Odisha Link
Bridging the Missing Links in Odisha
Browsing Tag

Berhampur

କରୋନା : ବ୍ରହ୍ମପୁରରୁ ହଟିଲା କଟକଣା

ଭୁବନେଶ୍ୱର : କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବ୍ରହ୍ମପୁରକୁ ଯା’ ଆସ ଉପରେ କଟକଣା ଲାଗିଥିଲା। କିନ୍ତୁ ଆଜି ଠାରୁ ଏହି କଟକଣା ହଟାଇ ଦିଆଯାଇଛି । ଫଳରେ ବ୍ରହ୍ମପୁରକୁ ଯିବା ଆସିବା ଉପରେ ଆଉ କୌଣସି ପ୍ରତିବନ୍ଧକ ରହିବ ନାହିଁ ବୋଲି ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି । ଅପରପକ୍ଷରେ…

ଭିଜିଲାନ୍ସ ଜାଲରେ ଅଧୀକ୍ଷଣ ଯନ୍ତ୍ରୀ

ବ୍ରହ୍ମପୁର: ଭିଜିଲାନ୍ସ ଜାଲରେ ବ୍ରହ୍ମପୁର ପୂର୍ତ୍ତ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ। ଆଜି ବ୍ରହ୍ମପୁର ରୋଡ୍‌ ଆଣ୍ଡ୍ ସର୍କଲ ଅଧୀକ୍ଷଣ ଯନ୍ତ୍ରୀ ବିନୋଦ ପାଢୀଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ରେଡ୍ ଚାଲିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ରେଡ୍ କରାଯାଇଛି। ବିନୋଦ ପାଢୀଙ୍କ ବ୍ରହ୍ମପୁର…

ଟ୍ରଲିରେ ବୁହାହେଲା ମୃତଦେହ

ବ୍ରହ୍ମପୁର: ମହାପ୍ରୟାଣ ଗାଡି ନ ମିଳିବାରୁ ଶେଷରେ ଟ୍ରଲିରେ ବୁହାହେଲା ମୃତଦେହ। ଆଜି ଏମକେସିଜି ମେଡିକାଲ ପରିସରରେ ଦେଖିବାକୁ ମିଳିଛି ଏପରି ଅଭାବନୀୟ ଦୃଶ୍ୟ। ଜଣେ ଅସହାୟ ବୃଦ୍ଧାଙ୍କ ମୃତ ଦେହକୁ ଟ୍ରଲିରେ ନିଆଯାଇଛି। ବ୍ରହ୍ମପୁର କମାପଲି ମାଛ ବଜାର ପାଖରେ ଯାଯାବର ଭାବେ ରହୁଥିବା ସନ୍ତୋଷିନୀ ସିଂଙ୍କ…

ରାତି ଅଧରେ ଛତ୍ରପୁର ସହରର ସ୍ୱଚ୍ଚତା…

ବ୍ରହ୍ମପୁର: ରାତି ଅଧରେ ଛତ୍ରପୁର ସହରର ସ୍ୱଚ୍ଚତା ଓ ପରିମଳ ତଦାରଖ କଲେ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ। ଜିଲ୍ଲାପାଳ ଏକ ବୁଲେଟରେ ନିଜ ବାସଭବନରୁ ବାହାରି ବସଷ୍ଟାଣ୍ଡ,ମୁଖ୍ୟବଜାର, ରିକାପଲ୍ଲୀ ଓ ଲୋୟର ବସଷ୍ଟାଣ୍ଡ ବୁଲିଥିଲେ। ମୁଖ୍ୟ ବଜାର କାରିଣୀ ସାହି ଛକ ନିକଟରେ ଏକ ଦୋକାନ ସମ୍ମୁଖରେ…

ବସରେ ବିଦ୍ୟୁତ ତାର ଲାଗି ଯାତ୍ରୀ ମୃତାହତ…

ଭୁବନେଶ୍ବର : ଗଞ୍ଜାମ ଜଲ୍ଲିା ବ୍ରହ୍ମପୁର ଗୋଳନ୍ଥରାର ମେଣ୍ଡରାଜପୁର ଠାରେ ବସ ୧୧ କେଭି ବିଦ୍ୟୁତ ଲାଇନ୍ ସଂସ୍ପର୍ଶରେ ଆସି ଯାତ୍ରୀ ମୃତାହତ ଖବର ଘଟଣାରେ ଗଭୀର ଦୁଃଖ ପ୍ରକାଶ କରଛିନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ଘଟଣାରପୁଙ୍ଖାନୁପୁଙ୍ଖ ତଦନ୍ତ କରାଯିବା ନେଇନ ପ୍ରଧାନ ଟ୍ବିଟ୍…

