Odisha Link
Bridging the Missing Links in Odisha
Daily Archives

January 18, 2020

ବିଗ୍ ବସ୍ ଘର ଛାଡ଼ିବେ ଏହି ପ୍ରତିଯୋଗୀ

ମୁମ୍ବାଇ: ଟେଲିଭିଜନ ରିୟାଲିଟି ଶୋ ବିଗ ବସ୍ ୧୩ର ୱିକେଣ୍ଡ ବାରକୁ ସବୁ ଦର୍ଶକ ଚାହିଁ ବସିଥାନ୍ତି । କାରଣ ଏହି ଏପିଶୋଡରେ ସପ୍ତାହର ସବୁ ଘଟଣା ଉପରେ ଆଲୋଚନା କରାଯାଇଥାଏ । ଏହି ସପ୍ତାହରେ ଅନେକ ଡ୍ରାମା ଦେଖିବାକୁ ମିଳିଛି । ୱିକେଣ୍ଡରେ ପ୍ରତିଯୋଗୀତା ମାନଙ୍କ ମଧ୍ୟରୁ ଯାହାକୁ ସବୁଠୁ କମ ଭୋଟ ମିଳିଥାଏ…

ନିର୍ଭୟା ମାମଲା: ଆସନ୍ତା ୨୦ରେ ଦୋଷୀ…

ନୂଆଦିଲ୍ଲୀ: ଘୁଞ୍ଚି ଘୁଞ୍ଚି ଯାଉଛି ନିର୍ଭୟା ଦୋଷୀଙ୍କୁ ଫାଶି ତାରିଖ। କାରଣ ଜାନୁଆରି ୨୦ ଅର୍ଥାତ୍‌ ସୋମବାର ଦିନ ନିର୍ଭୟା ଦୋଷୀ ପଓ୍ଵନର ସ୍ପେଶାଲ ଲିଭ୍‌ ପିଟିସନ୍‌(ଏସ୍‌ଏଲ୍‌ପି) ଉପରେ ଶୁଣାଣି ହେବ। ପୂର୍ବରୁ ଦିଲ୍ଲୀ ହାଇକୋର୍ଟ ପଓ୍ଵନର ଏସ୍‌ଏଲ୍‌ପିକୁ ଖାରଜ କରିଥିଲେ। ଦିଲ୍ଲୀ ହାଇକୋର୍ଟଙ୍କ ରାୟ…

ବିକ୍ରି ହେଉନି ଇଜିପ୍ଟ ପିଆଜ

ଭୁବନେଶ୍ୱର: ବିକ୍ରି ହେଉନି ବିଦେଶୀ ପିଆଜ। ରାଜ୍ୟରେ ପିଆଜ ସଙ୍କଟ ଦେଖାଦେଇଥିବା ବେଳେ ପିଆଜ ସଙ୍କଟ ଦୂର ପାଇଁ ଗତ ନଭେମ୍ବର ଓ ଡିସେମ୍ବରରେ ତୁର୍କୀ ଓ ଇଜିପ୍ଟରୁ ବିଦେଶୀ ପିଆଜ ଅଣାଯାଇଥିଲା। ହେଲେ ଏହି ବିଦେଶୀ ପିଆଜ ଲୋକେ ଖାଉ ନାହାନ୍ତି କାରଣ ଦେଶୀ ପିଆଜ ଭଳି ଇଜିପ୍ଟ ଓ ଅନ୍ୟ ଦେଶରୁ ଆସିଥିବା ଏହି…

ଜମ୍ମୁ-କଶ୍ମୀର ଗସ୍ତରେ ମୋଦି ସରକାରର ୩୬…

ନୂଆଦିଲ୍ଲୀ: ମୋଦି ସରକାରର ୩୬ ମନ୍ତ୍ରୀ ଆଜିଠୁ ଜମ୍ମୁ-କଶ୍ମୀରର ସହର ଓ ଗାଁ ଗାଁ ବୁଲି ଲୋକଙ୍କ ସହ ସମ୍ପର୍କ ସ୍ଥାପନ କରିବାକୁ ଜମ୍ମୁ କଶ୍ମୀର ଗସ୍ତରେ ଯାଇଛନ୍ତି। ହେଲେ ତିନି ମନ୍ତ୍ରୀଙ୍କ ବିମାନ ଖରାପ ପାଣିପାଗ ଯୋଗୁଁ ଜମ୍ମୁ ବିମାନ ବନ୍ଦରରେ ଅବତରଣ ନକରି ଶ୍ରୀ ନଗର ବିମାନ ବନ୍ଦରରେ ଅବତରଣ କରିଛି।…

ପୁଣି ସାଇକେଲରେ ବୁହା ହେଲା ଶବ

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ବେହେରା ଗୁଡା ଗାଁରେ ଦେଖିବାକୁ ମିଳିଛି ଏକ ଅମାନବୀୟ ଘଟଣା। କୁଷ୍ଠ ରୋଗରେ ପୀଡିତ ହୋଇ ମୃତ୍ୟୁବରଣ କରିଥିବା ଜଣେ ବ୍ୟକ୍ତିଙ୍କ ମୃତଦେହକୁ ସାଇକେଲରେ ବୁହା ହୋଇଛି। ବନ୍ଧୁ ବାନ୍ଧବ ଓ ସମ୍ପର୍କୀୟ କେହି ନଆସିବାରୁ ଶେଷରେ ସାଇକେଲରେ ବୁହା ହେଲା ଶବ।…

