Odisha Link
Bridging the Missing Links in Odisha
Daily Archives

March 12, 2020

ଭାରତରେ କରୋନା; ସଂକ୍ରମିତଙ୍କ ସଂଖ୍ୟା…

ନୂଆଦିଲ୍ଲୀ : ଦିନକୁ ଦିନ ଭାରତରେ କରୋନା ଭାଇରସ ଏହାର କାୟା ବିସ୍ତାର କରିବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୭୩କୁ ବୃଦ୍ଧି ପାଇଛି। ଗତକାଲି ମୋଟ ସଂକ୍ରମିତଙ୍କ ସଂଖ୍ୟା ୬୦ ଥିବା ବେଳେ ଆଜି ଆଉ ୧୩ଟି ନୂଆ କରୋନା ସଂକ୍ରମିତ ରୋଗୀ ସାମ୍ନାକୁ ଆସିଛନ୍ତି। ବିଶ୍ୱରେ…

ସୁଧ ଲୋଭରେ ୟେସ ବ୍ୟାଙ୍କରେ ଟଙ୍କା!

ଭୁବନେଶ୍ୱର: ୟେସ ବ୍ୟାଙ୍କରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଜମା ହୋଇଥିବା ୫୪୫ କୋଟି ଟଙ୍କାର ଭବିଷ୍ୟତ ନେଇ ଗତ କିଛି ଦିନ ହେଲା ରାଜ୍ୟରେ ଆଲୋଡ଼ନ ସୃଷ୍ଟି ହୋଇଛି। ଏହାକୁ ନେଇ ବିଧାନସଭାର ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟର ପ୍ରଥମ ଦିନ ଅର୍ଥାତ ବୁଧବାର ହୁଲସ୍ତୁଲ ହୋଇଥିଲା। ବିରୋଧୀଙ୍କ ତୀବ୍ର…

କରେନା ପାଇଁ ଦୋହଲିଲା ସେୟାର ବଜାର

ମୁମ୍ବାଇ : କରୋନାକୁ ମହାମାରୀ ଘୋଷଣା ହେବା ପରେ ଷ୍ଟକ ବଜାରରେ ବଡ଼ ଧରଣର ହ୍ରାସ ଦେଖାଦେଇଛି। ପ୍ରାୟ ସମସ୍ତ ଅନ୍ତର୍ଜାତୀୟ ଷ୍ଟକ ବଜାର ସହ ଭାରତର ଦୁଇ ପ୍ରମୁଖ ଷ୍ଟକ ବଜାର ବମ୍ବେ ଷ୍ଟକ ଏକ୍ସଚେଞ୍ଜ ଓ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜରେ ରେକର୍ଡ ହ୍ରାସ ଦେଖାଦେଇଛି। ନିବେଶକ ମାନେ ଆତଙ୍କିତ ହୋଇ ଷ୍ଟକ ବଜାରରୁ…

ଷ୍ଟେସନରେ କାକୁଡି ବିକ୍ରେତାଙ୍କୁ…

ସୋର: ସୋର ଷ୍ଟେସନ ବାହାରେ କାକୁଡି ବିକ୍ରେତାଙ୍କୁ ନିସ୍ତୁକ ମାଡ଼ ମରିଥିବା ଅଭିଯୋଗ ହୋଇଛି। ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିବା ସହିତ କାକୁଡି ବିକ୍ରେତାଙ୍କୁ ନିସ୍ତୁକ ମାଡ ମାରିଛନ୍ତି ଦୁଇ ଷ୍ଟେସନ କର୍ମଚାରୀ। ତେବେ ମାଡ ମାରିବା ବେଳର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି। ମିଳିଥିବା…

ମୁଁ ଭବିଷ୍ୟତ ମୁଖ୍ୟମନ୍ତ୍ରୀ ନୁହେଁ:…

ଚେନ୍ନାଇ: ସାଉଥ ସୁପରଷ୍ଟାର ରଜନୀକାନ୍ତ ରାଜନୀତିରେ ପ୍ରବେଶ କରିବା ପାଇଁ ଦେଲେ ଆଭାସ। ରଜନିକାନ୍ତ ଆଜି ନିଜର ରାଜନୈତିକ ଯୋଜନା ସଂପର୍କରେ ସାମାନ୍ୟ ଆଭାସ ଦେଇଛନ୍ତି। ତେବେ ସେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ନିଜର ଭାବି ଦଳର ନାଁ ଘୋଷଣା କରିନାହାନ୍ତି। ସେ ମଧ୍ୟ ଆଗାମୀ ତାମିଲନାଡ଼ୁ ବିଧାନସଭା…

