Odisha Link
Bridging the Missing Links in Odisha
Daily Archives

April 5, 2020

ଛାନିଆ ହୁଅନି, ନିର୍ଦ୍ଦିଷ୍ଟ ପରିବାରରେ…

ଭୁବନେଶ୍ବର: ମାତ୍ର ୫ରେ ସୀମିତ ଥିବା ରାଜ୍ୟର କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ଦିନରେ ୩୯ରେ ପହଞ୍ଚିଛି। ଆଜି ଗୋଟିଏ ଦିନରେ ଓଡ଼ିଶାରେ ୧୮ ନୂଆ କରୋନା ସଂକ୍ରମଣ ଚିହ୍ନଟ ହୋଇଥିବା ବେଳେ ସମସ୍ତେ ଭୁବନେଶ୍ବରର। ଭୁବନେଶ୍ବରରେ ଏଯାବତ୍‌ ମୋଟ ୩୨ ଜଣ କୋଭିଡ୍-୧୯ ରୋଗୀ ଚିହ୍ନଟ ହୋଇଥିବା ବେଳେ ସଂକ୍ରମଣ ବଢ଼ିବା…

ଫଟୋ ମାଧ୍ୟମରେ ମୋଦିଙ୍କ ତାଳି ଓ ଦୀପ…

ନୂଆଦିଲ୍ଲୀ: ଆଜି ରାତି ୯ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ବାନ କ୍ରମେ ସାରା ଦେଶବାସୀ ଘର ଲାଇଟ୍‌ ବନ୍ଦ କରି ଘର ଦୁଆରେ ଦୀପ, ମହମବତି ଜାଳୁଥିବା ଦୃଶ୍ୟ ଦେଖିବାକୁ ମିଳିଛି। ଶୁକ୍ରବାର ଦିନ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ୯ ମିନିଟ୍‌ ମାଗିଥିଲେ। କରୋନା ଭାଇରସ୍ ସୃଷ୍ଟ ଅନ୍ଧକାରରୁ ଆଲୋକ…

ସାରା ଦେଶରେ ଆଲୁଅ ବନ୍ଦ

ଭୁବନେଶ୍ବର: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ବାନ କ୍ରମେ ଦେଶବାସୀ ୯ ମିନିଟ୍‌ ପାଇଁ ଘରର ଆଲୁଅ ବନ୍ଦ ରଖି କରୋନା ଲଢ଼େଇ ପ୍ରତି ନିଜର ଏକତା ପ୍ରଦର୍ଶନ କରିଛନ୍ତି। ଏଥିରେ ସାମିଲ ହୋଇଛି ଓଡ଼ିଶା। ଭୁବନେଶ୍ବରରେ ମଧ୍ୟ ସହରବାସୀ ଶଅଙ୍ଖଳାର ସହ ଘରର ସମସ୍ତ ଲାଇଟ୍‌ ବନ୍ଦ କରି ବାହାରକୁ…

ସାରା ରାତି ବନ୍ଦ ରହୁଛି, ୯ ମିନିଟରେ…

ଭୁବନେଶ୍ବର: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ବାନ କ୍ରମେ ଦେଶବାସୀ ୯ ମିନିଟ୍‌ ପାଇଁ ଘରର ଆଲୁଅ ବନ୍ଦ ରଖି କରୋନା ଲଢ଼େଇ ପ୍ରତି ନିଜର ଏକତା ପ୍ରଦର୍ଶନ କରିଛନ୍ତି। ତେବେ ମୋଦିଙ୍କର ଏହି ଘୋଷଣା ପରେ ବିଭିନ୍ନ ରାଜ୍ୟର ଶକ୍ତି ବିଭାଗ ଯେଭଳି ଛାନିଆ ହୋଇଥିଲେ ତାହା ଦେଖିବାର କଥା। ଏହି ୯…

ଭୁବନେଶ୍ବରରେ ଆଉ ୧୬ କରୋନା ଆକ୍ରାନ୍ତ…

ଭୁବନେଶ୍ବର: ଆଜି ରାଜ୍ୟରେ ଆଉ୧୬ଜଣ କୋଭିଡ-୧୯ ବା କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଏମାନଙ୍କୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଆଜି ରାତି ୯ ଟା ୩୦ ସୁଦ୍ଧା ୩୯ରେ ପହଁଞ୍ଚିଛି। ଏନେଇ ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ। ଆଜି ଅପରାହ୍ନରେ ଭୁବନେଶ୍ବରରୁ ୨ଜଣ କରୋନା ରୋଗୀ ଚିହ୍ନଟ…

