Odisha Link
Bridging the Missing Links in Odisha
Yearly Archives

2019

ଶାନ୍ତିପୂର୍ଣ୍ଣ ପ୍ରତିବାଦରେ ବିଶ୍ୱାସ…

ଭୁବନେଶ୍ୱର: କଂଗ୍ରେସ ଶାନ୍ତିପୂର୍ଣ୍ଣ ପ୍ରତିବାଦରେ ବିଶ୍ୱାସ କରେ, ହିଂସାକାଣ୍ଡରେ ନୁହେଁ । ଏହା କହିଛନ୍ତି ସାଂସଦ ସପ୍ତଗିରି ଉଲାକା । ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ନାବାଳିକା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଆଜି ନବରଙ୍ଗପୁର ବନ୍ଦବେଳେ କଂଗ୍ରେସ ନେତା ପ୍ରଦୀପ ମାଝୀଙ୍କ ମନ୍ତବ୍ୟକୁ ନେଇ ଶ୍ରୀ…

ବଢିବ ଇସ୍ପାତ ଦର

ମୁମ୍ବାଇ : ଦେଶରେ ଇସ୍ପାତ ଚାହିଦା‌ ଦିନକୁ ଦିନ ବଢ଼ିବାରେ ଲାଗିଛି। ସେଥିପାଇଁ ଆସନ୍ତା ଜାନୁଆରି ମା‌ସରେ ଇସ୍ପାତ ଦର ଟନ୍ ପିଛା ୧୦୦୦ ଟଙ୍କା ବଢ଼ିବ ବୋଲି ବଜାର ବିଶେଷଜ୍ଞମାନେ ଆକଳନ କରିଛନ୍ତି। ଭାରତରେ ଉଭୟ ଭିତ୍ତିଭୂମି ଓ ଅଟୋମୋବାଇଲ୍ ଶିଳ୍ପରେ ଇସ୍ପାତ ଚାହିଦା ବଢ଼ିଛି। ଏହାକୁ ନଜରରେ ରଖି…

ଭାଇବୋହୂଙ୍କୁ ହତ୍ୟା କଲେ ଦେଡ଼ଶୁର

ନୂଆପଡା: ନୂଆପଡା ଜିଲ୍ଲାର ବେଲଟୁକୁରି ଥାନା ଅନ୍ତର୍ଗତ ଧନୋରା ଗ୍ରାମରେ ଜମି ବିବାଦକୁ ନେଇ ଦେଡ଼ଶୁରଙ୍କ ଟାଙ୍ଗିଆ ଚୋଟରେ ଭାଇବୋହୂଙ୍କର ମୃତ୍ୟୁ ହୋଇଥିବାର ଖବର ମିଳିଛି। ପୁଲିସ ଅଭିଯୁକ୍ତ ଦେଡ଼ଶୁର ପ୍ରତାପ ସିଂ ରଣାଙ୍କୁ ଗିରଫ କରିଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ ବେଲଟୁକୁରି ଥାନା ଅନ୍ତର୍ଗତ…

ଉରିରେ ପାକ୍‌ ଅସ୍ତ୍ରବିରତି ଉଲ୍ଲଂଘନ,…

ଜାମ୍ମୁକାଶ୍ମୀର: ଉତ୍ତର କାଶ୍ମୀର ସୀମାନ୍ତ ବାରାମୁଳା ଜିଲାର ଉରି ସେକ୍ଟରରେ ପାକିସ୍ତାନୀ ସେନା ପକ୍ଷରୁ ଅସ୍ତ୍ରବିରତି ଉଲ୍ଲଂଘନରେ ଜଣେ ଭାରତୀୟ ଯବାନ ଶହୀଦ ହୋଇଥିଲେ। ଆଜି ଏହାର କଡା ଜବାବ ଦେଇଛି ଭାରତୀୟ ସେନା। ଭାରତୀୟ ସେନାର ଆକ୍ରମଣରେ ଗୁରୁବାର ୨ ପାକ୍‌ ସୈନ୍ୟ ନିହତ ହୋଇଛନ୍ତି। ଏହା ସହିତ…

ଘର ନିକଟରେ ଦନ୍ତା ହାତୀର ମୃତଦେହ ଉଦ୍ଧାର

ଦେବଗଡ଼: ଦେବଗଡ଼ ବନଖଣ୍ଡ ରିଆମାଳ ରେଞ୍ଜ ଅନ୍ତର୍ଗତ ବରଡ଼ାନାଳି ଗ୍ରାମରୁ ଗୁରୁବାର ଏକ ହାତୀ ଶାବକର ମୃତଦେହ ଉଦ୍ଧାର ହୋଇଛି। ମୃତ ହାତୀଟିର ଆନୁମାନିକ ବୟସ ୩ ବର୍ଷ । କେଉଁ କାରଣରୁ ହାତୀଟିର ମୃତ୍ୟୁ ହୋଇଛି ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନଥିବା ବେଳେ ହାତୀ ଶରୀରରେ କୌଣସି କ୍ଷତଚିହ୍ନ ନଥିବା…

