Odisha Link
Bridging the Missing Links in Odisha
Daily Archives

April 5, 2020

କରୋନା ମୁକାବିଲା: ସହାୟତାର ହାତ ବଢ଼ାଇଲେ…

ବାଲେଶ୍ୱର: ମହାମାରୀ କରୋନାକୁ ନେଇ ସାରା ବିଶ୍ବ ଚିନ୍ତିତ। ଭାରତରେ କରୋନାର ମୁକାବିଲା କରିବା ପାଇଁ ୨୧ ଦିନ ପାଇଁ ସାରା ଦେଶ ଲକ୍‌ଡାଉନ୍। ଏହି ସମୟରେ ଲୋକଙ୍କୁ ବାହାରକୁ ବାହାରିବାକୁ ପାଇଁ ମନା କରାଯାଇଛି। ସେପଟେ ଘର ଚଳାଇବା ପାଇଁ ଗରିବ ଓ ସାଧାରଣ ଲୋକଙ୍କୁ ନାହିଁ ନଥିବା ସମସ୍ୟା ଭୋଗିଲେଣି। ଆଉ…

୪ ଦିନରେ ଦୁଇଗୁଣା: ୨୭୪ ଜିଲ୍ଲାରେ ୩,୩୭୪…

ନୂଆଦିଲ୍ଲୀ: ୪ ଦିନରେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପ୍ରାୟ ଦୁଇଗୁଣା ବୃଦ୍ଧି ପାଇଛି। ତାବ୍‌ଲିଘି ଜମାତ୍‌ ଘଟଣା ଯୋଗୁଁ ଆକ୍ରାନ୍ତଙ୍କ ସଂଖ୍ୟା ତ୍ବରିତ ବୃଦ୍ଧି ପାଇଛି ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ବିଭାଗ ଯୁଗ୍ମ ସଚିବ ଲଭ୍‌ ଅଗ୍ରଓ୍ବାଲ କହିଛନ୍ତି। ଶ୍ରୀ ଅଗ୍ରଓ୍ବାଲ କହିଛନ୍ତି ଯେ ଏହି ଭୟଙ୍କର…

ସିଲ୍‌ ହେଲା ଭୁବନେଶ୍ବରର ସୁନ୍ଦରପଦା,…

ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରେ ପୁଣି ୨ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ସଂକ୍ରମଣକୁ ରୋକିବା ପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ସୁନ୍ଦରପଦା ଓ ୬୪ ୱାର୍ଡ଼ ନମ୍ୱର ଯଦୁପୁର ଓ ବେଗୁନିଆର ପ୍ରବେଶ ଏବଂ ପ୍ରସ୍ଥାନ ପଥକୁ ସିଲ୍‌ କରାଯାଇଛି। ଫଳରେ ଏହି ଅଞ୍ଚଳର ଲୋକେ ଘରୁ ବାହାରକୁ…

ଭୁବନେଶ୍ବରରେ ଆଉ ୨ କରୋନା ଆକ୍ରାନ୍ତ…

ଭୁବନେଶ୍ବର: ଆଜି ରାଜ୍ୟରେ ଆଉ ୨ଜଣ କୋଭିଡ-୧୯ ବା କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଏହି ୨ଜଣ ଭୁବନେଶ୍ବରର ବୋଲିି ଜଣା ପଡ଼ିଛନ୍ତି। ଏମାନଙ୍କୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଆଜି ସୁଦ୍ଧା ୨୩ ରହିଛି। ଆଜି ଚିହ୍ନଟ ୨ ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ୭୦ ବର୍ଷୀୟ ବୃଦ୍ଧ ଥିବା ବେଳେ ଅନ୍ୟ ଜଣେ…

ଇନ୍ଦୋର ଆକ୍ରମଣ ପଛରେ ମିଛ ଗୁଜବ!

ଇନ୍ଦୋର: ଏଥିରେ ତିଳେମାତ୍ର ସନ୍ଦେହ ନାହିଁ ଯେ ସ୍ଥାନୀୟ ତତ୍‌ପତ୍ତି ବଖାଲ ଅଞ୍ଚଳରେ ରୋଗୀଙ୍କୁ ପରୀକ୍ଷା କରିବାକୁ ଯାଇଥିବା ଡାକ୍ତରୀ ଦଳ ଉପରେ ହୋଇଥିବା ଆକ୍ରମଣ ଅତ୍ୟନ୍ତ ଅମାନବୀୟ। ଆକ୍ରମଣକାରୀଙ୍କ ବିରୋଧରେ ପୁଲିସ ମଧ୍ୟ କଡ଼ା କାର୍ଯ୍ୟାନୁଷ୍ଠାନ ନେଉଛି। ଆକ୍ରମଣ ଓ ହିଂସାରେ ସଂପୃକ୍ତ ୪ ଜଣଙ୍କୁ…

