Odisha Link
Bridging the Missing Links in Odisha
Daily Archives

February 2, 2020

ବିଦାୟ ନିଃସଙ୍ଗ ପଦାତିକ ରବି ସିଂ

ଅସିତ ମହାନ୍ତି 'ନିଃସଙ୍ଗ ପଦାତିକ' କବି ରବି ସିଂ ଚାଲିଗଲେ। ତାଙ୍କର ଶେଷ ଜୀବନ ସୂଚାଇ ଦେଲା ଯେ ସେ ସତରେ ନିଃସଙ୍ଗ ଥିଲେ। ମୋ ବିଚାରରେ ତାଙ୍କ କବିତା ଅପେକ୍ଷା ତାଙ୍କ ଆତ୍ମଜୀବନୀରେ ସେ ଥିଲେ ଅଧିକ ପ୍ରଚଣ୍ଡ। ଅନେକଙ୍କୁ ପ୍ରତିଟି ପଦପାତରେ ଦଳି ଦଳି ସେଥିରେ ସେଇ ନିଃସଙ୍ଗ ପଦାତିକ ବାଟ…

ରବି ସିଂ: ବିପ୍ଲବର ବହ୍ନିମାନ ଶିଖା…

କଟକ: ଓଡ଼ିଆ ସାହିତ୍ୟରେ ଛଅ ଦଶନ୍ଧିରୁ ଅଧିକ ସମୟ ଧରି ବିପ୍ଲବର ଯେଉଁ ଶାଣିତ ସ୍ବରଟି ଗହଗହ ଜଳୁଥିଲା ତାହା ଆଜି ନିର୍ବାପିତ ହୋଇଯାଇଛି। ଚିରନିଦ୍ରାରେ ଶୋଇ ଯାଇଛନ୍ତି ବିପ୍ଲବୀ କବି ରବି ସିଂ। ଆଜି ସକାଳେ କଟକର ଖପୁରିଆ ନିକଟସ୍ଥ ଲେବର୍ କଲୋନିରେ ଥିବା ବାସଭବନରେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି…

ପରଲୋକରେ ବିପ୍ଲବୀ କବି ରବି ସିଂ

କଟକ: ଓଡ଼ିଆ ସାହିତ୍ୟ ଜଗତରେ ଶୋକର ଛାୟା। ପରଲୋକରେ ବିପ୍ଳବୀ କବି ରବି ସିଂ। ଚିକିତ୍ସାଧୀନ ଅବସ୍ଥାରେ କଟକ ବାସଭବନରେ ସେ ଆଖି ବୁଜିଛନ୍ତି। ବାର୍ଧକ୍ୟଜନିତ ରୋଗରେ ପୀଡିତ ହୋଇ ଦୀର୍ଘ ଦିନ ଧରି ସେ ଚିକିତ୍ସିତ ଥିଲେ। ରବି ସିଂଙ୍କ ପରଲୋକ ଓଡିଆ ସାହିତ୍ୟ ଜଗତରେ ସୃଷ୍ଟି କରିଛି ଶୋକର ପରିବେଶ । ୧୯୬୧ ରେ…

୫ମ ଟି-୨୦: ବ୍ୟାଟିଂ କରିବ ଭାରତ

ମାଉଣ୍ଟ ମାଉଙ୍ଗାନୁଇ: ଆଜି ବେ ଓଭାର ଗ୍ରାଉଣ୍ଡରେ ଟି-୨୦ ସିରିଜର ଶେଷ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ନ୍ୟୁଜିଲାଣ୍ଡ। ପଞ୍ଚମ ଟି-୨୦ରେ ଟସ୍‌ ଜିତି ଟିମ୍‌ ଇଣ୍ଡିଆ ପ୍ରଥମେ ବିଲ୍ଡିଂ କରିବାର ନିଷ୍ପତ୍ତି ନେଇଛି। ଫଳରେ ଟିମ୍‌ ନ୍ୟୁଜିଲାଣ୍ଡ ପ୍ରଥମେ ବୋଲିଂ କରିବ। ଆଜି ଟିମ୍‌ ଇଣ୍ଡିଆ ରୋହିତ ଶର୍ମାଙ୍କ…

କରୋନା ଭାଇରସ୍: କେରଳରେ ଦ୍ବିତୀୟ ରୋଗୀ…

ନୂଆଦିଲ୍ଲୀ: ପୁଣି ଆଉ ଏକ କରୋନା ଭାଇରସ୍‌ ଆକ୍ରାନ୍ତ ରୋଗୀ ଭାରତରେ ଚିହ୍ନଟ ହୋଇଛନ୍ତି। କେରଳର ହିଁ ୨ୟ ରୋଗୀ ଚିହ୍ନଟ ହୋଇଛନ୍ତି। କେରଳରେ ଚିହ୍ନଟ ହୋଇଥିବା ଦ୍ୱିତୀୟ କରୋନା ଭାଇରସ ରୋଗୀ ଚାଇନାର ବୋଲି ଜଣାପଡ଼ିଛି। ଏହି ରୋଗୀ ଜଣଙ୍କ ଜାନୁଆରୀ ୨୪ରେ ଚାଇନାରୁ କେରଳକୁ ଆସିଥିଲେ। ଏବେ ଏହି…

ମହାରାଷ୍ଟ୍ରରେ ଲାଗୁ ହେବ ନାହିଁ…

ମୁମ୍ବାଇ: ସାରା ଦେଶରେ ସିଏଏ, ଏନଆରସି ଓ ଏନପିଆରକୁ ନେଇ ଚାଲିଛି ଆଲୋଚନା ପର୍ଯ୍ୟାଲୋଚନା। ଏହାରି ମଧ୍ୟରେ ମହାରାଷ୍ଟ୍ରରେ ‘ଏନ୍‌ଆର୍‌ସି’ ଲାଗୁ ହେବ ନାହିଁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ। ‘ସିଏଏ’, ‘ଏନ୍‌ଆର୍‌ସି’ କିମ୍ବା ‘ଏନ୍‌ପିଆର୍‌’ ପ୍ରଣୟନ କରିବା ନ କରିବା ଉପରେ ନିଷ୍ପତ୍ତି…

ଆଜି ୫ମ ଟି-୨୦: କ୍ଲିନ୍‌ ସୁଇପ୍‌…

ମାଉଣ୍ଟ ମାଉଙ୍ଗାନୁଇ: ଆଜି ନ୍ୟୁଜିଲାଣ୍ଡ-ଭାରତ ବିପକ୍ଷ ଟି-୨୦ ସିରିଜର ଅନ୍ତିମ ମ୍ୟାଚ୍‌ ମାଉଣ୍ଟ ମାଉଙ୍ଗାନୁଇର ବେ ଓଭାଲ ଗ୍ରାଉଣ୍ଡରେ ଖେଳାଯିବ। ସିରିଜ ଜିତି ସାରିଥିବା ଟିମ୍‌ ଇଣ୍ଡିଆ ରବିବାର ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷ ପଞ୍ଚମ ତଥା ଅନ୍ତିମ ଟି-୨୦ ମ୍ୟାଚ୍ ଖେଳିବାକୁ ଓହ୍ଲାଇବ। ଏହି ମ୍ୟାଚ୍ ଜିତି…