Odisha Link
Bridging the Missing Links in Odisha
Daily Archives

January 18, 2020

ଶିକ୍ଷାବିତ ଡ. ସତ୍ୟାନନ୍ଦ ପଣ୍ଡାଙ୍କ…

ଝିମାାଣୀ: ଜଗତସିଂହପୁର ଅଞ୍ଚଳର ବିଶିଷ୍ଟ ଶିକ୍ଷାବିତ୍, ସଙ୍ଗଠକ ଓ ସମାଜସେବୀ ଡକ୍ଟର ସତ୍ୟାନନ୍ଦ ପଣ୍ଡାଙ୍କ ୨ୟ ଶ୍ରାଦ୍ଧବାର୍ଷିକୀ ପାଳିତ ହୋଇଯାଇଛି। ଏହି ଅବସରରେ ତାଙ୍କ ପୈତୃକ ଗ୍ରାମ କୁଜଙ୍ଗ ବ୍ଲକ ଅନ୍ତର୍ଗତ ବଗଦିଆ ପଞ୍ଚାୟତର ଝିମାଣୀରେ ତାଙ୍କ ପ୍ରତିଷ୍ଠିତ ଜନତା ନୋଡାଲ ହାଇସ୍କୁଲରେ ଆୟୋଜିତ ଏକ…

ନାଗରିକତା ପ୍ରଦାନ କରିବା ପାଇଁ ହୋଇଛି…

ଜଗତସିଂହପୁର: ନାଗରିକତା ସଂଶୋଧନ ଆଇନକୁ ନେଇ ବିରୋଧୀ କଂଗ୍ରେସସମେତକିଛି ଆଂଚଳିକ ଦଳ ଦେଶରଜନତାଙ୍କୁବିଭ୍ରାନ୍ତ କରି ହିଂସା ସୃଷ୍ଟି କରୁଛନ୍ତି। ଭାରତର ପଡୋଶୀ ଦେଶ ପାକିସ୍ତାନ, ଆଫଗାନିସ୍ତାନ ଏବଂବାଂଲାଦେଶରୁ ଧାର୍ମିକ ନିର୍ଯ୍ୟାତନାରଶିକାରହୋଇଭାରତକୁ ଆସିଥିବାସଂଖ୍ୟାଲଘୁବର୍ଗରଶରଣାର୍ଥୀମାନଙ୍କୁ…

ଭୋଟର ହେଲପ୍‌ ଲାଇନ୍‌ ଓ ସି-ଭିଜିଲ୍‌…

ଭୁବନେଶ୍ବର: ସୂଚନା, ଯୋଗାଯୋଗ ଓ ପ୍ରଯୁକ୍ତିବିଦ୍ୟାର ପ୍ରୟୋଗ ଜରିଆରେ ‘ଭୋଟର ହେଲପ୍‌ ଲାଇନ୍‌’ ଏବଂସି-ଭିଜିଲ୍‌ ଆପ୍‌ର ସଠିକ୍‌ ଉପଯୋଗ କରି ଭାରତ ନିର୍ବାଚନ କମିଶନ ଇ-ଗଭର୍ଣ୍ଣାନାନ୍ସ କ୍ଷେତ୍ରରେ କମ୍ପ୍ୟୁଟର ସୋସାଇଟି ଅଫ୍‌ ଇଣ୍ଡିଆ ଦ୍ୱାରା ୨୦୧୯ ମସିହା ପାଇଁ ‘ଆଓ୍ୱାର୍ଡ ଅଫ୍‌ ଏକ୍ସିଲେନ୍ସି’…

ବିଭାଗୀୟ ସ୍ଥାୟୀ କମିଟି ୪ଙ୍କର ଏକାଦଶ…

ଭୁବନେଶ୍ୱର : ବିଧାନସଭାର ବିଭାଗୀୟ ସ୍ଥାୟୀ କମିଟି ୪ ଙ୍କର ଏକାଦଶ ବୈଠକ ବିଧାୟକ ଭୂପିନ୍ଦର ସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବିଧାନସଭାସ୍ଥିତ ପ୍ରକୋଷ୍ଠ ନଂ-୫୪ରେ ଅନୁଷ୍ଠିତ ଏହି ବୈଠକରେ ବିଦ୍ୟାଳୟ ଓ ଗଣଶିକ୍ଷା, ଉଚ୍ଚଶିକ୍ଷା, ବିଜ୍ଞାନ ଓ କାରିଗରୀ, ଇଲେକ୍‌ଟ୍ରୋନିକ୍ସ ଓ ସୂଚାନ…

ଫିଲିପାଇନ୍ସ କିଣିବ ଭାରତର ‘ବ୍ରହ୍ମୋସ’…

ନୂଆଦିଲ୍ଲୀ : ଋଷିଆ ପରେ ଏବେ ଫିଲିପାଇନ୍ସ କିଣିବ ଭାରତର ସୁପରସୋନିକ କ୍ରୁଜ ବ୍ରହ୍ମୋସ ମିସାଇଲ। ଆସନ୍ତା କିଛି ସପ୍ତାହ ମଧ୍ୟରେ ଏ ନେଇ ଦୁଇ ଦେଶର ସରକାରଙ୍କ ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ ହେବାର ସମ୍ଭାବନା ରହିଛି। ଏ ସଂପର୍କରେ ବ୍ରହ୍ମସ ଏରୋସ୍ପେଶର ମୁଖ୍ୟ ମହାପ୍ରବନ୍ଧକ ପ୍ରବୀଣ ପାଠକ ସୂଚନା…