ବରକୁ ରାସ୍ତାରୁ ଅପହରଣ

ଆଠଗଡ଼: ମଝି ରାସ୍ତାରେ ଗାଡ଼ିକୁ ଅଟକାଇ ବରକୁ ଉଠାଇନେଲେ ଦୁର୍ବୃତ୍ତ। ସାପୁଆ ପୋଲ ଉପରୁ ଦୁର୍ବୃତ୍ତମାନେ ଜବରଦସ୍ତ ବରକୁ ଉଠାଇ ନେଇଛନ୍ତି। ୭/୮ ଜଣ ଦୁର୍ବୃତ୍ତ ବରକୁ ଏକ ବୋଲେରୋରେ ଉଠାଇ ନେଇଥିବା ଅଭିଯୋଗ ହୋଇଛି। ଅପହରଣ ନେଇ ଆଠଗଡ଼ ଥାନାରେ ପରିବାର ଲୋକଙ୍କ ପକ୍ଷରୁ ଅଭିଯୋଗ ହୋଇଛି। ସୂଚନାଯୋଗ୍ୟ ଯେ,…

ମାଉସୀକୁ ହାଣିଲା ପୁତୁରା

ରାଇରଙ୍ଗପୁର: ପୁତୁରାର କୁରାଢି ଚୋଟରେ ମାଉସୀର ମୃତ ହୋଇଛି। ମୁଣ୍ଡରେ ବାରମ୍ବାର ଅତି ନୃଶଂସ ଭାବେ ହତ୍ୟା କରିଛି ପୁତୁରା। ଏଭଳି ଏକ ଅମାନବୀୟ ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ବହଳଦା ଥାନା ଡକଡିହା ଗ୍ରାମରେ। ମିଳିଥିବା ସୂଚନା ଅନୁସାରେ, ଗତ ମଙ୍ଗଳବାର ଦିନ କାନ୍ଦ୍ରା ନାଏକ ମାମୁଁ ଘରକୁ ଆସିଥିଲେ।…

ସାପ୍ତାହିକ ହାଟରେ ନିଆଁ ଲଗାଇଦେଲେ…

ନିଆଳି: କଟକ ଜିଲ୍ଲା ନିଆଳିର ସାପ୍ତାହିକ ହାଟରେ ଥିବା ଶତାଧିକ ଚାଳିଆକୁ ଦୁର୍ବୃତ୍ତ ମାନେ ଜାଳି ଦେଇଥିବା ଅଭିଯୋଗ ହୋଇଛି। ଅଗ୍ନିକାଣ୍ଡରେ ଶତାଧିକ ବ୍ୟବସାୟୀ ତାଙ୍କର ବେପାର ବଣିଜ କରି ପରିବାର ପୋଷୁ ଥିବାବେଳେ ଗତକାଲି ବିଳମ୍ବିତ ରାତିରେ କେହି ଦୃର୍ବୃତ୍ତ ଚାଳି ଗୁଡିକରେ ନିଆଁ ଲଗାଇ ଦେଇଛି। ଫଳରେ ୬୦…

ରାଜଧାନୀରୁ ବ୍ରାଉନସୁଗାର ଜବତ, ୪ ଗିରଫ

ଭୁବନେଶ୍ବର : ପୁଣି ରାଜଧାନୀରୁ ବ୍ରାଉନସୁଗାର ଜବତ କରାଯାଇଛି। ଏନେଇ ଜବତ କଲା ନୟାପଲ୍ଲୀ ଥାନା ପୋଲିସ। କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଷଣ୍ଢପାଲି ଗାଁର ସୁକାନ୍ତ ବେହେରା, ବାଲେଶ୍ବରର ସହଦେବଖୁଣ୍ଟାର ସନା ମଲ୍ଲିକଙ୍ଗ ଗିରଫ କରିଛି ପୋଲିସ। ସେମାନଙ୍କ ନିକଟରୁ ଗୋଟିଏ ବାଇକ୍, ଦୁଇଟି ମୋବାଇଲ ସହ…

ମଶାଣିରୁ ନବଜାତ ଶିଶୁ କନ୍ୟା ଉଦ୍ଧାର

ଅନୁଗୁଳ : ମଶାଣିରୁ ନବଜାତ ଶିଶୁ କନ୍ୟା ଉଦ୍ଧାର। ଅନୁଗୁଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ ବଳରାମ ପ୍ରସାଦ ବସଲାସାହି ନିକଟ ମଶାଣିରୁ ଆଜି ଏକ ନବଜାତ ଶିଶୁ କନ୍ୟା ଉଦ୍ଧାର କରାଯାଇଛି। ଗାଁର ଜଣେ ମହିଳା ଶୌଚ ପାଇଁ ମଶାଣି ନିକଟକୁ ଯିବା ବେଳେ ସେଠାରେ ସେ ଏକ ଶିଶୁଟିର କାନ୍ଦ ଶୁଣିଥିଲେ। ପରେ ସେ ମଶାଣିରେ…