Odisha Link
Bridging the Missing Links in Odisha
Daily Archives

April 18, 2020

କରୋନା: ସାତ ଷଡ଼ଯନ୍ତ୍ର

ଓଏଲ୍‌ ବ୍ୟୁରୋ: କରୋନା ଭୂତାଣୁ ପାଇଁ ଏବେ ସାରା ବିଶ୍ବ ଥରହର। ପ୍ରାୟ ଏକ ମାସ ଧରି ବିଶ୍ବ ଏକପ୍ରକାର ସ୍ଥିର ହୋଇଯାଇଛି କହିଲେ ଚଳେ। ବିଶ୍ବର ଏକ ତୃତୀୟାଂଶ ଅଞ୍ଚଳ ଏବେ ଲକ୍‌ଡାଉନ୍‌ କବଳରେ। ଏଯାବତ୍‌ ୨୨ ଲକ୍ଷରୁ ଅଧିକ ଲୋକ ଏହି ଭୂତାଣୁ ଜନିତ ରୋଗରେ ଆକ୍ରାନ୍ତ ହୋଇଥିବା ବେଳେ ଦେଢ଼ଲକ୍ଷରୁ ଅଧିକ…

ଦେଶରେ ସୁସ୍ଥ ହେଲେଣି ୨ ହଜାର କରୋନା…

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ ମହାମାରୀ କରୋନା କାୟା ବିସ୍ତାର କରିବାରେ ଲାଗିଛି। ଯାହା ଦେଶ ପାଇଁ ଚିନ୍ତାର ବିଷୟ ପାଲଟିଛି। ଏହା ମଧ୍ୟରେ ଭାରତ ପାଇଁ ଏକ ଭଲ ଖବର ଅଛି। କାରଣ ଭାରତରେ ଏପର୍ଯ୍ୟନ୍ତ ୩ୟ ଷ୍ଟେଜ୍‌ ପରିଲିକ୍ଷିତ ହୋଇନାହିଁ। ଏହାରି ମଧ୍ୟରେ ଦେଶ ପାଇଁ ସାମାନ୍ୟ ଆଶ୍ବସ୍ତି ଖବର ଆସିଛି।…

କରୋନା ମୁକାବିଲା: ଦିନକର ଦରମା ଦେଲେ…

ଭୁବନେଶ୍ବର: ସାମ୍ପ୍ରତିକ ପରିସ୍ଥିତିରେ କୋଭିଡ୍-୧୯ ତଥା କରୋନା ପ୍ରଭାବରେ ସାରା ଭାରତ ବର୍ତମାନ ସମ୍ପୂର୍ଣ୍ଣ ଲକ୍‌ଡାଉନ୍। ଯାହା ଫଳରେ ଦେଶର ବିଭିନ୍ନ କ୍ଷେତ୍ରରେ ଗୁରୁତ୍ବର କ୍ଷତି ହେବା ସହିତ ପ୍ରତ୍ୟେକ ଭାରତୀୟ କ୍ଷତିଗ୍ରସ୍ତ ହେଉଥିବାର ସ୍ପଷ୍ଟ ଚିତ୍ର ଲାଗିରହିଛି। କରୋନା ପ୍ରଭାବରେ ଆମ ରାଜ୍ୟ ମଧ୍ୟ…

ଆଜିର ଦିନରେ ଆରମ୍ଭ ହୋଇଥିଲା ଆଇପିଏଲ

ନୂଆଦିଲ୍ଲୀ: ଠିକ୍‌ ୧୨ ବର୍ଷ ତଳେ ଆଜିର ଦିନରେ କ୍ରିକେଟ ଜଗତରେ ଆସିଥିଲା ପରିବର୍ତ୍ତନ। କାରଣ ଆଜିର ଦିନରେ ଆରମ୍ଭ ହୋଇଥିଲା ବିଶ୍ୱର ସବୁଠାରୁ ବଡ଼ ଘରୋଇ ଟି-୨୦ ଲିଗ୍‌ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ)। ୨୦୦୮ ମସିହା ଆଜିର ଦିନରେ ଆରମ୍ଭ ହୋଇଥିଲା ଆଇପିଏଲ୍‌ ମହାକୁମ୍ଭ। ଏହାରି ମଧ୍ୟରେ ୧୨ଟି…