ଜମ୍ମୁ-କଶ୍ମୀରରେ ସୁଧୁରୁଛି ଇଣ୍ଟରନେଟ୍…

ଶ୍ରୀନଗର: ବହୁ ଦିନର ବ୍ୟବଧାନ ପରେ ଆସ୍ତେ ଆସ୍ତେ ସୁଧୁରୁଛି ଜମ୍ମୁ କଶ୍ମୀରର ଚିତ୍ର। ଏଥିସହ ସୁପ୍ରିମକୋର୍ଟଙ୍କ ତାଗିଦ୍ ପରେ ଜମ୍ମୁ ଓ କଶ୍ମୀରରେ ସୁଧୁରୁଛି ଇଣ୍ଟରନେଟ୍ ସେବା। ଫଳରେ ଆଜିଠୁ କେତେକ ଅଞ୍ଚଳରେ ଟୁଜି ମୋବାଇଲ ଇଣ୍ଟରନେଟ ସେବା ଚାଲୁ ହୋଇଛି। ତେବେ ପୂର୍ବଭଳି ସୋସିଆଲ ମିଡିଆ ଉପରେ…

ଗିରଫ ଡିଏସ୍‌ପି ଦବିନ୍ଦର ସିଂହଙ୍କୁ…

ନୂଆଦିଲ୍ଲୀ: ଦିଲ୍ଲୀ ଆସିବ ହିଜବୁଲ ମୁଜାହିଦ୍ଦିନ ଆତଙ୍କବାଦୀଙ୍କ ସହ ଗିରଫ ହୋଇଥିବା ଜମ୍ମୁ-କଶ୍ମୀର ଡିଏସ୍‌ପି ଦବିନ୍ଦର ସିଂହ। ଅଧିକ ତଦନ୍ତ ପାଇଁ ଜମ୍ମୁ କଶ୍ମୀରରୁ ଦିଲ୍ଲୀ ଆଣିବ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ)। କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ନିର୍ଦ୍ଦେଶ ପରେ ଏନଆଇଏ ଏହି ମାମଲାର…

ବିରୋଧୀ ୨ଦିନ ଆଣ୍ଡାମାନ ଜେଲକୁ ଯାଆନ୍ତୁ,…

ମୁମ୍ୱାଇ: ଶିବସେନା ସାଂସଦ ସଞ୍ଜୟ ରାଉତ ବୀର ସାଭରକରଙ୍କ ପ୍ରସଙ୍ଗକୁ ନେଇ ପୁଣିଥରେ କଂଗ୍ରେସକୁ ଟାର୍ଗେଟ କରିଛନ୍ତି। ବୀର ସାଭରକରଙ୍କ ବିରୋଧ କରୁଥିବା କୌଣସି ବିଚାରଧାରାର କିମ୍ବା କୌଣସି ପାର୍ଟିର ଲୋକ ହୋଇଥାଆନ୍ତୁ କାହିଁକି ତାଙ୍କୁ ଆଣ୍ଡାମାନ ନିକୋବର ଜେଲରେ ୨ଦିନ ରହିବା ଦରକାର ବୋଲି ସଞ୍ଜୟ ରାଉତ…

ଝରଣାରେ ଗାଧୋଇବା ବେଳେ ବୁଡ଼ିଗଲେ ୨ଛାତ୍ର

ସମ୍ବଲପୁର: ଇଞ୍ଜିନିୟରିଂ ଛାତ୍ର ପାଇଁ ପିକ୍‍ନିକ୍‍ ହେଲା କାଳ। ଦେବଝରଣ ଝରଣାରେ (ୱାଟଲଫଲ) ଗାଧୋଉଥିବା ବେଳେ ୨ ଛାତ୍ରଙ୍କ ମୃତ୍ୟୁ ହୋଇଛି। ଏଭଳି ଏକ ଦୁଃଖଦ ଘଟଣା ସମ୍ବଲପୁର ଜିଲାରେ ଶନିବାର ଘଟିଛି। ସୂଚନା ଅନୁସାରେ, ଉକ୍ତ ୨ ଛାତ୍ର ଦେବଝରଣ ୱାଟଲଫଲରେ ଗାଧୋଇବା ବୁଡ଼ି ଯାଇ ସେମାନଙ୍କ ମୃତ୍ୟୁ ହୋଇଛି।…

ବିବାହ କରିବେ ବରୁଣ !

ମୁମ୍ୱାଇ : ବଲିଉଡରେ ବହୁତ ଜଲଦି ନୂଆ କପୁୁଲଙ୍କୁ ଦେଖିବାକୁ ମିଳିବ । ଷ୍ଟ୍ରିଟ ଡ୍ୟାନେସର ୩ଡି ଅଭିନେତା ବରୁଣ ଧାବନ୍‌ ବହୁତ ଜଲଦି ବିବାହ କରିବାକୁ ଯାଉଛି । ତାଙ୍କ ଗାର୍ଲଫ୍ରେଣ୍ଡ ନତାଶା ଦଲାଲଙ୍କୁ ବିବାହର କରିବାର ସୂଚନା ମିଳିଛି । ଦୁହେଁ ପରସ୍ପରକୁ ବହୁତ ସମୟ ଧରି ଡେଟ୍‌ କରୁଛନ୍ତି ।…