ଅଜଣା ମହିଳାଙ୍କ ମୃତଦେହ ଉଦ୍ଧାର

କେନ୍ଦୁଝର: ଜାତୀୟ ରାଜପଥ ୨୦ ରାମଚନ୍ଦ୍ରପୁର ଥାନା ମଛାଳ ଛକ ନିକଟରେ ରାସ୍ତା କଡରୁ ଜଣେ ଅଜଣା ମହିଳାଙ୍କ ମୃତ ଦେହ ପଡିଥିବା ଦେଖିବାକୁ ମିଳିଛି। କେହି ଦୁର୍ବୁତ୍ତ ହତ୍ୟାକରି ଏଠାରେ ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି। ଘଟଣା ସ୍ଥଳରେ ରାମଚନ୍ଦ୍ରପୁର ପୋଲିସ ତଦନ୍ତ ଆରମ୍ଭ କରିଛି। ଏନେଇ ମୃତ…

ଡିଜେଲ ପେଟ୍ରୋଲ ରେଡି ରଖିଥାଓ ନିର୍ଦ୍ଦେଶ…

ନବରଙ୍ଗପୁର : ଆଜି ନବରଙ୍ଗପୁର ଜିଲ୍ଲା ବନ୍ଦ ପାଳନ ବେଳେ ପୂର୍ବତନ କଂଗ୍ରେସ ସାଂସଦ ପ୍ରଦୀପ ମାଝୀ ଖୋଲାଖୋଲି ତାଙ୍କ ସମର୍ଥକ ମାନଙ୍କୁ ଉସୁକାଉଥିବା ଭିଡିଓ ଭାଇରାଲ ହୋଇଛି। ଫୋନରେ କଂଗ୍ରେସ କର୍ମୀଙ୍କୁ ଡିଜେଲ୍ ପେଟ୍ରୋଲ ପ୍ରସ୍ତୁତ କରି ରଖିବାକୁ ଏବଂ ହିଂସାକାଣ୍ଡ କରିବାକୁ ଖୋଲାଖୋଲି କହୁଛନ୍ତି ପ୍ରଦୀପ…

ଆମେ କ’ଣ ଚୁଡ଼ି ପିନ୍ଧିଛୁ: ପ୍ରଦୀପ ମାଝୀ

ଭୁବନେଶ୍ୱର: ରାଜ୍ୟରେ ମା ଓ ଭଉଣୀମାନେ ଆଜି ଅସୁରକ୍ଷିତ । ଦିନ ଦ୍ୱିପ୍ରହରରେ ସେମାନେ ଦୁଷ୍କର୍ମର ଶିକାର ହେଉଛନ୍ତି । ଆମ ମା ଓ ଝିଅଙ୍କ ଇଜ୍ଜତ ଶସ୍ତା ନୁହେଁ । ରାଜ୍ୟରେ ଦୁଷ୍କର୍ମ ସଂଖ୍ୟା ବଢୁଥିବାବେଳେ ରାଜ୍ୟ ସରକାର ଚୁପ ବସୁଛନ୍ତି । ଆମେ ଚୁପ ହୋଇ ବସିବୁ ନାହିଁ । ଆମେ ନପୁଂସକ ନୁହଁ । ଆମ ଦେହରେ…

ନୂଆ ରୂପରେ ଭୁବନେଶ୍ବର-ଦିଲ୍ଲୀ ରାଜଧାନୀ…

ଭୁବନେଶ୍ବର: ଓଡ଼ିଶାର ପର୍ଯ୍ୟଟନ ଶିଳ୍ପର ପ୍ରଚାର ପ୍ରସାର ତଥା ଓଡ଼ିଶା ପ୍ରତି ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ଏକ ଅଭିନବ ପଦକ୍ଷେପ ଗ୍ରହଣ କରିଛି ଇଷ୍ଟକୋଷ୍ଟ ରେଲୱେ । ରାଜଧାନୀ ଏକ୍ସପ୍ରେସର ବିଭିନ୍ନ ବଗିରେ ଓଡ଼ିଶାର କଳା, ସଂସ୍କୃତି ଓ ଐତିହ୍ୟକୁ ଚିତ୍ରିତ କରାଯାଇଛି । ଏହି ନୂଆ ଟ୍ରେନକୁ ଆଜି…

ସୂର୍ଯ୍ୟୋପରାଗ ପରେ ଶ୍ରୀମନ୍ଦିରରେ…

ଭୁବନେଶ୍ବର : ଚଳିତବର୍ଷର ବିରଳ ବଳୟ ସୂର୍ଯ୍ୟୋପରାଗ ଶେଷ ହୋଇଛି। ଏହି ମହାଜାଗତିକ ଦୃଶ୍ୟ ଓଡ଼ିଶାରେ ଆଂଶିକ ଭାବେ ଦେଖାଯାଇଛି। ଓଡ଼ିଶାରେ ସକାଳ ୮ଟା ୧୯ ମିନିଟରୁ ଆରମ୍ଭ ହୋଇ ପୂର୍ବାହ୍ନ ୧୧ଟା ୨୮ ମିନିଟରେ ଶେଷ ହୋଇଛି। ସୂର୍ଯ୍ୟୋପରାଗ ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକ୍ରାନ୍ତି ଅନୁଷ୍ଠିତ…