Odisha Link
Bridging the Missing Links in Odisha
Daily Archives

January 15, 2020

ସେନା ଦିବସରେ ଶୁଭେଚ୍ଛା ଜଣାଇଲେ…

ନୂଆଦିଲ୍ଲୀ: ଆଜି ସାରା ଦେଶ ପାଳନ କରୁଛି ୭୨ତମ ସେନା ଦିବସ। ଏହି ଅବସରରେ ଭାରତୀୟ ଯବାନ ମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ସମେତ ବିରୋଧୀ ନେତା, ଜନସାଧାରଣ ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି। ଏହି ଅବସରରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ମଧ୍ୟ ଭାରତୀୟ ଯବାନ ମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।…

ତାଳଚେରରେ ପୁଣି ଦବିଲା ମାଟି

ତାଳଚେର: ତାଳଚେର ହାଣ୍ଡିଧୁଆଁ ସ୍ଥିତ ଏକ ଜମିରେ ମାଟି ଜମି ଯାଇଛି। ଧିରେ ଧିରେ ଅଧିକରୁ ଅଧିକ ମାଟି ଧସୁଥିବାରୁ ସ୍ଥାନୀୟବାସୀ ଭୟବିତ ହୋଇ ଯାଇଛନ୍ତି। ସ୍ଥିତି ବିପଦ ସଙ୍କୁଳ ଅବସ୍ଥାରେ ରହିଛି । ପୋଲିସ ସେହି ସ୍ଥାନରେ ପହଁଚି ମାଟି ଧସୁଥିବା ସ୍ଥାନକୁ ଘେରାଉ କରିଛି। ଲୋକମାନଙ୍କୁ ସେହି ସ୍ଥାନକୁ…

ଜରିମାନା କୋହଳ ହେବା ଦରକାର: ପଦ୍ମନାଭ…

ଭୁବନେଶ୍ୱର: ଜରିମାନା ଆଦାୟ ଯୋଗୁଁ ଦୁର୍ଘଟଣା କମିଛି। ତେବେ କେତୋଟି ଜିନିଷରେ ଜରିମାନା କୋହଳ ହେବା ଦରକାର ବୋଲି ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି। ଆସନ୍ତାକାଲି ସଡ଼କ ସୁରକ୍ଷା ନେଇ ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବାବେଳେ ବୈଠକରେ ଯୋଗଦେବା ପୂର୍ବରୁ ମନ୍ତ୍ରୀ ଶ୍ରୀ ବେହେରା ଏହା କହିଛନ୍ତି।…

ଧାରା ୩୭୦ ଉଛେଦ ଏକ ଐତିହାସିକ ପଦକ୍ଷେପ:…

ନୂଆଦିଲ୍ଲୀ: ଆଜି ହେଉଛି ୭୨ତମ ସେନା ଦିବସ। ଏହି ଅବସରରେ ଆଜି ନୂଆଦିଲ୍ଲୀରେ ଚିତ୍ତାକର୍ଷକ ପ୍ୟାରେଡ଼ ଅନୁଷ୍ଠିତ ହୋଇଯାଇଛି। ଚିଫ ଅଫ ଡିଫେନ୍ସ ଷ୍ଟାଫ ଜେନେରାଲ ବିପିନ ରାୱତ ସାହାସିକତା ପ୍ରଦର୍ଶନ କରିଥିବା ସେନା ଯବାନମାନଙ୍କୁ ମେଡାଲ ପ୍ରଦାନ କରି ସମ୍ବର୍ଦ୍ଧିତ କରିଛନ୍ତି। ସ୍ଥଳ ସେନା ପ୍ରମୁଖ…

ଆଇସିସି ଆଓ୍ବାର୍ଡ ୨୦୧୯: ଭାରତୀୟ…

ନୂଆଦିଲ୍ଲୀ: ଦୁନିଆର କ୍ରିକେଟର ସବୁଠାରୁ ବଡ଼ ସଂସ୍ଥା ଇଣ୍ଟରନେଶନାଲ କ୍ରିକେଟ କାଉନସିଲ୍ (ଆଇସିସି) ଆଜି ୨୦୧୯ ପାଇଁ ଆଇସିସି ଆଓ୍ୱାର୍ଡ ଘୋଷଣା କରିଛି। ଆଇସିସି ପକ୍ଷରୁ ଘୋଷିତ ହୋଇଥିବା ଆଓ୍ବାର୍ଡରେ ଭାରତୀୟଙ୍କ ଦବଦବା ଦେଖିବାକୁ ମିଳିଛି। ଭାରତୀୟ ଟିମର ଅଧିନାୟକ ବିରାଟ କୋହଲି, ଉପ ଅଧିନାୟକ ରୋହିତ…

