Odisha Link
Bridging the Missing Links in Odisha
Browsing Tag

Berhampur

ବ୍ରହ୍ମପୁରରେ ଘୁଷୁରୀ ମଡ଼କ

ବ୍ରହ୍ମପୁର: ବ୍ରହ୍ମପୁର ମହାନଗର ନିଗମ ଅଞ୍ଚଳରେ ଘୁଷୁରୀ ମଡ଼କ। ମହାନଗର ନିଗମ ଅଞ୍ଚଳର ବିଭିନ୍ନ ୱାର୍ଡରୁ ଆଜି ୪ଗୋଟି ଘୁଷୁରୀ ମଡ଼କ ଦେଖିବାକୁ ମିଳିଛି। ମୃତଦେହ ଗୁଡ଼ିକୁ ସହରର ଶେଷ ପାଖ ଅଞ୍ଚଳରେ ମହାନଗର ନିଗମ ପକ୍ଷରୁ ପୋତି ଦିଆଯାଇଛି। କେଉଁ କାରଣରୁ ଘୁଷୁରୀଙ୍କର ମୃତ୍ୟୁ ହେଉଛି ତାହା…

ବ୍ରହ୍ମପୁରରେ ଲଜ୍ଜା: ନାବାଳିକାକୁ…

ବ୍ରହ୍ମପୁର: ୧୦ ବର୍ଷର ନାବାଳିକାକୁ ଗଣଦୁଷ୍କର୍ମ। ବ୍ରହ୍ମପୁର ସଦର ଥାନା ଅଞ୍ଚଳରେ ସୋମବାର ରାତିରେ ୧୦ ବର୍ଷର ନାବାଳିକାକୁ ଗଣଦୁଷ୍କର୍ମ ହୋଇଥିବା ନେଇ ଅଭିଯୋଗ ହୋଇଛି। ଏହି ମାମଲାରେ ୩ ନାବାଳକକୁ ଅଟକ ରଖାଯାଇଛି। ସୂଚନା ମୁତାବକ, ଘରେ କେହି ନଥିବା ସୁଯୋଗରେ ଉଠାଇ ୩ ନାବାଳକ ନାବାଳିକାକୁ ଉଠାଇ…

୫ ବର୍ଷର ଶିଶୁ କନ୍ୟାର ଗଳା କାଟିଲା…

ବ୍ରହ୍ମପୁର: ୫ ବର୍ଷର ଶିଶୁ କନ୍ୟାର ଗଳା କାଟିଲା ଦୁର୍ବୃତ୍ତ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନା ଚିକିଟି ସୋରଳରେ। ୫ ବର୍ଷର ନାବାଳିକାର ଗଳା କାଟିଲା ୨୪ ବର୍ଷର ଯୁବକ। ସୋରଳ ଓଡ଼ିଆ କଲୋନୀରେ ଏଭଳି ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି । ନାବାଳିକାର ଗଳା କାଟୁଥିବାର ଦେଖି…

ବ୍ରହ୍ମପୁରରେ ନକଲି ସସ୍ କାରଖାନା ଠାବ

ବ୍ରହ୍ମପୁର: ରାଜ୍ୟରେ ବଢିବାରେ ଲାଗିଛି ନକଲି ସାମଗ୍ରୀ କାରବାର। କଟକ, ସମ୍ବଲପୁର, ରାଜଧାନୀ ପରେ ଏବେ ବ୍ରହ୍ମପୁରରେ ନକଲି କାରଖାନା ଠାବ ହୋଇଛି। ପୂର୍ବରୁ ବ୍ରହ୍ମପୁରରୁ ନକଲି ହଳଦୀ ଓ ଲଙ୍କା ଗୁଣ୍ଡ ଜବତ ହୋଇଥିବା ବେଳେ ଆଜି ନକଲି ସସ୍‌ କାରଖାନା ଠାବ ହୋଇଛି। ବ୍ରହ୍ମପୁର ବଡ଼ବଜାର ଥାନା ଅନ୍ତର୍ଗତ…

ପୁଣି ନକଲି କାରଖାନା ଠାବ

ବ୍ରହ୍ମପୁର: ବ୍ରହ୍ମପୁରରେ ପୁଣି ନକଲି କାରଖାନା ଠାବ । ପୁଲିସ ବିପୁଳ ପରିମାଣର କାଠଗୁଣ୍ଡ, ଚାଉଳ ଓ ଖୁଦ ଜବତ କରିଛି। ଗୁରୁବାର ସକାଳେ ବଡବଜାର ପାଣ୍ଡବନଗରରେ ନକଲି ହଳଦୀ ଗୁଣ୍ଡ ଓ ମରିଚ ଗୁଣ୍ଡ କାରବାର ଚାଲିଥିବା ବେଳେ ଚଢାଉ ହୋଇଥିଲା । ପ୍ରକାଶ ଅନୁସାରେ , ବଡ଼ବଜାର ଅଞ୍ଚଳରେ ନକଲି ମସଲା କାରବାର…

