Odisha Link
Bridging the Missing Links in Odisha
Daily Archives

December 4, 2019

ରାଜଧାନୀର ୬୦ଟି କଲ୍ୟାଣ ମଣ୍ଡପ ହେବ ସିଲ…

ଭୁବନେଶ୍ବର: ସିଲ ହେବ ରାଜଧାନୀର ୬୦ଟି କଲ୍ୟାଣ ମଣ୍ଡପ। ଘର ପାଇଁ ପ୍ଲାନ୍ ନେଇ କରାଯାଇଛି କଲ୍ୟାଣ ମଣ୍ଡପ। ଏପରିକି ୬୦ରୁ ଅଧିକ କଲ୍ୟାଣ ମଣ୍ଡପରେ ପାର୍କିଂ ବ୍ୟବସ୍ଥା ନାହିଁ କି ଅଗ୍ନି ନିରାପତ୍ତା ବ୍ୟବସ୍ଥା ବି ନାହିଁ। ଅଧିକାଂଶ ବିଡିଏ ଓ ବିଏମ୍‌ସିରୁ ଗୋଟିଏ ପ୍ଲାନ୍ ନେଇ ପୂରା ଭିନ୍ନ ପ୍ଲାନ୍‌ରେ…

ଆଇସିସି ଟେଷ୍ଟ ରାଙ୍କିଙ୍ଗ୍‌: ବିରାଟ…

ଦୁବାଇ: ପ୍ରକାଶ ପାଇଛି ଆଇସିସି ଟେଷ୍ଟ ରାଙ୍କିଙ୍ଗ୍। ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ପୁଣିଥରେ ଆଇସିସି ଟେଷ୍ଟ ରାଙ୍କିଙ୍ଗରେ ପ୍ରଥମ ସ୍ଥାନ ହାସଲ କରିଛନ୍ତି। ସେ ଅଷ୍ଟ୍ରେଲିଆର ଷ୍ଟିଭ୍ ସ୍ମିଥଙ୍କୁ ପଛରେ ପକାଇ ଶୀର୍ଷ ସ୍ଥାନ ଉପରେ କବଜା କରିଛନ୍ତି। ନିକଟରେ ବାଂଲାଦେଶ ବିପକ୍ଷରେ ଶେଷ ହୋଇଥିବା…

ମହିଳା ସୁରକ୍ଷା ଦିଗରେ ନିରବଦଷ୍ଟ୍ରା…

ଭୁବନେଶ୍ୱର : ରାଜ୍ୟରେ ମହିଳାମାନଙ୍କ ସ୍ଥିତି ଅତ୍ୟନ୍ତ ସଂଗୀନ ହୋଇପଡିଛି । ପ୍ରତିଦିନ ଗଣଦୁଷ୍କର୍ମ, ନାରୀ ନିର୍ଯ୍ୟାତନା, ଘରୋଇ ହିଂସା , ଯୌନ ନିର୍ଯ୍ୟାତନା ଆଦି ଖବର ବିଭିନ୍ନ ଗଣମାଧ୍ୟମରେ ପକାଶ ପାଉଛି । ଏହା ପରେ ବି ରାଜ୍ୟସରକାର ମହିଳା ସୁରକ୍ଷା ଦିଗରେ ନିରବଦଷ୍ଟ୍ରା ସାଜିଛନ୍ତି । ନା ମହିଳାଙ୍କ…

ଟ୍ୱିନସିଟି ରାସ୍ତାରେ ରହିଛି ୨୦୦ଟି…

ଭୁବନେଶ୍ବର: ଦୈତ୍ୟନଗରୀ ଭୁବନେଶ୍ବର-କଟକରେ ରହିଛି ୨୦୦ଟି ରଙ୍ଗରୁଟ୍‌ ପଏଣ୍ଟ। ଭୁବନେଶ୍ବର-କଟକ ରାସ୍ତାରେ ଏହି ରଙ୍ଗରୁଟ୍‌ ପଏଣ୍ଟ ଚିହ୍ନଟ କରାଯାଇଛି। ସେଥି ମଧ୍ୟରୁ ୬୦ଟି ରଙ୍ଗରୁଟ ପଏଣ୍ଟ ସମ୍ବେଦନଶୀଳ। ଏସବୁ ସ୍ଥାନରେ ଲୋକେ ରଙ୍ଗ ଡ୍ରାଇଭିଂ କରୁଥିବାରୁ ଅଧିକ ଦୁର୍ଘଟଣା ହେଉଛି। ତେଣୁ ସେସବୁ ସ୍ଥାନରେ…

ସଫେଇ କର୍ମଚାରୀ ଦେଲେ ଇଞ୍ଜେକସନ୍

ଢ଼େଙ୍କାନାଳ: ମେଡିକାଲରେ ଷ୍ଟାଫ୍ ଅଭାବରୁ ଶେଷରେ ରୋଗୀଙ୍କୁ ଇଞ୍ଜେକସନ୍ ଦେଲେ ହସ୍ପିଟାଲର ସଫେଇ କର୍ମଚାରୀ । ଏଭଳି ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ । ହସ୍ପିଟାଲରେ ଥିବା ଜଣେ ମହିଳା ରୋଗୀଙ୍କୁ ସଫେଇ କର୍ମଚାରୀ ଇଞ୍ଜେକସନ୍ ଦେଉଥିବାର ଘଟଣା ଏବେ ଚର୍ଚ୍ଚାରେ ଆସିଛି।…

