Odisha Link
Bridging the Missing Links in Odisha

ବସରେ ବିଦ୍ୟୁତ ତାର ଲାଗି ଯାତ୍ରୀ ମୃତାହତ ଘଟଣାରେ ଦୁଃଖ ପ୍ରକାଶ କଲେ ଧର୍ମେନ୍ଦ୍ର

ଭୁବନେଶ୍ବର : ଗଞ୍ଜାମ ଜଲ୍ଲିା ବ୍ରହ୍ମପୁର ଗୋଳନ୍ଥରାର ମେଣ୍ଡରାଜପୁର ଠାରେ ବସ ୧୧ କେଭି ବିଦ୍ୟୁତ ଲାଇନ୍ ସଂସ୍ପର୍ଶରେ ଆସି ଯାତ୍ରୀ ମୃତାହତ ଖବର ଘଟଣାରେ ଗଭୀର ଦୁଃଖ ପ୍ରକାଶ କରଛିନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ଘଟଣାରପୁଙ୍ଖାନୁପୁଙ୍ଖ ତଦନ୍ତ କରାଯିବା ନେଇନ ପ୍ରଧାନ ଟ୍ବିଟ୍ କରିକହଛିନ୍ତି ।

କେନ୍ଦ୍ରମନ୍ତ୍ରୀ ପ୍ରଧାନ ଟିିଟ୍ବ କରି କହିଛନ୍ତି ଯେ ଗଞ୍ଜାମ ଜଲ୍ଲିା ବ୍ରହ୍ମପୁର ଗୋଳନ୍ଥରାର ମେଣ୍ଡରାଜପୁର ଠାରେ ୧୧ କେଭି ବଦ୍ୟୁତ ଲାଇନ୍ ସଂସ୍ପର୍ଶରେ ଅସି ବସରେ ନିଆଁ ଲାଗିବା କାରଣରୁ ଆନେକ ଯାତ୍ରୀ ମୃତାହତ ହାବା ଖବର ଶୁଣି ଦୁଃଖିତ ।

ସ୍ଥାନୀୟ ଜିଲ୍ଲା ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ଆହତଙ୍କୁ ଉତ୍ତମମାନର ଚକିତ୍ସା ଯୋଗାଇଦେବେ ବୋଲି ଅଶା। ପ୍ରଧାନ ଆହୁରି ଉଲ୍ଲେଖ କରଛିନ୍ତି ଯେ କେଉଁ କାରଣରୁ ଏପରି ଦୁର୍ଭାଗ୍ୟଜନକ ଘଟଣା ଘଟିଲା ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ଭବିଷ୍ୟତରେ ଯେପରି ଏହି ପରି ଘଟଣା ନଘଟେ ସେଥିପାଇଁ ସଜାଗ ରହିବା ଜରୁରୀ ।

ଆହତଙ୍କ ଆଶୁଆରୋଗ୍ୟ କାମନା କରିବା ସହ ମୃତକଙ୍କ ପରିବାର ପ୍ରତି ମୋର ସମବେଦନା ଜଣାଉଛି। ଏହି ଦୁଃଖଦ ସମୟରେ ମହାପ୍ରଭୁ ଶ୍ରୀଜଗନ୍ନାଥ ମୃତକଙ୍କ ପରିବାକୁ ଧୈର୍ଯ୍ୟ ପ୍ରଦାନ କରନ୍ତୁ , ଏହା ମୋର ପାର୍ଥନା ବୋଲି ପ୍ରଧାନ ଉଲ୍ଲେଖ କରିଛନ୍ତି ।

Comments are closed.