ଲଗାଣବର୍ଷାରେ ବି ଭୁଲି ନାହାନ୍ତି ନିଜ…

ବ୍ରହ୍ମପୁର: ଓଡ଼ିଶାରେ ବର୍ତ୍ତମାନ ପାଗ ବଦଳିବା ହେତୁ ବିଭିନ୍ନ ସ୍ଥାନରେ ବର୍ଷା ହେଉଛି। ଆଉ ଏହାର ପ୍ରଭାବ ବ୍ରହ୍ମୁପରରେ ମଧ୍ୟ ଦେଖିବାକୁ ମିଳିଛି। ହେଲେ ଲଗାଣ ବର୍ଷାରେ ବି ନିଜର କର୍ତ୍ତବ୍ୟକୁ ନଭୁଲି ସୁଚାରୁରୂପେ ନିଭାଇଛନ୍ତି ଜଣେ ହୋମଗାର୍ଡ। ଆଜିକାଲି ପୁଲିସକୁ ନେଇ ଲୋକଙ୍କ ମନରେ ଦ୍ୱେଷ ଭାବ…

ରେଳ ଧାରଣା କଡରୁ ଯୁବକଙ୍କ ମୃତଦେହ…

ବ୍ରହ୍ମପୁର: ବ୍ରହ୍ମପୁରର ଖୋଡା ସିଂ ରେଳ ଧାରଣା କଡରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ଜଣଙ୍କ ଖଲ୍ଲିକୋଟ ଜୁନିୟର କଲେଜର କମ୍ପ୍ୟୁଟର ଅଧ୍ୟାପକ ଭୁବନେଶ୍ୱର ନାୟକ ଓରଫ ଲଡୁ (୨୭) ବୋଲି ଜଣାପଡିଛି। ସୋମବାର ଭୁବନେଶ୍ୱର ରାତି ୯ଟା ବେଳେ ଘରକୁ ଫୋନ କରି କିଛି ସମୟ ପରେ ଯାଉଛି ବୋଲି କହିଥିଲେ।…

ନାବାଳିକାଙ୍କୁ ଗଣଦୁଷ୍କର୍ମ ଘଟଣାରେ ଦୁଇ…

ବ୍ରହ୍ମପୁର: ବ୍ରହ୍ମପୁର ମେରାଇନ ଥାନା ଅଞ୍ଚଳର ନାବାଳିକା ଗଣଦୁଷ୍କର୍ମ ମାମଲାରେ ୨ ଜଣ କଲେଜ ଛାତ୍ରଙ୍କୁ ଗିରଫ କରାଯାଇ ଆଜି କୋର୍ଟ ଚାଲାଣ କରାଯାଇଛି। ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ବ୍ରହ୍ମପୁର ଏସପି ପିନାକ ମିଶ୍ର ସୂଚନା ଦେଇଛନ୍ତି। ୨ ଅଭିଯୁକ୍ତ ହେଲେ ସୁନାପୁର ଗ୍ରାମର ଜନାର୍ଦନ ବେହେରା ଓ…

ଲାଞ୍ଚ ନେବା ବେଳେ ଗିରଫ ହେଲେ ପିଇଓ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ବେଲଗୁନ୍ଥା ବ୍ଳକ୍ ଅନ୍ତର୍ଗତ ଉଧୁରା ଗ୍ରାମପଞ୍ଚାୟତର ପିଇଓ ମନୋଜ କୁମାର ସାହୁଙ୍କୁ ଆଜି ଭିଜିଲାନ୍ସ ଗିରଫ କରିଛି। ଜଣେ କର୍ମଚାରୀଙ୍କ ଠାରୁ ଲାଞ୍ଚ ମାଗିବା ଏବଂ ନେବା ଅଭିଯୋଗରେ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି। ମିଳିଥିବା ସୂଚନା ଅନୁଯାୟୀ, ସେହି ଗ୍ରାମପଞ୍ଚାୟତର…

ବ୍ରହ୍ମପୁରରେ ଘରୋଇ ବସ୍ ଚଳାଚଳ ବନ୍ଦ

ବ୍ରହ୍ମପୁର: ଆଜିଠୁ ବନ୍ଦ ହେଲା ବ୍ରହ୍ମପୁରର ସିଟି ବସଷ୍ଟାଣ୍ଡ। ଏହି ବସଷ୍ଟାଣ୍ଡର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡିଥିବାରୁ ଏହାର ମରାମତି କାର୍ଯ୍ୟ ଆରମ୍ଭ କରିବା ସହ ବସଷ୍ଟାଣ୍ଡକୁ ଦୁଇ ମାସ ପାଇଁ ବନ୍ଦ ରଖିବାକୁ ନିଷ୍ପତି ନେଇଛି ପ୍ରଶାସନ। ବସଷ୍ଟାଣ୍ଡ ସ୍ଥାନାନ୍ତରକୁ ଘରୋଇ ବସ ମାଲିକ ସଙ୍ଘର ବିରୋଧ…