ନାବାଳିକାଙ୍କୁ ଗଣଦୁଷ୍କର୍ମ ଘଟଣାରେ ଦୁଇ…

ବ୍ରହ୍ମପୁର: ବ୍ରହ୍ମପୁର ମେରାଇନ ଥାନା ଅଞ୍ଚଳର ନାବାଳିକା ଗଣଦୁଷ୍କର୍ମ ମାମଲାରେ ୨ ଜଣ କଲେଜ ଛାତ୍ରଙ୍କୁ ଗିରଫ କରାଯାଇ ଆଜି କୋର୍ଟ ଚାଲାଣ କରାଯାଇଛି। ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ବ୍ରହ୍ମପୁର ଏସପି ପିନାକ ମିଶ୍ର ସୂଚନା ଦେଇଛନ୍ତି। ୨ ଅଭିଯୁକ୍ତ ହେଲେ ସୁନାପୁର ଗ୍ରାମର ଜନାର୍ଦନ ବେହେରା ଓ…

ମନେ ପଡ଼ନ୍ତି ସଂକ୍ରାନ୍ତି ପୁରୁଷ

ଭୁବନେଶ୍ବର: ଆଜି ହେଉଛି ଓଡ଼ିଆ ସାହିତ୍ୟର ସେନାପତିଙ୍କ ଜନ୍ମ ବାର୍ଷିକି । ଓଡ଼ିଆ ଗଳ୍ପ ସାହିତ୍ୟର ଜନକ ବ୍ୟାସକବି ଫକିର ମୋହନ ସେନାପତି ପବିତ୍ର ମକର ସଂକ୍ରାନ୍ତିରେ ଜନ୍ମଗ୍ରହଣ କରିଥିଲେ। ୧୮୪୩ ମସିହାଜାନୁଆରୀ ୧୩ରେବାଲେଶ୍ୱର ଜିଲ୍ଲା ମଲ୍ଲିକାଶପୁର ଠାରେ ଜନ୍ମଗ୍ରହଣ କରିଥିଲେ। ସଂକ୍ରାନ୍ତି ତିଥିରେ…

ଆଜି ସେନା ଦିବସ: ଜାଣନ୍ତୁ ଏମିତି କିଛି…

ନୂଆଦିଲ୍ଲୀ: ଜାନୁଆରୀ ୧୫ ମାନେ ସେନା ଦିବସ ପ୍ରାୟତଃ ସମସ୍ତଙ୍କୁ ଜଣା। ୧୯୪୯ ମସିହା ଜାନୁଆରୀ ୧୫ରେ ଫିଲ୍ଡ ମାର୍ଶାଲ କେଏମ କାରିୟପ୍ପା ଜେନରାଲ ଫ୍ରାସିଂସ ବୁଚରଙ୍କଠୁ ଦାୟିତ୍ୱ ଗ୍ରହଣ କରିଥିଲେ। ସେଥିପାଇଁ ଜାନୁଆରୀ ୧୫କୁ ସେନା ଦିବସ ରୂପେ ପାଳନ କରାଯାଇଥାଏ। ଓ୍ୱାର କ୍ରାଏ ବିଷୟରେ ଜାଣିଛନ୍ତି କି…

୨୨ରେ ଫାଶୀ ପାଇବେନି ନିର୍ଭୟା ଦୋଷୀ !

ନୂଆଦିଲ୍ଲୀ: ନିର୍ଭୟା ଦୁଷ୍କର୍ମ ମାମଲାରେ ଦୋଷୀଙ୍କୁ ଜାନୁୟାରୀ ୨୨ରେ ଫାଶୀ ଦିଆଯାଇ ନ ପାରେ। ଦିଲ୍ଲୀ ହାଇକୋର୍ଟଙ୍କୁ ଦିଲ୍ଲୀ ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ଦୋଷୀ ରାଜକ୍ଷମା ଆବେଦନ କରିଥିବାରୁ ଏହା ଉପରେ ନିଷ୍ପତ୍ତି ନ ଆସିବା ପର୍ଯ୍ୟନ୍ତ ଫାଶୀ ଦିଆଯାଇପାରିବନାହିଁ। ରାଷ୍ଟ୍ରପତି କ୍ଷମା ଆବେଦନ…

ଲାଞ୍ଚ ନେଇ ଧରାପଡ଼ିଲେ ପୋଷ୍ଟାଲ୍…

ରାଇରଙ୍ଗପୁର: ସିବିଆଇ ଜାଲରେ ଫସିଲେ ରାଇରଙ୍ଗପୁର ପୋଷ୍ଟାଲ ସବ୍ ଡିଭିଜନ ଜୋନାଲ ଇନ୍ସପେକ୍ଟର ସଂଜିତ ବେହେରା। ଜିପି ବ୍ରାଞ୍ଚ ପୋଷ୍ଟ ମାଷ୍ଟରଙ୍କଠାରୁ ଲାଞ୍ଚ ନେଉଥିବା ବେଳେ ସିବିଆଇ ହାତରେ ଧରାପଡିଛନ୍ତି। ରରୁଆଁ ବ୍ଲକ୍ ଝାଡ଼ଗୁସ୍ତା ଜିପି ପୋଷ୍ଟାଲ ବ୍ରାଞ୍ଚ ମାଷ୍ଟର ସୁକାନ୍ତ ମହାକୁଡ଼ଙ୍କ ପାଖରୁ…