Odisha Link
Bridging the Missing Links in Odisha
Daily Archives

February 7, 2020

‘ଭୌଗୋଳିକ ଦୃଷ୍ଟିରୁ କାଶ୍ମୀର…

ନୂଆଦିଲ୍ଲୀ: ଲୋକସଭାରେ କଂଗ୍ରେସ ଦଳର ନେତା ଅଧୀର ରଞ୍ଜନ ଚୌଧୁରୀ ପୁଣିଥରେ କଶ୍ମୀର ପ୍ରସଙ୍ଗରେ ସରକାରକୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ, ‘ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି ସଂସଦରେ ଉମର ଅବଦୁଲ୍ଲା ଏବଂ ମେହବୁବା ମୁଫତି ବାବଦରେ ଟିପ୍ପଣୀ ଦେଇଥିଲେ। ଏହାପରେ ରାତିରେ ତାଙ୍କ…

ନମସ୍କାରର ଅର୍ଥ ବୁଝାଇଲେ ଅମିତାଭ

ମୁମ୍ବାଇ :  ବଲିଉଡର ଅଭିନେତା ଅମିତାଭ ବଚ୍ଚନ ଅଭିନୟ ବ୍ୟତିତ ସୋସିଆଲ ମିଡିଆରେ ମଧ୍ୟ ଆକ୍ଟିଭ୍‌ ଥାନ୍ତି । ପ୍ରାୟ ସମୟରେ ସେ ମନରୋଞ୍ଜନ ହେଉ କି କିଛି ଶିକ୍ଷଣୀୟ ଟୁଇଟ ଶେୟାର କରିଥାନ୍ତି । ଇତିମଧ୍ୟରେ ଅମିତାଭ ଟୁଇଟରରେ ‘ନମସ୍କାର’ର ସଠିକ୍‌ ଅର୍ଥକୁ ନେଇ ଏକ ଟୁଇଟ ଶେୟାର କରିଛନ୍ତି । ଯାହା ଏବେ…

ପାର୍କିଂକୁ ନେଇ ବ୍ୟାଟରେ ଆକ୍ରମଣ

ଗଞ୍ଜାମ: ବାଇକ୍ ପାର୍କିଂକୁ ନେଇ ଯୁବକଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରାଯାଇଛି। ଯୁବକଙ୍କୁ ତଳେ ପକାଇ ଏକ କ୍ରିକେଟ ବ୍ୟାଟରେ ପିଟି ଚାଲିଛନ୍ତି ଅନ୍ୟ ଜଣେ ଯୁବକ। ଗଞ୍ଜାମ ଜିଲ୍ଲା ବୈଦ୍ୟନାଥପୁର ଥାନା ଅଞ୍ଚଳରେ ହୋଇଥିବା ଏହି ମରଣାନ୍ତକ ଆକ୍ରମଣର ଭିଜୁଆଲ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଜୁଆଲରେ…

ସ୍କୁଲକୁ କରୋନା ଗାଇଡଲାଇନ

ଭୁବନେଶ୍ବର: ଦିନକୁ ଦିନ ନିଜ କାୟା ବିସ୍ତାର କରି ଅଣାୟତ୍ତ କରିଥିବା କରୋନା ଭାଇରସର ମୁକାବିଲା ପାଇଁ ସ୍କୁଲଗୁଡିକୁ ଗାଇଡଲାଇନ। କରୋନା ପାଇଁ ସ୍କୁଲଗୁଡିକୁ ଗାଇଡଲାଇନ ଜାରି କରିଛନ୍ତି ସ୍ବାସ୍ଥ୍ୟ ବିଭାଗ। ଗାଇଡଲାଇନ ମୁତାବକ, ପିଲାମାନେ ସାନିଟାଇଜରରେ ହାତ ଧୋଇବେ, ରୁମାଲ୍‌ ଦେଇ ଛିଙ୍କିବେ ଏବଂ…

ହତ୍ୟା ପାଇଁ ୨୦ ଲକ୍ଷ ସୁପାରି!

ରାଉରକେଲା: ପୂର୍ବତନ କାଉନସିଲରଙ୍କୁ ବୋମା ମାଡ଼ ଘଟଣାରେ ଏକ ନୂଆମୋଡ଼ ଆସିଛି। ପୂର୍ବତନ କାଉନସିଲରଙ୍କୁ ବୋମାମାଡ଼ କରି ମାରି ଦେବାକୁ ଯୋଜନା ଥିଲା। ଏନେଇ ଅଟକ ଥିବା ବ୍ୟବସାୟୀ ୨୦ ଲକ୍ଷ ଟଙ୍କା ସୁପାରି ଦେଇଥିବା ସୂଚନା ମିଳିଛି। ଅନ୍ୟ ୨ ଅଟକ ବ୍ୟକ୍ତିଙ୍କୁ ସମ୍ପୃକ୍ତ ବ୍ୟବସାୟୀ ସୁପାରି ଦେଇଥିଲେ।…