କ୍ବାରେଣ୍ଟାଇନ୍‌ରେ ରହିଲେ ସିଆରପିଏଫ୍‌…

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ୍‌ ଦିନକୁ ଦିନ ଭାରତରେ କାୟା ବିସ୍ତାର କରିବାରେ ଲାଗିଛି। କେନ୍ଦ୍ରୀୟ ରିଜର୍ଭ ପୁଲିସ ଫୋର୍ସର ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ ମଧ୍ୟ କରୋନା ଭାଇରସର ପ୍ରକୋପରୁ ବର୍ତ୍ତି ନାହାନ୍ତି। ସେ ମଧ୍ୟ କରୋନାରେ ସଂକ୍ରମିତ ହୋଇଛନ୍ତି। ଏହାପରେ ତାଙ୍କ ସଂସ୍ପର୍ଶରେ ଆସିଥିବା…

ଚୂନା ଲଗାଇଲା ଚୀନ: ପାକିସ୍ତାନକୁ ପଠାଇଲା…

ଓଏଲ୍‌ ବ୍ୟୁରୋ: ଚୀନ ଓ ପାକିସ୍ତାନ ହୁଏତ ଭଲ ବନ୍ଧୁ ହୋଇପାରନ୍ତି। କିନ୍ତୁ କରୋନା ବିତ୍ପାତ ସମୟରେ ଏ ବନ୍ଧୁତା ଅପମାନ ପାଲଟିଛି। ଚୀନ୍‌ ପକ୍ଷରୁ ପାକିସ୍ତାନକୁ ପଠାଯାଇଥିବା ମାସ୍କ ଅତ୍ୟନ୍ତ ନିମ୍ନମାନର ଓ ଅନ୍ତର୍ବାସ କପଡ଼ାରେ ତିଆରି ବୋଲି ଅଭିଯୋଗ କରିଛି ପାକିସ୍ତାନ ଗଣମାଧ୍ୟମ। 'ଚାିନା ନେ ଚୂନା…

ଆଜି ରାତି ୮ଟାରେ ସଟ୍‌ଡାଉନ୍‌ ଉଠିବ,…

ଭୁବନେଶ୍ବର: ଆଜି ରାତି ୮ଟାରେ ଭୁବନେଶ୍ବର, କଟକ ଓ ଭଦ୍ରକ ସହରରୁ ସଟ୍‌ଡାଉନ୍‌ ଉଠିଯିବ। ଏହାପରେ ଭିଡ଼ ନକରିବା ପାଇଁ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଜନସାଧାରଣଙ୍କୁ ନିବେଦନ କରିଛନ୍ତି। ଆହୁରି ସେ କହିଛନ୍ତି ଯେ, ରାତି ୮ଟାରେ ସଟ୍‌ଡାଉନ୍‌ ଉଠିଲା ପରେ କେହି ମାର୍କେଟ ଯାଆନ୍ତୁ ନାହିଁ। ଯଦି ଆପଣମାନେ…

ସଟ୍‌ଡାଉନ୍: କଟକରେ ପୋଲିସ୍‌ ଉପରକୁ…

କଟକ: ଆଜି କଟକ ସହରରେ ସଟ୍‌ଡାଉନ୍‌ର ଶେଷ ଦିନ। ହେଲେ ସଟ୍‌ଡାଉନ୍‌ ସମୟରେ ଆଜି କଟକରେ ପୋଲିସ୍‌ ଉପରକୁ ଢେଲାପଥର ମାଡ଼ ହୋଇଥିବାର ଖବର ମିଳିଛି। ଆଜି କଟକର କେଶରପୁର ଅଞ୍ଚଳରେ ସଟ୍‌ଡାଉନ୍‌ କଟକଣା ଭାଙ୍ଗିଥିବା କିଛି ବ୍ୟକ୍ତି ପୋଲିସ୍ ଉପରକୁ ଢେଲାପଥର ମାଡ଼ କରିଥିଲେ। ଢେଲାପଥର ମାଡ଼ ପରେ ପୋଲିସ୍ ସ୍ଥିତିକୁ…

ଜମ୍ମୁ କଶ୍ମୀର: ୨୪ ଘଣ୍ଟାରେ ୯…

ଜମ୍ମୁ କଶ୍ମୀର: ଗତ ୨୪ ଘଣ୍ଟା ମଧ୍ୟରେ ଜମ୍ମୁ-କଶ୍ମୀର ସ୍ଥିତ ନିୟନ୍ତ୍ରଣ ରେଖା ବା ଏଲଓସିରେ ଭାରତୀୟ ସେନା ୯ଜଣ ଆତଙ୍କବାଦୀଙ୍କୁ ନିପାତ କରିବାରେ ସଫଳ ହୋଇଛି। ରବିବାର ଆତଙ୍କବାଦୀଙ୍କ ଏକ ଦଳ ନିୟନ୍ତ୍ରଣ ରେଖା ନିକଟରେ କେରନ ସେକ୍ଟରରେ ଅନୁପ୍ରବେଶ କରୁଥିବା ବେଳେ ସେନା ଏହାର ପାଲଟା ଜବାବ ଦେଇଛି।…