Odisha Link
Bridging the Missing Links in Odisha
Daily Archives

April 10, 2020

ଓଡ଼ିଶାରେ ପ୍ରଥମ ଥର ପାଇଁ ୨ ଶିଶୁଙ୍କୁ…

ଭୁବନେଶ୍ବର: ଗତକାଲି ରାତିରେ ରାଜ୍ୟରେ ୪ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ସେଇ ୪ ଆକ୍ରାନ୍ତଙ୍କ ଟ୍ରାଭେଲ ହିଷ୍ଟ୍ରି ବା ଗସ୍ତ ବିବରଣୀ ଦେଲେ ରାଜ୍ୟ ସରକାର। ୪୫, ୪୬, ୪୭ ଏବଂ ୪୮ ନମ୍ବର ଆକ୍ରାନ୍ତଙ୍କ ଗସ୍ତ ବିବରଣୀର ପୂରା ତଥ୍ୟ ଦେଲା ସ୍ୱାସ୍ଥ୍ୟ ବିଭାଗ। ତେବେ ଗତକାଲି ଚିହ୍ନଟ ହୋଇଥିବେ ୪…

କରୋନା: ଘରୋଇ ସ୍କୁଲ ଗୁଡ଼ିକ ଫି’…

ଭୁବନେଶ୍ବର: ମହାମାରୀ କରୋନା ଭାଇରସ୍‌ ପାଇଁ ସାରା ବିଶ୍ବ ସଙ୍କଟ ଦେଇ ଗତି କରୁଛି। ଏହି ଭାଇରସ୍‌ ର ମୁକାବିଲା କରିବା ପାଇଁ ସାରା ଦେଶ ଲକ୍‌ଡାଉନ୍। ଏଥିପାଇଁ ସାଧାରଣ ଜୀବନଯାତ୍ରା ଠପ୍ ହୋଇଯାଇଛି। ଲକ୍‌ଡାଉନ୍ ଏବଂ କୋଭିଡ୍-୧୯ ଜନିତ ଆର୍ଥିକ ଚାପ କାରଣରୁ ରାଜ୍ୟର ସମସ୍ତ ଘରୋଇ ଶିକ୍ଷାନୁଷ୍ଠାନମାନେ…

ଅମାନିଆ ଗାଡ଼ିଚାଳକ ସାବଧାନ: ବଦଳିଲା…

କଟକ: ରାସ୍ତାରେ ଯାତାୟତ ଗାଡ଼ିକୁ ପୁଲିସ ଜବତ କରିପାରିବନି ବୋଲି ଗତକାଲି ନିର୍ଦ୍ଦେଶ ଦେଇଥିବା ଓଡ଼ିଶା ହାଇକୋର୍ଟ ଆଜି ପୁଣି ନିଜ ନିଷ୍ପତ୍ତିରେ ସଂଶୋଧନ ଆଣିଛନ୍ତି। କୋହଳ ହୋଇଥିବା ଗାଡ଼ି ଚଳାଚଳ କଟକଣା ପୁଣି ଲାଗୁ ହୋଇଛି। ହାଇକୋର୍ଟଙ୍କ ସାନି ନିର୍ଦ୍ଦେଶ ଅନୁସାରେ କୋହଳ କଟକଣା ସମସ୍ତଙ୍କ ପାଇଁ ଲାଗୁ…

କରୋନା: କ୍ରାଇମ୍‌ବ୍ରାଞ୍ଚ୍‌ ଜାରି କଲା…

ଭୁବନେଶ୍ବର: ମହାମାର କରୋନା ଭାଇରସକୁ ନେଇ ସମସ୍ତେ ଚନ୍ତିତ। ଏହାରି ମଧ୍ୟରେ ମହାମାରୀ କରୋନା ସଂପର୍କରେ ମିଥ୍ୟା ଖବର ଓ ଗୁଜବ ପ୍ରଚାର ଭଳି ଘଟଣାକୁ ଦୃଷ୍ଟିରେ ରଖି ଲୋକଙ୍କୁ ସଚେତନ କରିବା ପାଇଁ କ୍ରାଇମ୍‌ବ୍ରାଞ୍ଚ୍ ତରଫରୁ ଆଡଭାଇଜରି ଜାରି କରାଯାଇଛି। ଏଥିରେ କରୋନା ସଂପର୍କରେ କୌଣସି ଭିତ୍ତିହୀନ ଓ…

ମହାରାଷ୍ଟ୍ର: ମୁଖ୍ୟମନ୍ତ୍ରୀ ଉଦ୍ଧବ…

ମୁମ୍ବାଇ: ମହାମାରୀ କରୋନା ଭାଇରସ୍‌ ଦିନକୁ ଦିନ ଭାରତରେ କାୟା ବିସ୍ତାର କରିବାରେ ଲାଗିଛି। ଏହି ଭାଇରସ୍‌ ଦ୍ବାରା ସବୁଠୁ ପ୍ରଭାବିତ ରାଜ୍ୟ ହେଉଛି ମହାରାଷ୍ଟ୍ର। ରାଜ୍ୟରେ ଲାଗି ରହିଥିବା ପରିସ୍ଥିତିକୁ ନଜରରେ ରଖିଲେ ଲକ୍‌ଡାଉନ୍‌ ଅବଧି ବୃଦ୍ଧି ପାଇବା ବୋଲି ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ଅପରପକ୍ଷେ…

