Odisha Link
Bridging the Missing Links in Odisha
Daily Archives

April 18, 2020

ପଶ୍ଚିମ ଓଡ଼ିଶା ଗସ୍ତରେ ମୁଖ୍ୟ ଶାସନ ସଚିବ…

ଭୁବନେଶ୍ବର: ମହାମାରୀ କରୋନା ଭାଇରସର ମୁକାବିଲା କରିବା ପାଇଁ ରାଜ୍ୟ ସରକାର ରାଜ୍ୟ ବିଭିନ୍ନ ଅଞ୍ଚଳରେ କୋଭିଡ ହସ୍ପିଟାଲ ନିର୍ମାଣ କରୁଛନ୍ତି। ରାଜ୍ୟର ବିଭିନ୍ନ ସ୍ଥାନରେ ଗୋଟିଏ ପରେ ଗୋଟିଏ କୋଭିଡ୍‌-୧୯ ହସ୍ପିଟାଲ କାର୍ଯ୍ୟକ୍ଷମ ହେବାରେ ଲାଗିଛି। ରାଜଧାନୀ ଭୁବନେଶ୍ୱର ସମେତ କଟକ ଓ ବିଭିନ୍ନ ଜିଲ୍ଲା…

କରୋନା: ଘର ଘର ବୁଲି ବରିଷ୍ଠ ନାଗରିକଙ୍କୁ…

ଭୁବନେଶ୍ବର: କଟକ-ଭୁବନେଶ୍ବର କମିଶନରରେଟ୍‌ ପୁଲିସ ଏଠାରେ ଘର ଘର ବୁଲି ବରିଷ୍ଠ ନାଗରିକଙ୍କୁ କୋଭିଡ୍-୧୯ ବାବଦରେ ସଚେତନ କରୁଥିବାର ଦେଖିବାକୁ ମିଳିଛି। ଆଜି ସକାଳେ ଭୁବନେଶ୍ବରର ଫରେଷ୍ଟ ପାର୍କ ଅଞ୍ଚଳରେ ସ୍ଥାନୀୟ ପୁଲିସ କର୍ମଚାରୀମାନେ ଘର ଘର ବୁଲି ବୟୋଜ୍ୟଷ୍ଠ ବ୍ୟକ୍ତିମାନଙ୍କୁ ଭେଟିବା ସହ ଏକ ସୂଚନା…

କରୋନା: ନୌସେନାର ୨୧ କର୍ମଚାରୀ ଆକ୍ରାନ୍ତ

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ୍‌ କବଳରେ ଭାରତୀୟ ନୌସେନାର କର୍ମଚାରୀ। ଭାରତୀୟ ନୌସେନାର ମୋଟ୍ ୨୧ ଜଣ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏ ନେଇ ପ୍ରତିରକ୍ଷା ମନ୍ତ୍ରଣାଳୟ ତରଫରୁ ସୂଚନା ମିଳିଛି। ୨୧ ଜଣଙ୍କ ମଧ୍ୟରୁ ୨୦ ଜଣ ଇଣ୍ଡିଆନ୍ ନାଭାଲ ସିପ୍ ଆଙ୍ଗରେର। ଅନ୍ୟ ଜଣେ ଏପ୍ରିଲ ୭ରେ…

ସହରାଞ୍ଚଳ ଗରିବଙ୍କ ପାଇଁ…

ଭୁବନେଶ୍ବର: ମହାମାରୀ କରୋନା ଭାଇରସ୍‌ର ମୁକାବିଲା କରିବା ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। ଏହି ମହାମାରୀ ପାଇଁ କେବଳ ସ୍ବାସ୍ଥ୍ୟ ସମସ୍ୟା ଉପୁଜିଛି ତା ନୁହେଁ ଅର୍ଥନୈତିକ ଓ ସାମାଜିକ ସମସ୍ୟା ମଧ୍ୟ ସୃଷ୍ଟି ହୋଇଛି। ଏହାକୁ ନଜରରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଡ଼ ଘୋଷଣା…

୩ ଦିନ ହେବ ରାଜ୍ୟରେ ବଢ଼ିନାହିଁ କରୋନା…

ଭୁବନେଶ୍ବର: କରୋନା ଲଢ଼େଇରେ ରାଜ୍ୟ ପାଇଁ ଭଲ ଖବର। ରାଜ୍ୟବାସୀଙ୍କ ପାଇଁ ଆସିଛି ଆଶ୍ବସ୍ତିକର ଖବର। କ୍ରମାଗତ ଭାବେ ୩ ଦିନ ହେବ ରାଜ୍ୟରେ ବଢ଼ିନାହିଁ କରୋନା ପଜିଟିଭ ଆକ୍ରାନ୍ତଙ୍କ ସଂଖ୍ୟା। ଗତକାଲି ଅର୍ଥାତ୍‌ ଶୁକ୍ରବାର ଦିନ ରାାଜ୍ୟରେ ପରୀକ୍ଷା ହୋଇଥିବା ସମସ୍ତ ସାମ୍ପଲର ରିପୋର୍ଟ ନେଗେଟିଭ୍‌ ଆସିଛି।…

କରୋନା ହଟ୍‌ସ୍ପଟ କାଲବୁର୍ଗି ରଥଯାତ୍ରାରେ…

ବେଙ୍ଗାଲୁରୁ: ଲକ୍‌ଡାଉନ୍‌ ନିୟମକୁ ଭାଙ୍ଗି କାଲବୁର୍ଗି ଜିଲ୍ଲାରେ ରଥଯାତ୍ରା ଆୟୋଜନ କରିବା ଅଭିଯୋଗରେ ୫ ଜଣଙ୍କୁ ଗିରଫ କରିଛି ପୁଲିସ। କାଲବୁରଗି ଜିଲ୍ଲା ଦେଶର ଅନ୍ୟତମ କରୋନା ହଟସ୍ପଟ ହୋଇଥିବା ବେଳେ ଏଠାରେ ଏଭଳି ନିୟମ ଉଲ୍ଲଂଘନ ସରକାରଙ୍କ କରୋନା ନିୟନ୍ତ୍ରଣ ନୀତିକୁ କୁଠାରଘାତ କରିଛି। ଗୁରୁବାର…

କରୋନା: ମହାରାଷ୍ଟ୍ରରେ ୨୦୦ ଟପିଲା…

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ ମହାମାରୀ କରୋନା କାୟା ବିସ୍ତାର କରିବାରେ ଲାଗିଛି। ଯାହା ଦେଶ ପାଇଁ ଚିନ୍ତାର ବିଷୟ ପାଲଟିଛି। ଏହା ମଧ୍ୟରେ ଭାରତ ପାଇଁ ଏକ ଭଲ ଖବର ଅଛି। କାରଣ ଭାରତରେ ଏପର୍ଯ୍ୟନ୍ତ ୩ୟ ଷ୍ଟେଜ୍‌ ପରିଲିକ୍ଷିତ ହୋଇନାହିଁ। ଆଜି ସକାଳ ୮ଟା ସୁଦ୍ଧା ଦେଶରେ ୧୪,୩୭୮ ଜଣ କରୋନାରେ ଆକ୍ରାନ୍ତ…