କରୋନା ଭାଇରସ୍ ସଂପର୍କରେ ପ୍ରଥମେ…
ବେଜିଂ: କରୋନା ଭାଇରସ୍ ଚୀନରେ ମହାମାରୀ ଭଳି ବ୍ୟାପୁଛି। ଆଉ ଏହି ଭାଇରସ୍ ସମ୍ପର୍କରେ ଚୀନ ସରକାରଙ୍କୁ ପ୍ରଥମେ ସଚେତନ କରିଥିବା ଡାକ୍ତରଙ୍କ ମୃତ୍ୟୁ ଘଟିଛି। ସେହି ଡାକ୍ତର ଜଣକ ହେଉଛନ୍ତି ଲି ୱେନଲିୟାଙ୍ଗ। ସେ ଗତକାଲି ମୃତ୍ୟୁବରଣ କରିଛନ୍ତି।
ମୃତ ଡାକ୍ତର ଲି’ ୨୦୧୯ ଡିସେମ୍ବର ୩୦ରୁ ଏ ନେଇ ସତର୍କ…