ସେପ୍ଟେମ୍ବର ସୁଦ୍ଧା ପ୍ରସ୍ତୁତ ହେବ…

ଓଏଲ୍‌ ବ୍ୟୁରୋ: କରୋନା ପାଇଁ ପ୍ରତିଷେଧକ ଉଦ୍‌ଭାବନ ହେବାକୁ ଆଉ ୫ ମାସ ଲାଗିବ। ୨୦୨୦ ସେପ୍ଟେମ୍ବର ମାସ ସୁଦ୍ଧ କରୋନା ଭୂତାଣୁ ପାଇଁ ପ୍ରତିଷେଧକ ଟୀକା ପ୍ରସ୍ତୁତ ହୋଇଯିବ। ଏଭଳି କହିଛନ୍ତି ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟର ଗବେଷକ। ପ୍ରସିଦ୍ଧ ଇଂରାଜୀ ଖବରକାଗଜ ଟେଲିଗ୍ରାଫ୍‌ରେ ପ୍ରକାଶିତ ଏକ ରିପୋର୍ଟ…

କ୍ରିକେଟ ଖେଳରୁ କରୋନା, କଳାହାଣ୍ଡିରେ ଆଉ…

ଭୁବନେଶ୍ବର: ଗତକାଲି ବିଳମ୍ବିତ ରାତିରେ ଆଉ ୪ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ କଳାହାଣ୍ଡିରେ ଜଣେ ବ୍ୟକ୍ତି ଅଛନ୍ତି। ଏହା ସହିତ କଳାହାଣ୍ଡି ଜିଲ୍ଲାରେ କରୋନା ପଜିଟିଭ୍ ସଂଖ୍ୟା ୨ରେ ପହଞ୍ଚିଛି। ଗତକାଲି ଜିଲ୍ଲାରେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବ୍ୟକ୍ତି ପ୍ରଥମ କରୋନା…

ହାଇଡ୍ରୋକ୍ସିକ୍ଲୋରୋକୁଇନ୍: ମୋଦିଙ୍କୁ…

ନୂଆଦିଲ୍ଲୀ: କରୋନା ବିନାଶକ ବୋଲି ଦାବି କରାଯାଉଥିବା ହାଇଡ୍ରୋକ୍ସିକ୍ଲୋରୋକୁଇନ୍‌ ବଟିକା ରପ୍ତାନୀ ଉପରୁ ଭାରତ କଟକଣା ହଟାଇଦେବା ପରେ ଏବେ ବିଶ୍ବର ବିଭିନ୍ନ କୋଣରୁ ଧନ୍ୟବାଦ ଓ କୃତଜ୍ଞତାର ସୁଆ ଛୁଟିଛି। ଭାରତକୁ ଇସ୍ରାଏଲ ମଧ୍ୟ ଏହି ବଟିକା ମାଗିଥିବା ବେଳେ ଭାରତ ଦେବା ପାଇଁ ସମ୍ମତି ପ୍ରଦାନ କରିଛି। ଏ…

କରୋନା: ଦେଶରେ ଗୋଟିଏ ଦିନରେ ୭୮୧…

ଭୁବନେଶ୍ବର: ଗୁରୁବାର ଦିନ ଭାରତ ସର୍ବାଧିକ ନୂଆ ଆକ୍ରାନ୍ତ ଠାବ କରିଛି। ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ ଗତକାଲି ୭୮୧ ଜଣ ନୂଆ କରୋନା ଆକ୍ରାନ୍ତ ଠାବ ହୋଇଛନ୍ତି। ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬,୭୩୮ରେ ପହଞ୍ଚିଛି। ଗତ ସପ୍ତାହେ ଧରି ଦୈନିକ ୫୦୦ରୁ ୬୦୦ ମିତରେ ନୂଆ କୋଭିଡ୍‌ ପଜିଟିଭ୍‌…

ବଡ଼ ଖବର: ରାଜ୍ୟରେ ପୁଣି ୪ ଜଣ କରୋନା…

ଭୁବନେଶ୍ବର: ରାଜ୍ୟରେ ଆଉ ୪ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୪୮ରେ ପହଞ୍ଚିଛି। ଆଜି ମଧ୍ୟାହ୍ନରେ ୨ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ଅର୍ଥାତ୍‌ ଦିନକରେ ମୋଟ ୬ ଜଣଙ୍କଠାରେ କରୋନା ପଜିଟିଭ୍‌ ଚିହ୍ନଟ କରାଯାଇଥିବା ଜଣାପଡ଼ିଛି। ୪୮ ଜଣଙ୍କ ମଧ୍ୟରୁ…