Odisha Link
Bridging the Missing Links in Odisha
Daily Archives

April 9, 2020

ତାମିଲ କିଶୋର ପତ୍ରିକାରେ ନବୀନ ହିରୋ

ଭୁବନେଶ୍ବର: କରୋନା ଲଢ଼େଇରେ ସମଗ୍ର ବିଶ୍ବକୁ ପଥ ପ୍ରଦର୍ଶନ କରୁଛି ଓଡ଼ିଶା ମଡେଲ। କୋଭିଡ୍-୧୯ ଭୟଙ୍କର ଭୂତାଣୁର ପ୍ରଭାବରୁ ରାଜ୍ୟକୁ ରକ୍ଷା କରିିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମୟୋପଯୋଗୀ ପଦକ୍ଷେପ ଓ ଜନହିତକାରୀ କାର୍ଯ୍ୟ ସମଗ୍ର ବିଶ୍ବ ପାଇଁ ଉଦାହରଣ ସାଜିଛି। ନବୀନ ଓ ତାଙ୍କର କୋଭିଡ୍‌…

କରୋନା ସଂକ୍ରମଣର ମାନସିକ ଦିଗ

ରୁଦ୍ରପ୍ରସନ୍ନ ରଥ ଏବେ ସବୁଆଡ଼େ କରୋନା ବ୍ୟାପିଛି। କରୋନା ଯୋଗୁଁ ଦିନକୁ ଦିନ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ଏବଂ ମୃତକଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ି ଚାଲିଛି। ପ୍ରାୟ ୨୦୬ ଦେଶର ପାଖାପାଖି ୧୫ ଲକ୍ଷରୁ ଅଧିକ ଲୋକ ଏବେ ସଂକ୍ରମିତ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ପାଖାପାଖି ୯୦,୦୦୦ ରେ ପହଞ୍ଚିଲାଣି।…

ନିଜାମୁଦ୍ଦିନ ଶ୍ରଦ୍ଧାଳୁଙ୍କ ସଂସ୍ପର୍ଶରେ…

ଭୁବନେଶ୍ବର: ରାଜ୍ୟର ପ୍ରଥମ ମହିଳା କରୋନା ଆକ୍ରାନ୍ତ ତଥା ଢେଙ୍କାନାଳର ପ୍ରଥମ ରୋଗୀଙ୍କର ନିଜାମୁଦ୍ଦିନ ଦରଘା ଘଟଣା ସହ ସଂମ୍ପର୍କ ରହିଛି। ନିଜାମୁଦ୍ଦିନରେ ଅନୁଷ୍ଠିତ ତାବ୍ଲିଘି ଜମାତ୍‌ ମର୍କାଜ୍‌ ଭାଗ ନେଇଥିବା ବ୍ୟକ୍ତିଙ୍କ ସଂସ୍ପର୍ଶରେ ସେ ଅଆସିଥିଲେ ବୋଲି ଓଡ଼ିଶା ଲୋକସମ୍ପର୍କ ବିଭାଗ ସୂଚନା ଦେଇଛି।…

କରୋନା: ଲଣ୍ଡନରେ ଓଡ଼ିଆ ଡାକ୍ତରଙ୍କ…

ଭୁବନେଶ୍ବର: ଗତ ରବିବାର ଦିନ ଆମେରିକାରେ ପ୍ରଥମ ପ୍ରବାସୀ ଓଡ଼ିଆ କରୋନାରେ ପ୍ରାଣତ୍ୟାଗ କରିଥିବା ବେଳେ ଲଣ୍ଡନରେ ଆଉ ଜଣେ ଓଡ଼ିଆ ଡାକ୍ତରଙ୍କର ମୃତ୍ୟୁ ହୋଇଛି। କରୋନାରେ ଆକ୍ରାନ୍ତ ହୋଇ ସେମାବାର ଦିନ ମୃତ୍ୟୁବରଣ କରିଥିବା ଏହି ଡାକ୍ତରଙ୍କ ନାମ ରାଧାରମଣ ଶର୍ମା। ୬୮ ବର୍ଷିୟ ଏହି ଡାକ୍ତର ଜଣକ କଟକ ରେ…

ତାଲାବନ୍ଦ ସମୟରେ ଗାଡ଼ି ଜବତ କରିପାରିବନି…

କଟକ: ଆଜି ଓଡ଼ିଶା ହାଇକୋର୍ଟ ରାଜ୍ୟ ପୁଲିସ ବିଭାଗକୁ ଏକ ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି। କରୋନା ପାଇଁ ତାଲା ବନ୍ଦ ସମୟରେ ପୁଲିସ ଜନତାଙ୍କର ଗାଡ଼ି ଛଡ଼ାଇ ନେଇପାରିବନାହିଁ ବୋଲି କହିଛନ୍ତି ଉଚ୍ଚ ନ୍ୟାୟାଳୟ। ଏପରିକି ଯେଉଁ ଗାଡ଼ି ସବୁ ଜବତ ହୋଇଛି, ସେସବୁକୁ ତୁରନ୍ତ ଛଡ଼ାଯାଉ ବୋଲି କୋର୍ଟ…