ସୋନିଆ, ମନମୋହନ ଓ ପ୍ରଣବ ମୁଖାର୍ଜୀଙ୍କ…

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ସ୍ଥିତି ନେଇ ପୂର୍ବତନ ପ୍ରଧାନମନ୍ତ୍ରୀ ମନେମାହନ ସିଂହ, ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଓ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କ ସମେତ ଦେଶର ବହୁ ଜଣାଶୁଣା ନେତ ଓ ବ୍ୟକ୍ତିତ୍ବଙ୍କ ସହ ଫୋନରେ କଥା ହୋଇଛନ୍ତି ପ୍ଣଦାମନନ୍ତ୍ରୀ ନରେନ୍ଦ୍ର ମୋଦି। ଜାତୀୟ…

ନୟାଗଡ଼ ଜିଲ୍ଲାରେ ପ୍ରଥମ: ଖଣ୍ଡପଡ଼ାରେ…

ନୟାଗଡ଼: ରାଜ୍ୟରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାର ରାଜ୍ୟବ୍ୟାପୀ ଅଧିକରୁ ଅଧିକ କୋଭିଡ୍‌ ହସ୍ପିଟାଲ ନିର୍ମାଣ ଉପରେ ଗୁରୁତ୍ବ ଦେଉଛନ୍ତି। ଏହି ମର୍ମରେ ନୟାଗଡ଼ ଜିଲ୍ଲାର ଖଣ୍ଡପଡ଼ା ଠାରେ ଜିଲ୍ଲାର ପ୍ରଥମ କୋଭିଡ୍‌ ହସ୍ପିଟାଲ ପ୍ରସ୍ତୁତ ହୋଇଛି। ଯୁଦ୍ଧକାଳୀନ ଭିତ୍ତିରେ ପ୍ରସ୍ତୁତ ଖଣ୍ଡପଡ଼ା…

ରାତି ୯ରେ ଲାଇଟ୍‌ ବନ୍ଦ: କ’ଣ…

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ବାନ କ୍ରମେ ଆଜି ରାତି ୯ଟାରେ ୯ ମିନିଟ୍‌ ପାଇଁ ଦେଶବାସୀ ବିଦ୍ୟୁତ୍‌ ଆଲୋକ ବନ୍ଦ କରିବା ପାଇଁ ପ୍ରସ୍ତୁତ ହେଉଛନ୍ତି। କରୋନା ଲଢ଼େଇ ବିରୋଧରେ ଏକତା ପ୍ରଦର୍ଶନ ପାଇଁ ଏ ସମୁହ ଲାଇଟ୍‌ ଅଫ୍‌ ସମୟରେ କ'ଣ କରିବେ ଓ କ'ଣ ନ କରିବେ ସେ ନେଇ ନିର୍ଦ୍ଦେଶ…

ମାସ୍କ କିମ୍ୱା ରୁମାଲ୍‌ ନବାନ୍ଧିଲେ…

ବ୍ରହ୍ମପୁର: ମହାମାରୀ କରୋନା ଭାଇରସର ମୁକାବିଲା ପାଇଁ ଗଂଜାମ ଜିଲ୍ଲା ପ୍ରଶାସନ କଡ଼ା ପଦକ୍ଷେପ ନେଇଛି। ମାସ୍କ କିମ୍ୱା ରୁମାଲ୍‌ ନପିନ୍ଧିଲେ ଗଣିବାକୁ ପଡ଼ିବ ଜୋରିମାନା। ଏପରିକି ବିନା କାରଣରେ ବାହାରେ ବୁଲିଲେ କ୍ୱାରେଣ୍ଟାଇନ୍‌ ରଖାଯିବ ବୋଲି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ କହିଛନ୍ତି। ଏ…

ଲାଇଫ୍‌‌ଲାଇନ୍‌ ଉଡ଼ାଣ: ଜରୁରୀ…

ନୂଆଦିଲ୍ଲୀ: ଦେଶରେ ଯାତ୍ରୀବାହୀ ବିମାନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଥିବା ବେଳେ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ କେବଳ 'ଲାଇଫ୍‌ଲାଇନ୍‌ ଉଡ଼ାଣ' ବିମାନ ଚାଲୁଛି। ଏହି ଯୋଜନାରେ ବିଭିନ୍ନ ଏୟାରଲାଇନ୍ସର ୧୧୬ଟି ବିମାନକୁ ଦେଶର ଦୂରାନ୍ତ ସ୍ଥାନରେ ଜରୁରୀ ସ୍ବାସ୍ଥ୍ୟ ଉପକରଣ ପହଞ୍ଚାଇବାରେ…