Odisha Link
Bridging the Missing Links in Odisha
Browsing Tag

Berhampur

ଓଲଟିଲା ପୋଲିଂ ପାର୍ଟିକୁ ନେଇ ଯାଉଥିବା…

ଓଏଲ୍‌ ବ୍ୟୁରୋ: ମେ' ୧୩ ତାରିଖରେ ଓଡ଼ିଶାରେ ହେବ ପ୍ରଥମ ପର୍ଯ୍ୟାୟ ନିର୍ବାଚନ। ଆଜି ପ୍ରଚାର ସରିଥିବା ବେଳେ ପୋଲିଂ ପାର୍ଟି ନିଜ ନଜି ବୁଥ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି। ଏସବୁ ମଧ୍ୟରେ ଘଟିଛି ଅଘଟଣ। ଓଲଟିଲା ପୋଲିଂ ପାର୍ଟିକୁ ନେଇ ଯାଉଥିବା ମିନି ବସ୍‌ । ଏହି ଦୁର୍ଘଟଣାରେ ୨ ଜଣ ସାମାନ୍ୟ ଆହତ…

ଥରେ ସୁଯୋଗ ଦିଅ, ୫ ବର୍ଷରେ ଓଡ଼ିଶା…

ଓଏଲ୍‌ ବ୍ୟୁରୋ: ନିର୍ବାଚନ ତାରିଖ ଯେତିକି ପାଖଉଛି ସେତେ ସରଗରମ ହେଉଛି ଓଡ଼ିଶା ରାଜନୀତି। ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ଦଳ କରୁଛନ୍ତି ଜୋରଦାର ପ୍ରଚାର। ଆଜି ଓଡ଼ିଶା ମାଟିରେ ପ୍ରଚାର ଆରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଅନ୍ୟପଟେ କଳାହାଣ୍ଡିରେ ପ୍ରଚାର କରୁଛନ୍ତି ବିଜେଡି…

ଗୋପାଳପୁର ବେଳାଭୂମି ମହୋତ୍ସବ ଆଜିଠୁ…

ଓଏଲ୍‌ ବ୍ୟୁରୋ : ଗୋପାଳପୁରରେ ତାରକାଙ୍କୁ ଦେଖିବା ପାଇଁ ଭିଡ଼ ଜମିବ। ଆଜିଠାରୁ ଆରମ୍ଭ ହେବାକୁ ଯାଉଛି ଗୋପାଳପୁର ବେଳାଭୂମି ମହୋତ୍ସବ ଯାହା ୨୮ ତାରିଖ ଯାଏଁ ଚାଲିବାର ସୂଚନା ମିଳିଛି। ବ୍ରହ୍ମପୁରର ଗୋପାଳପୁର ଠାରେ ୨ବର୍ଷ ପରେ ପୁଣିଥରେ ଆୟୋଜିତ ହେବାକୁ ଯାଉଛି ଗୋପାଳପୁର ବେଳାଭୂମି ମହୋତ୍ସବ। କରୋନାର…

କୋର୍ଟରେ ଶୁଣାଣି କରୁଥିଲେ ଜଜ୍, ଛୁରୀରେ…

ବ୍ରହ୍ମପୁର: ବ୍ରହ୍ମପୁର ଉପଖଣ୍ଡୀୟ ବିଚାର ବିଭାଗୀୟ ଜଜ୍‌ (ଏସ୍‌ଡିଜେଏମ୍)ଙ୍କୁ ଛୁରୀରେ ଆକ୍ରମଣ ଉଦ୍ୟମ। ଏକ ମାମଲାର ଶୁଣାଣି ଚାଲିଥିବା ବେଳେ ଜଣେ ବ୍ୟକ୍ତି ଉନ୍ମତ୍ତକାଣ୍ଡ ଘଟାଇଛନ୍ତି। ଏସ୍‌ଡିଜେଏମ୍‌ ପ୍ରଜ୍ଞା ପରମିତା ପ୍ରତିହାରୀଙ୍କୁ ଜଣେ ବ୍ୟକ୍ତି ଛୁରୀରେ ଆକ୍ରମଣ ଉଦ୍ୟମ କରିଥିଲେ। ଉପସ୍ଥିତ…

ବ୍ରହ୍ମପୁର ବିବାହ ବିବାଦ: ହାଇକୋର୍ଟ…

ବ୍ରହ୍ମପୁର: ବ୍ରହ୍ମପୁର ବିବାହ ବିବାଦ ମାମଲାରେ ନୂଆ ଟ୍ବିଷ୍ଟ। କିଛି ସମୟ ପୂର୍ବରୁ ବିବାହ ବିବାଦରେ ଯବନିକା ପଡ଼ିବ ବୋଲି ଚର୍ଚ୍ଚା ହେଉଥିଲା। ହେଲେ କଥା ଏଥର ଏବେ ହାଇକୋର୍ଟ ଯିବ। ଅର୍ଥାତ୍‌ ଜିଲ୍ଲା ଜଜ୍‌ଙ୍କ ରାୟକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରିବେ ଡାକ୍ତର ସୁମିତ୍। ଏନେଇ ସୂଚନା ଦେଇଛନ୍ତି ସୁମିତଙ୍କ…

