Odisha Link
Bridging the Missing Links in Odisha

ବଜେଟ ୨୦୨୦: ସ୍ବାସ୍ଥ୍ୟ କ୍ଷେତ୍ରକୁ ଗୁରୁତ୍ବ

ନୂଆଦିଲ୍ଲୀ: ଚଳିତ ବଜେଟରେ ସ୍ବାସ୍ଥ୍ୟ କ୍ଷେତ୍ରକୁ ଗୁରୁତ୍ବ ଦେଇଛନ୍ତି କେନ୍ଦ୍ର ସରକାର। ସ୍ୱାସ୍ଥ୍ୟକ୍ଷେତ୍ର ପାଇଁ ୭୦ ହଜାର କୋଟିର ଅନୁଦାନ ଘୋଷଣ କରିଛନ୍ତି ସରକାର। ଆୟୁଷ୍ମାନ ଭାରତ ଯୋଜନା ଅଧୀନରେ ୨୦୨୫ ସୁଦ୍ଧା ସମସ୍ତ ହସ୍ପିଟାଲରେ ଜନଔଷଧୀ ସ୍କିମ ଲାଗୁ କରିବା ପାଇଁ ପ୍ରସ୍ତାବ।

ଅପରପକ୍ଷେ ଭାରତରେ ଯକ୍ଷ୍ମା ରୋଗର ନିରାକରଣ ପାଇଁ ବଜେଟରେ ବଡ ଘୋଷଣା। ଟିବିମୁକ୍ତ ଦେଶ ପାଇ ଅଭିଯାନ ଆରମ୍ଭ, ୨୦୨୫ ସୁଦ୍ଧା ପୂରଣ ହେବ ଲକ୍ଷ୍ୟ। ଜନ ଔଷଧୀ କେନ୍ଦ୍ରରେ ମହଜୁଦ ରହିବ ଔଷଧ ବୋଲି କହିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ।

Comments are closed.