Odisha Link
Bridging the Missing Links in Odisha

ବ୍ରହ୍ମପୁରରେ ଲଜ୍ଜା: ନାବାଳିକାକୁ ଗଣଦୁଷ୍କର୍ମ

ବ୍ରହ୍ମପୁର: ୧୦ ବର୍ଷର ନାବାଳିକାକୁ ଗଣଦୁଷ୍କର୍ମ। ବ୍ରହ୍ମପୁର ସଦର ଥାନା ଅଞ୍ଚଳରେ ସୋମବାର ରାତିରେ ୧୦ ବର୍ଷର ନାବାଳିକାକୁ ଗଣଦୁଷ୍କର୍ମ ହୋଇଥିବା ନେଇ ଅଭିଯୋଗ ହୋଇଛି। ଏହି ମାମଲାରେ ୩ ନାବାଳକକୁ ଅଟକ ରଖାଯାଇଛି।

ସୂଚନା ମୁତାବକ, ଘରେ କେହି ନଥିବା ସୁଯୋଗରେ ଉଠାଇ ୩ ନାବାଳକ ନାବାଳିକାକୁ ଉଠାଇ ନେଇଥିଲେ ଓ ଗଣଦୁଷ୍କର୍ମ କରିଥିଲେ। ଥାନାରେ ଏତଲା ପରେ ପୁଲିସ ୩ ନାବାଳକଙ୍କୁ ଅଟକ ରଖି ତନାଘନା ଜାରି ରଖିଛି।

Comments are closed.