ମାସ୍କ ନ ପିନ୍ଧିଲେ ୫୦୦/- ତଣ୍ଡ

ଭୁବନେଶ୍ବର: ଓଡ଼ିଶା କୋଭିଡ୍-୧୯ ନିୟମାବଳିରେ ସଂଶୋଧନ ଆଣିଛନ୍ତି ରାଜ୍ୟ ସରକାର। ସଂଶୋଧିତ ନିୟମ ଅନୁସାରେ ଏଣିକି ଘରୁ ବାହାରକୁ ବାହାରିଲେ ବେଳେ ପ୍ରତ୍ୟେକ ନାଗରିକ ପାଟି ଓ ନାକ ଘୋଡ଼ାଇବା ପାଇଁ ଯେକୌଣସି ମାସ୍କ ପିନ୍ଧିବା ବାଧ୍ୟତାମୂଳକ। ଏହି ନିୟମକୁ ବେଖାତିର କଲେ ୫୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା…

ପରଲୋକରେ ‘ରାମାୟଣ’ର…

ମୁମ୍ବାଇ: ସାରା ଦେଶ ୨୧ ଦିନ ପାଇଁ ଲକ୍‌ଡାଉନ୍। ଏହି ସମୟରେ ଘରେ ରହିବାକୁ ଏବଂ ସାମାଜିକ ଦ୍ବରତ୍ବ ବଜାୟ ରଖିବା ପାଇଁ ସରକାର ପରାମର୍ଶ ଦେଇଛନ୍ତି। ଏହି ସମୟରେ ଡିଡି ନେସନାଲରେ ପୁନଃପ୍ରସାରିତ ହେଉଛି ରାମାନାନ୍ଦ ସାଗରଙ୍କ 'ରାମାୟଣ' ସରିୟଲ ଯାହା ଟିଭି ଦର୍ଶକଙ୍କ ବେଶ୍‌ ପସନ୍ଦ ଆସିଛି। ଏହି ସମୟରେ ଏକ…

ମାସ୍କ ନପିନ୍ଧିଲେ ଜରିମାନା

ଭୁବନେଶ୍ବର: ରାଜ୍ୟ କ୍ୟାବିନେଟରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ମାସ୍କ ନପିନ୍ଧିଲେ ଦେବାକୁ ପଡ଼ିବ ତଣ୍ଡ। ଏନେଇ ଆଜି କହିଛନ୍ତି ମୁଖ୍ୟ ଶାସନ ସଚିବ ଅସିତ୍‌ ତ୍ରିପାଠୀ। ସେ ଆହୁରି କହିଛନ୍ତି ଯେ, ଆଜିଠାରୁ ସର୍ବସାଧାରଣରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ। ଯଦି ଏହାକୁ କେହି ଅବମାନନା କରନ୍ତି…

କରୋନା: ଭାରତରେ ପ୍ରଥମ କରି ଜଣେ…

ଇନ୍ଦୋର: ମହାମାରୀ କରୋନା ଭାଇରସ୍‌ ଯୋଗୁଁ ଭାରତରେ ୧୬୬ ଜଣଙ୍କ ମୃତ୍ୟୁ ହେଲାଣି। ଭାରତରେ ପ୍ରଥମ କରି ମଧ୍ୟପ୍ରଦେଶ ଇନ୍ଦୋରରେ ଜଣେ ୬୨ ବର୍ଷୀୟ ଡାକ୍ତର ଏହି ମହାମାରୀ ଭୂତାଣୁରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଛନ୍ତି। ଗୁରୁବାର ଭୋର ୪ଟା ସମୟରେ ତାଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏହି ଡାକ୍ତର…

କରୋନା ମୁକାବିଲା: କେନ୍ଦ୍ର ସରକାର…

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସର ମୁକାବିଲା କରିବା ପାଇଁ ସାରା ଦେଶ ୨୧ ଦିନ ଯାଏ ଲକ୍‌ଡାଉନ୍। କରୋନା ଭାଇରସକୁ ନଜରରେ ରଖି କେନ୍ଦ୍ର ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି। କରୋନା ମୁକାବିଲା ପାଇଁ କେନ୍ଦ୍ର ସରକାରଙ୍କୁ ସମସ୍ତ ରାଜ୍ୟ ସରକାର ସହଯୋଗର ହାତ ବଢ଼ାଇଛନ୍ତି। ରାଜ୍ୟ ଗୁଡ଼ିକର ଭିତ୍ତିଭୂମି ତଥା…