ରେମୀମାନଙ୍କ ପାଇଁ ତକ୍ରାଳ ଭିଡିଓ ପ୍ଲାଟ୍‍ଫର୍ମ ଜିଓ ସିନେମା ଏବେ ଏକ ଚମତ୍କାର ସୁଯୋଗ ଆଣି ଦେଇଛି । ସନ୍‍ ଟିଭି ନେଟ୍‍ୱର୍କର ଅନ୍‍ଲାଇନ୍‍ ଭିଡିଓ ଷ୍ଟ୍ରିମିଂ ପ୍ଲାଟ୍‍ଫର୍ମ ସନ୍‍-ନେକ୍ସଟ୍‍ ସହଭାଗିତାରେ…