‘ସେ କହୁଛନ୍ତି ଲାଠିରେ ବାଡ଼େଇବେ,…

କୋକରାଝାର: ନାଗରିକତା ସଂଶୋଧନ ଆଇନ୍‌ (ସିଏଏ) ପରେ ଆଜି ପ୍ରଥମ ଥର ପାଇଁ ଆସାମ ଗସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜି ଆସାମର କୋକ୍ରାଝରଠାରେ ଆୟୋଜିତ ହୋଇଥିବା ବୋଡୋ ରାଜିନାମା ସ୍ୱାକ୍ଷର ଉତ୍ସବରେ ଯୋଗଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆୟୋଜିତ ସଭାରେ ଜନସାଧାରଣଙ୍କୁ ଉଦବୋଧନ…

ଏସବିଆଇ ବ୍ୟାଙ୍କ ଗ୍ରାହକଙ୍କୁ ଝଟକା,…

ନୂଆଦିଲ୍ଲୀ: ଦେଶର ସବୁଠାରୁ ବଡ଼ ସରକାରୀ ବ୍ୟାଙ୍କ ହେଉଛି ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ(ଏସବିଆଇ)। ଏବେ ଏସବିଆଇ ଗ୍ରାହକଙ୍କୁ ଝଟକା ଦେଇଛି ଏସବାଇ। ରିଟେଲ ଟର୍ମ ଡିପୋଜିଟ ଅର୍ଥାତ ଫିକ୍ସଡ ଡିପୋଜିଟ(ଏଫଡି) ଉପରେ ମିଳୁଥିବା ସୁଧ ହାରକୁ କମାଇ ଦେଇଛି। ଫିକ୍ସଡ ଡିପୋଜିଟ୍‌(୨ କୋଟିରୁ କମ୍‌) ଉପରେ ଏସବିଆଇ…

ରଣବୀର କପୁର ମୋର ପ୍ରଥମ ପସନ୍ଦ : ଅନୁରାଗ…

ମୁମ୍ବାଇ : ବଲିଉଡରେ ଏବେ ବାୟୋପିକ୍‌ର ଋତୁ ଚାଲିଛି । ବହୁତ ଜଲଦି ଦର୍ଶକ ଆଉ ଏକ ବାୟୋପିକ୍‌ ସିନେମା ଦେଖିବାକୁ ପାଇବେ । କିଶୋର କୁମାରଙ୍କ ଉପରେ ପ୍ରସ୍ତୁତ ହେବାକୁ ଯାଉଛି ବାୟୋପିକ୍‌ । ସିନେମାଟିକୁ ଅନୁରାଗ ବାସୁ ନିର୍ଦ୍ଦେଶନା ଦେବା ସହ ରଣବୀର କପୁର କିଶୋରଙ୍କ ଚରିତ୍ରରେ ନଜର ଆସିବେ । ବାୟୋପିକଟି…

ସମ୍ବଲପୁର ଗସ୍ତରେ ବିଧାନସଭା ଷ୍ଟାଣ୍ଡିଂ…

ସମ୍ବଲପୁର: ଆଜି ସମ୍ବଲପୁର ଗସ୍ତରେ ଆସିଛନ୍ତି ବିଧାନସଭା ଷ୍ଟାଣ୍ଡିଂ କମିଟିର ୪ ଜଣିଆ ଟିମ୍। ରଘୁନାଥପାଲ୍ଲୀ ବିଧାୟକ ସୁବ୍ରତ ତରାଇଙ୍କ ଅଧ୍ୟକ୍ଷତାରେ ବିଧାନସଭା ଷ୍ଟାଣ୍ଡିଂ କମିଟିର ବୈଠକ ସମ୍ବଲପୁରର ସର୍କିଟ ହାଉସରେ ଅନୁଷ୍ଠିତ ହୋଇଛି। ବୈଠକରେ ଶକ୍ତି, ରାଜସ୍ବ ଓ ଅବକାରୀ ବିଭାଗକୁ ନେଇ ସମୀକ୍ଷା…

କ୍ୟାବିନେଟ୍‌ରେ ୯ଟି ପ୍ରସ୍ତାବକୁ…

ଭୁବନେଶ୍ବର: ଆଜିର ରାଜ୍ୟ କ୍ୟାବିନେଟ୍ ବୈଠକରେ ୯ଗୋଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି। ଏହି ବୈଠକରେ ରାଜ୍ୟ ପଞ୍ଚମ ଅର୍ଥ ଆୟୋଗ ଆକ୍ସନ ଟେକେନ୍ ରିପୋର୍ଟ ଉପସ୍ଥାପନ ହୋଇଛି। ଓଡିଶା ସିଭିଲ୍ ସର୍ଭିସ୍ ରୁଲ୍ ସଂଶୋଧନ ହେବା ସହ ଆସିବ ନୂଆ ଓଡିଶା ସିଭିଲ୍ ରିହାବିଲିଟେସନ ସ୍କିମ୍। ଏଥିରେ ବିଭିନ୍ନ ଗ୍ରୁପର…