ଦୁଇଜଣଙ୍କ ବିରୁଦ୍ଧରେ ଦୃଢ଼…

ଭୁବନେଶ୍ୱର : ଲାଞ୍ଚ ନେବା ଅଭିଯୋଗରେ ଅବସର ପ୍ରାପ୍ତ ଜିଲ୍ଲା ଶ୍ରମ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା ଗତ ୨୦୧୨ ଫେବୃଆରୀ ୨୭ ତାରିଖରେ ଭିଜିଲାନ୍‌ସ ଦ୍ୱାରା ଧରା ପଡ଼ିଥିଲେ । ପରେ ସ୍ପେଶାଲ ଜଜ୍‌, ବାରିପଦା ୨୦୧୯ ଜୁଲାଇ ୩୦ ତାରିଖରେ ବେହେରାଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ । ରାଜ୍ୟ ସରକାର ଏହାକୁ…

ଭବାନୀପାଟଣାରେ ସେକ୍ସ ରାକେଟ୍ ଠାବ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରେ ଏକ ସେକ୍ସ ରାକେଟ ଠାବ କରାଯାଇଛି। ନାକଟିଗୁଡ଼ା ଛକରେ ଥିବା ଏକ ଘରେ ଏହି ସେକ୍ସ ରାକେଟକୁ ଠାବ କରିଛି ଟାଉନ୍ ଥାନା ପୋଲିସ। ଏହି ଘରୁ ୫ ଜଣ ଯୁବତୀଙ୍କ ସହ ୩ ଜଣ ଗ୍ରାହକଙ୍କୁ ଅଟକ ରଖାଯାଇଛି। ପୋଲିସର ସୂଚନା ଅନୁଯାୟୀ ୫ ଯୁବତୀଙ୍କ ମଧ୍ୟରୁ ୩ ଜଣ…

‘ମିଶନ ସୁବିଦ୍ୟା’ର…

ଭୁବନେଶ୍ବର: ଆଜି ଲୋକସେବା ଭବନରେ 'ମିଶନ ସବୁିଦ୍ୟା' ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଯୋଜନାର ମୂଳ ଉଦ୍ଦେଶ୍ୟ ହେଉଛି ଅନୁସୂଚିତ ଜାତି ଓ ଜନଜାତି ପିଲାଙ୍କ ନିମନ୍ତେ ଉଦ୍ଦିଷ୍ଟ ହଷ୍ଟେଲ୍‌ରେ ଯୋଗାଇ ଦିଆଯାଉଥିବା ମୌଳିକ ସୁବିଧାର ମାନ ବୃଦ୍ଧି। ଏହି ଯୋଜନା ଅଧୀନରେ…

୫ଟି ସଚିବ ଭି.କେ. ପାଣ୍ଡିଆନଙ୍କ…

ଭୁବନେଶ୍ବର: ଆଜି ୫-ଟି ସଚିବ ଭି.କେ. ପାଣ୍ଡିଆନ ଅଚାନକ ଲିଙ୍ଗରାଜ ମନ୍ଦିର ପରିଦର୍ଶନ କରିଛନ୍ତି। ଭୋର ସାଢେ ୪ଟାରେ ୫-ଟି ସଚିବ ଲିଙ୍ଗରାଜ ମନ୍ଦିର ଯାଇ ମନ୍ଦିର ବାହାର ଓ ଭିତରର ଉନ୍ନୟନ କାମର ତଦାରଖ କରିଛନ୍ତି। ନିକଟରେ ଲିଙ୍ଗରାଜ ମନ୍ଦିରର ସୌନ୍ଦର୍ଯ୍ୟକରଣ ପାଇଁ ସରକାର ୮.୫ କୋଟି ଟଙ୍କା ପ୍ୟାକେଜ୍…

ଡିସେମ୍ବର ୬ରୁ ଅନଲାଇନ୍‌ରେ ଆଦାୟ ହେବ…

ଭୁବନେଶ୍ବର: ରାଜଧାନୀରେ ଘର ଥିବା ଲୋକଙ୍କ ହୋଲଡିଂ ଟିକସ ତଥ୍ୟ ଆସନ୍ତା ୬ ତାରିଖରୁ ବିଏମ୍‌ସି ୱେବସାଇଟ୍‌ରେ ଉପଲବ୍ଧ ହେବ। ଏହାକୁ ‌ଦେଖି ଟିକସ ଦାତା ଅନଲାଇନ୍‌ରେ ଟିକସ ପଇଠ କରିବେ। ଗତ ଅକ୍ଟୋବର ମାସରେ ବିଏମ୍‌ସି ହୋଲଡିଂ ଟିକସ ଆଦାୟ ନିୟମରେ ସଂଶୋଧନ ଆଣିଥିଲେ ମଧ୍ୟ ଟ୍ୟାକ୍ସ କଲେକ୍ଟରମାନେ…