ଆବେଦନ ପତ୍ର କମିଟଙ୍କର ନବମ ବୈଠକ

ଭୁବନେଶ୍ୱର:  ବିଧାନସଭାର ଆବେଦନ ପତ୍ର କମିଟିଙ୍କର ନବମ ବୈଠକ ବିଧାୟକ ବଦ୍ରିନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବିଧାନସଭାସ୍ଥିତ ପ୍ରକୋଷ୍ଠ ନଂ-୫୫ରେ ଅନୁଷ୍ଠିତ ଏହି ବୈଠକରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ସଂପର୍କିତ ବକେୟା ଥିବା ଆବେଦନ/ନିବେଦନ ପତ୍ରଗୁଡ଼ିକ ଉପରେ…

ନ୍ୟୁଜିଲାଣ୍ଡ ଗସ୍ତ: ଟେଷ୍ଟ, ଦିନିକିଆ…

ମୁମ୍ବାଇ: ଆସନ୍ତାକାଲିି ରବିବାର ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜ ଓ ଦିନିକିଆ ସିରିଜ ପାଇଁ ଟିମ୍‌ ଘୋଷଣା କରିବ ବସିସିଆଇ। କେ ଏଲ ରାହୁଲଙ୍କ ଅଷ୍ଟ୍ରେଲିଆ ବିପକ୍ଷ ଦମଦାର ପ୍ରଦର୍ଶନ ପରେ କେଏଲ ରାହୁଲଙ୍କୁ ପୁଣିଥରେ ଟେଷ୍ଟ ସ୍କ୍ୱାଡରେ ସ୍ଥାନ ମିଳିବ ନିଶ୍ଚିତ ହୋଇଛି। ଆସନ୍ତାକାଲି ଦିନିକିଆ ଓ ଟେଷ୍ଟ…

ପୁଣି କମିଲା ତେଲଦର

ନୂଆଦିଲ୍ଲୀ:  ଆଜି ପୁଣି କମିଛି ପେଟ୍ରୋଲ ଓ ଡିଜେଲ ଦର। ଇରାନ-ଆମେରିକା ମଧ୍ୟରେ ଯୁଦ୍ଧ ଆଶଙ୍କା କ୍ରମଶଃ ହ୍ରାସ ପାଉଥିବାରୁ ବିଶ୍ୱ ତେଲ ବଜାରରେ ବଢିଥିବା ତେଲ ଦର ଏବେ ହ୍ରାସ ପାଇବାରେ ଲାଗିଛି। ଫଳରେ ଭାରତୀୟ ବଜାରରେ ମଧ୍ୟ ତେଲଦର ହ୍ରାସ ପାଉଛି। ଗତ ୧୬ ତାରିଖଠାରୁ ଲଗାତାର ତେଲଦର କମିବାରେ ଲାଗିଛି।…

ଜାନୁଆରୀ ୩୧ରୁ ଏବିଭିପିର ରାଜ୍ୟ ଅଧିବେଶନ

କଟକ : ଭାରତର ସର୍ବବୃହତ୍ତ ଛାତ୍ର ସଂଗଠନ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ, ଓଡିଶା ରାଜ୍ୟର ୪୪ ତମ ରାଜ୍ୟ ଅଧିବେଶନ ଆସନ୍ତା ଜାନୁଆରୀ ୩୧ ତାରିଖ ରେ ଆରମ୍ଭ ହେବ । ଜାନୁଆରୀ ୩୧ ,ଫେବ୍ରୁଆରୀ ୧ ଏବଂ ଫେବ୍ରୁଆରୀ ୨ ତିନି ଦିନ ଧରି କଟକ ସ୍ଥିତ ବସୁନ୍ଧରା ପଡିଆ ଠାରେ ଏହି କାର୍ଯ୍ୟକ୍ରମ ହେବାକୁ ଯାଉଅଛି।…

୨ବର୍ଷ ପରେ ପ୍ରତ୍ୟାବର୍ତ୍ତନ କଲେ ସାନିଆ,…

ହୋବାର୍ଟ: ନିଜର ପ୍ରତ୍ୟାବର୍ତ୍ତନ ମ୍ୟାଚରେ ରେକର୍ଡ କରିଛନ୍ତି ଭାରତର ଏକ ନମ୍ବର ମହିଳା ଟେନିସ୍ ତାରକା ସାନିଆ ମିର୍ଜା। ଦୀର୍ଘ ଦୁଇ ବର୍ଷ କାଳ ଟେନିସ କୋଟରୁ ଦୂରେଇ ରହିଥିବା ସାନିଆ ମିର୍ଜା ପ୍ରତ୍ୟାବର୍ତ୍ତନ ଟୁର୍ଣ୍ଣାମେଣ୍ଟରେ ଟାଇଟଲ ଜିତି ରେକର୍ଡ କରିଛନ୍ତି। ସେ ହୋବାର୍ଟ ଇଣ୍ଟରନ୍ୟାଶନାଲର ମହିଳା…