ବ୍ରହ୍ମପୁର ବିବାହ ବିବାଦ: ସୁମିତଙ୍କ ଘରେ…

ବ୍ରହ୍ମପୁର: ବ୍ରହ୍ମୁପର ବିବାହ ବିବାଦରେ ପଡ଼ିଲା ଯବନିକା। ବହୁ ଚର୍ଚ୍ଚା, ବାଦ ବିବାଦ ସହ ୪୪ ଦିନ ଧରି ଚାଲିଥିବା ଆଇନ୍‌ଗତ ଲଢ଼େଇରେ ପଡ଼ିଲା ପୂର୍ଣ୍ଣଚ୍ଛେଦ। ଦୀର୍ଘଦିନ ପରେ ସଫଳ ହୋଇଛି ତପସ୍ବିନୀଙ୍କ ତପସ୍ୟା। ସ୍ବାମୀ ଡାକ୍ତର ସୁମିତ୍‌ ସାହୁ ଅର୍ଥାତ୍‌ ଶାଶୁ ଘରେ ରହିବେ ତପସ୍ବିନୀ। ଏନେଇ ଆଜି ରାୟ…

ସୁମିତ-ତପସ୍ବିନୀ ମାମଲା: ଡାକ୍ତର…

ବ୍ରହ୍ମପୁର: ଦିନକୁ ଦିନ ବଢ଼ିବାରେ ଲାଗିଛି ଡାକ୍ତର ସୁମିତ୍‌ ଓ ତପସ୍ବିନୀଙ୍କ ମଧ୍ୟରେ ଥିବା ବିବାଦ। ଏବେ ପୁଣି ଥରେ ବିବାଦ ନେଇଛି ନୂଆମୋଡ଼। ନ୍ୟାୟ ପାଇଁ ତପସ୍ବିନୀ ସୁମିତଙ୍କ ଘର ଦୁଆରେ ବସି ରହିଥିବା ବେଳେ ତାଙ୍କ ସମର୍ଥନରେ ବାହାରିଛନ୍ତି ଶତାଧୀକ ମହିଳା। ଏପରିକି ସୁମିତଙ୍କ ଘର ସାମ୍ନାରେ ଦେଖିବାକୁ…

ପାହାନ୍ତିଆରୁ ‘ପୁଷ୍ପା’…

ବ୍ରହ୍ମପୁର: ବଡ଼ ପରଦାରେ ବହୁଭାଷୀ ଚଳଚ୍ଚିତ୍ର ପୁଷ୍ପା ଦି ରାଇଜ୍। ସାଉଥ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ ଏବଂ ରଶ୍ମିକା ମାନ୍ଦାନାଙ୍କ ଫିଲ୍ମ ପୁଷ୍ପା ପ୍ରତୀକ୍ଷାର ଅନ୍ତ ଘଟାଇ ଆଜି ବଡ଼ ପରଦାରେ ରିଲିଜ୍‌ ହୋଇଛି। ଫିଲ୍ମର ପ୍ରଥମ ସୋ ଦେଖିବା ପାଇଁ ଫିଲ୍ମ ହଲ୍‌ ସାମ୍ନାରେ ଦେଖିବାକୁ ମିଳିଛି ଖଚାଖଚ୍‌ ଭିଡ଼।…

ଶିକ୍ଷା ବ୍ୟବସ୍ଥାର ହେବ ନବକଳେବର,…

ବ୍ରହ୍ମପୁର: ସ୍କୁଲ ଛାତ୍ରଛାତ୍ରୀ ଏଣିକି ସ୍ମାର୍ଟ ସ୍କୁଲରେ ପଢ଼ିବେ ପାଠ। ଶନିବାର ସ୍ମାର୍ଟ ସ୍କୁଲର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବ୍ରହ୍ମପୁର ଜିଲ୍ଲାର ଶେରଗଡ଼ ଓ ହିଞ୍ଜିଳିକାଟୁର ୫ଟି ଲେଖାଏଁ ରୂପାନ୍ତରୀକରଣ ସ୍ମାର୍ଟ ହାଇସ୍କୁଲକୁ ଶନିବାର ଭର୍ଚୁଆଲ୍‌ ମୋଡରେ ଉଦଘାଟନ କରିବେ…

କରୋନା କଟକଣାକୁ ଫୁ, ଭୋଜି ଖାଇଲେ ଶହ ଶହ…

ବ୍ରହ୍ମପୁର: ରାଜ୍ୟରେ ମହାମାରୀ କରୋନା ସଂକ୍ରମଣ ଦିନକୁ ଦିନ କମିବାରେ ଲାଗିଛି। ଏସବୁ ମଧ୍ୟରେ କରୋନା କଟକଣାକୁ .ଫୁ କରିଛନ୍ତି ଖୋଦ ନେତା। ଶାସକ ଦଳର ବିଧାୟକଙ୍କ ବିରୋଧରେ ଆସିଛି ଏଭଳି ଗୁରୁତର ଅଭିଯୋଗ। ଗଞ୍ଜାମ ଜିଲ୍ଲା ସୋରଡ଼ା ବିଜେଡି ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ତାଙ୍କ ବାପାଙ୍କ ପ୍ରଥମ…