ଭିଜିଲାନ୍ସ ପଞ୍ଝାରେ ଅଙ୍ଗନବାଡି କର୍ମୀ

ବ୍ରହ୍ମପୁର : ଅଙ୍ଗନବାଡି କର୍ମୀଙ୍କ ଘରେ ଭିଜିଲାନ୍ସ ରେଡ୍। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ରେଡ୍ ଜାରି ରହିଛି । ଭିଜିଲାନ୍ସ ପକ୍ଷରୁ ଏକକାଳୀନ ୫ଟି ସ୍ଥାନରେ ଚଢାଉ ଚାଲିଥିବା ଜଣାପଡିଛି। ବ୍ରହ୍ମପୁର ମହାନଗର ନିଗମ ଓ୍ବାର୍ଡ-୯ ଅଞ୍ଚଳର ଅଙ୍ଗନବାଡି କର୍ମୀ ନମିତା ଦଳେଇଙ୍କ…

୫୪୦ ଗ୍ରାମ୍‌ ସୁନା ଜବତ, ୫ ଗିରଫ

ବ୍ରହ୍ମପୁର: ବ୍ରହ୍ମପୁରରୁ ୫୪୦ ଗ୍ରାମ୍‌ ସୁନା ଜବତ। ସୁନା ଚୋରି ମାମଲାରେ ୨ ଲୁଟେରାଙ୍କୁ ଗିରଫ କରିଛି ପୋଲିସ। ୫୪୦ ଗ୍ରାମ୍‌ ସୁନା ସହ ୧୦୦ ଗ୍ରାମ୍‌ ରୁପା, ଦାମୀ କାର୍, ବାଇକ୍‌ ସ୍କୁଟି ମଧ୍ୟ ଜବତ କରାଯାଇଛି। ଏମାନେ ବ୍ରହ୍ମପୁର ସହରର ବିଭିନ୍ନ ସ୍ଥାନରେ ଚୋରି କରୁଥିଲେ ଏହି ଦୃବୃତ୍ତ। ଚୋରି ସୁନା…

ଅର୍ଦ୍ଧ ପାଗଳି ବୃଦ୍ଧାଙ୍କୁ ସାହାଯ୍ୟ କଲେ…

ଵ୍ରହ୍ମପୁର :ବ୍ରହ୍ମପୁର ବିଧାୟକ ଦେଖାଇଲେ ମାନବିକତା । ରାସ୍ତାରେ ପଡିଥିବା ଅର୍ଦ୍ଧ ପାଗଳି ବୃଦ୍ଧାଙ୍କୁ ନେଇ ଅଟୋ ସାହାଯ୍ୟରେ ଘରେ ଛାଡିଲେ । ଦୀର୍ଘ ଦିନ ଧରି ବୃଦ୍ଧା ଜଣକ ଵ୍ରହ୍ମପୁର ସହରର ବିଭିନ୍ନ ଅଞ୍ଚଳରେ ବୁଲି ଭିକ ମାଗିବା ସହ ରାସ୍ତା ଉପରେ ଶୋଇ ରହୁଥିଲେ। ଶେଷରେ ବିଧାୟକଙ୍କ ନଜରରେ ପଡିଲେ…

କରୋନା : ବ୍ରହ୍ମପୁରରୁ ହଟିଲା କଟକଣା

ଭୁବନେଶ୍ୱର : କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବ୍ରହ୍ମପୁରକୁ ଯା’ ଆସ ଉପରେ କଟକଣା ଲାଗିଥିଲା। କିନ୍ତୁ ଆଜି ଠାରୁ ଏହି କଟକଣା ହଟାଇ ଦିଆଯାଇଛି । ଫଳରେ ବ୍ରହ୍ମପୁରକୁ ଯିବା ଆସିବା ଉପରେ ଆଉ କୌଣସି ପ୍ରତିବନ୍ଧକ ରହିବ ନାହିଁ ବୋଲି ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି । ଅପରପକ୍ଷରେ…

ଭିଜିଲାନ୍ସ ଜାଲରେ ଅଧୀକ୍ଷଣ ଯନ୍ତ୍ରୀ

ବ୍ରହ୍ମପୁର: ଭିଜିଲାନ୍ସ ଜାଲରେ ବ୍ରହ୍ମପୁର ପୂର୍ତ୍ତ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ। ଆଜି ବ୍ରହ୍ମପୁର ରୋଡ୍‌ ଆଣ୍ଡ୍ ସର୍କଲ ଅଧୀକ୍ଷଣ ଯନ୍ତ୍ରୀ ବିନୋଦ ପାଢୀଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ରେଡ୍ ଚାଲିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ରେଡ୍ କରାଯାଇଛି। ବିନୋଦ ପାଢୀଙ୍କ ବ୍ରହ୍ମପୁର…