Odisha Link
Bridging the Missing Links in Odisha
Daily Archives

April 10, 2020

ରାଜ୍ୟରେ ଆଉ ୨ କରୋନା ଆକ୍ରାନ୍ତ, ମୋଟ ୫୦

ଭୁବନେଶ୍ବର: ରାଜ୍ୟରେ ଆଉ ୨ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୫୦ରେ ପହଞ୍ଚିଛି। ୫୦ ଜଣଙ୍କ ମଧ୍ୟରୁ ୩୭ ଜଣଙ୍କଠାରେ କରୋନା ସକ୍ରିୟ ରହିଛି। ଅନ୍ୟପକ୍ଷରେ ୧୨ ଜଣ ସୁସ୍ଥ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି। ଏନେଇ ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ଓ…

ମାସ୍କ ନାହିଁ ତ ପେଟ୍ରୋଲ ନାହିଁ

ଭୁବନେଶ୍ବର: କେବଳ ଜରୁରୀକାର୍ଯ୍ୟରେ ନିୟୋଜିତ ଗାଡ଼ିଗୁଡ଼ିକୁ ପେଟ୍ରୋଲ/ ଡିଜେଲ ଦିଆଯିବ ବୋଲି ସରକାର ପୂର୍ବରୁ ଘୋଷଣା କରିଥିବା ବେଳେ ଆଜି ଆଉ ପାଦେ ଆଗେଇ ଯାଇଛନ୍ତି ଉତ୍କଳ ପେଟ୍ରୋଲିଅମ୍‌ ବିକ୍ରେତା ସଂଘ। ମାସ୍କ ପିନ୍ଧି ନଥିବା ବ୍ୟକ୍ତିଙ୍କ ଗାଡ଼ିକୁ ଇନ୍ଧନ ଦିଆଯିବନାହିଁ ବୋଲି ସଂଘ ଘୋଷଣା କରିଛି। ଏ…

କରୋନା ପରେ ପୂର୍ବପରି ବିଶ୍ବ ଉର୍ଜା…

ନୂଆଦିଲ୍ଲୀ: ପୂର୍ବପରି ଭାରତ ବିଶ୍ୱ ଉର୍ଜା ଚାହିଦାର ଯେପରି ଆଗରେ ଥିଲା କରୋନା ପରବର୍ତୀ ସମୟରେ ମଧ୍ୟ ଭାରତ ବିଶ୍ୱ ଉର୍ଜା ଚାହିଦାର ଆଗରେ ରହିବ ବୋଲି ଜି-୨୦ ଶକ୍ତିମନ୍ତ୍ରୀ ସମ୍ମିଳନୀରେ ଭିଡିଓ କନଫରେନ୍ସି ଯୋଗେ ଯୋଗଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସାଉଦି ରାଜକୁମାର ଅବଦୁଲ…

ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ୨…

ଭୁବନେଶ୍ବର: ଅଗ୍ରଣୀ ଓଡ଼ିଆ ଫାଉଣ୍ଡେସନ୍‌ର ଉପଦେଷ୍ଟା ତଥା ଓଡ଼ିଶା ଲୋକାୟୁକ୍ତ ସଦସ୍ୟ ଡ. ଦେବବ୍ରତ ସ୍ଵାଇଁ ରାଜ୍ୟର କରୋନା ଲଢ଼େଇରେ ନିଜକୁ ସାମିଲ କରିଛନ୍ତି। ନିଜର ଗୋଟିଏ ମାସର ଦରମା ରାଜ୍ୟ କୋଭିଡ୍‌ ଫଣ୍ଡ (ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠି)କୁ ଦାନ କରିଛନ୍ତି ଡ. ସ୍ବାଇଁ। ବର୍ତ୍ତମାନ…

ଭଲ ଖବର: ରାଜ୍ୟରେ ସୁସ୍ଥ ହେଲେ ୧୦ କରୋନା…

ଭୁବନେଶ୍ବର: ଆଜି ରାଜ୍ୟ ପାଇଁ ଖୁସି ଖବର। ଆଜି ରାଜ୍ୟର ୧୦ ଜଣ କରୋନା ପଜିଟିଭ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଫଳରେ ରାଜ୍ୟରେ ୧୨ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ୧୦ ଜଣ ଆକ୍ରାନ୍ତଙ୍କ ମଧ୍ୟରେ ଭୁବନେଶ୍ବରର ୫ଜଣ ସୁସ୍ଥ ହୋଇଥିବା…

ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୩…

ଭୁବନେଶ୍ବର: ସାରା ବିଶ୍ବ ମହାମାରୀ କରୋନା ଭୂତାଣୁ ସହ ଲଢ଼େଇ ଜାରି ରଖିଥିବା ବେଳେ ସିଫେୟରର୍ସ ଆସୋସିଏସନ୍‌ ଅଫ୍‌ ଓଡ଼ିଶା (SAO) ମଧ୍ୟ ଏ ଲଢ଼େିରେ ସାମିଲ ହୋଇଛି। ଆଜି SAO ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ୩ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ଆଜି ସଂଘର କାର୍ଯ୍ୟକାରୀ ପରିଷଦ ସଦସ୍ୟ…

ଝାରପଡ଼ାରେ ମା’ ଓ ଦୁଇ ଝିଅଙ୍କୁ…

ଭୁବନେଶ୍ବର: ଝାରପଡ଼ା-ସତ୍ୟନଗର ଅଞ୍ଚଳରେ ପୂର୍ବରୁ ଗୋଟିଏ ପରିବାର ଓ ସମ୍ପର୍କୀୟଙ୍କ ମଧ୍ୟରୁ ୧୮ ଜଣ କରୋନା ଆକ୍ରାନ୍ତ ହୋଇଥିଲେ। ଗତକାଲି ଏହି ପରିବାରରେ ଆକ୍ରାନ୍ତଙ୍କ ସଂଖ୍ୟା ୨୧ରେ ପହଞ୍ଚିଛି। ଗତକାଲି ଆକ୍ରାନ୍ତ ହୋଇଥିବା ୩ ଜଣଙ୍କ ମଧ୍ୟରେ ଜଣେ ୩୭ ବର୍ଷର ମହିଳା ଓ ତାଙ୍କର ଦୁଇ ଝିଅ ଅଛନ୍ତି।…

କରୋନା: ଭାରତରେ ୨୦୦ ଟପିଲା ମୃତ୍ୟୁ…

ନୂଆଦିଲ୍ଲୀ: ମହାମାରୀ କୋଭିଡ-୧୯ ବା କରୋନା ଭାଇରସ୍‌ ସାରା ବିଶ୍ବ ପାଇଁ ଚିନ୍ତାର କାରଣ ପାଲଟିଛି। ଦିନକୁ ଦିନ ଏହି ମହାମାରୀ ଭାରତରେ କାୟା ବିସ୍ତାର କରିବାରେ ଲାଗିଛି। ଦେଶରେ କ୍ରମାଗତ ବଢ଼ିବାରେ ଲାଗିଛି କରୋନା ଆକ୍ରାନ୍ତ ସଂଖ୍ୟା ଏବଂ କରୋନା ଜନିତ ମୃତ୍ୟୁ ସଂଖ୍ୟା। ଆଜି ସନ୍ଧ୍ୟା ୫ଟା ସୁଦ୍ଧା ଦେଶରେ…

ମେ’ ୧ ଯାଏ ବଢ଼ିଲା ଲକ୍‌ଡାଉନ୍‌…

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସଠୁ ରକ୍ଷା ପାଇବାର ଏକମାତ୍ର ଉପାୟ ହେଉଛି ସାମାଜିକ ଦୂରତ୍ବ। ଏଥିପାଇଁ ସାରା ଦେଶରେ ୨୧ ଦିନ ପାଇଁ ଲକ୍‌ଡାଉନ୍‌ ହୋଇଛି। ଓଡ଼ିଶା ପରେ ଦେଶର ଦ୍ୱିତୀୟ ରାଜ୍ୟ ଭାବେ ପଞ୍ଜାବ ଆଜି ଲକଡାଉନ ଅବଧିକୁ ମେ’ ୧ ତାରିଖ ଯାଏ ବୃଦ୍ଧି କରିଛି। ଆଜି ପଞ୍ଜାବ ସରକାର କରୋନା ଉପରେ…

ଇତିହାସରେ ପ୍ରଥମ: ଭାରତର ରାଷ୍ଟ୍ରପତି…

ନୂଆଦିଲ୍ଲୀ: ଆଜିର ସମୟୟରେ ସାରା ବିଶ୍ବରେ ସୋସିଆଲ ମିଡିଆ ବହୁଳ ମାତ୍ରାରେ ବ୍ୟବହାର ହେଉଛି। ସେ ମଧ୍ୟରୁ ଟୁଇଟର ହେଉଛି ଅନ୍ୟତମ। ଏହା ହେଉଛି ସୋସିଆଲ ମିଡିଆର ଏକ ବଡ଼ ପାଲ୍ଟଫର୍ମ। ଆଜିର ସମୟରେ ଟୁଇଟର ହିଁ ନେନା, ମନ୍ତ୍ରୀଙ୍କ କଥା ସୋସିଆଲ ମିଡିଆରେ ପହଁଞ୍ଚେଇଥାଏ। ଏସବୁ ମଧ୍ୟରେ ଭାରତର ପ୍ରଧାନମନ୍ତ୍ରୀ…