ନୂଆପଲ୍ଲୀ କଳିଙ୍ଗ କ୍ରୀଡ଼ା ପରିଷଦ ତରଫରୁ…

ଭୁବନେଶ୍ବର: ରାଜଧାନୀ ରେ ସାଧାରଣ ଲୋକଙ୍କ ଦୃଷ୍ଟି କୋଣରୁ ବହୁ ଦୂରରେ ଥିବା ଏକ ବସ୍ତିରେ ଭୋକ ଉପାସରେ ରହୁଥିବା ୪୦୦ ଗରିବ ପରିବାରକୁ ସଂଗଠନ ଦ୍ଵାରା ଚିହ୍ନଟ କରାଯାଇ ସମସ୍ତ ପରିବାରକୁ ସହଯୋଗ କରାଯାଇଅଛି । ହକି ବିଶ୍ଵକପ ବେଳେ କଳିଙ୍ଗ ଷ୍ଟାଡିଅମ ପାଚେରୀ କଡ଼ରୁ ସମ ମେଡ଼ିକାଲ ପାଖ ପଣ୍ଡାକୁଦିଆକୁ…

ରାଜ୍ୟର ୧୦ ଜିଲ୍ଲାକୁ ବ୍ୟାପିଲା କରୋନା

ଭୁବନେଶ୍ବର: ଆଜି ରାଜ୍ୟରେ ଆଉ ଜଣେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଫଳରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୧ରେ ପହଁଞ୍ଚିଛି। ୬୧ ନମ୍ବର କରୋନା ଆକ୍ରାନ୍ତଙ୍କ ସୂଚନା ଦେଇଛି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ। ୬୧ ନମ୍ବର କରୋନା ଆକ୍ରାନ୍ତ ବାଲେଶ୍ବର ଅଞ୍ଚଳର ଏବଂ  ସେ ୫୮ ବର୍ଷିୟ…

ଛୁଟି ସମୟରେ ପାଠପଢ଼ା ଉପରେ ଧ୍ୟାନ…

ଭୁବନେଶ୍ବର: ମହାମାରୀ କରୋନା ଭାଇରସର ମୁକାବିଲା କରିବା ପାଇଁ ୩ ମେ' ପର୍ଯ୍ୟନ୍ତ ସାରା ଦେଶ ଲକ୍‌ ଡାଉନ୍। ଅପରପକ୍ଷେ ଓଡ଼ିଶା ସରକାର ଜୁନ୍‌ ୧୭ ପର୍ଯ୍ୟନ୍ତ ବନ୍ଦ କରିଛନ୍ତି ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ। ତେବେ କରୋନା ପାଇଁ ଚିନ୍ତାରେ ଛାତ୍ରଛାତ୍ରୀ ଅଛନ୍ତି। କେବେ ହେବ ପ୍ରବେଶିକା ପରୀକ୍ଷା ? କେବେ…

ଓଡ଼ିଶାରେ କରୋନା: ପୁଣି ସୁସ୍ଥ ହେଲେ ୩ ,…

ଭୁବନେଶ୍ବର: ରାଜ୍ୟରେ ପୁଣି ସୁସ୍ଥ ହେଲେ ଆଉ ୩ କରୋନା ଆକ୍ରାନ୍ତ। ସୁସ୍ଥ ହୋଇଥିବା ୩ କରୋନା ଆକ୍ରାନ୍ତ ସମସ୍ତେ ଭୁବନେଶ୍ବର ଅଞ୍ଚଳର। ଆଜି ସେମାନଙ୍କ ରକ୍ତ ଓ ସ୍ୱାବ୍‌ ରିପୋର୍ଟ ନେଗେଟିଭ୍‌ ଆସିଛି। ଏମାନଙ୍କୁ ମିଶାଇ ଆଜି ସୁଦ୍ଧା ରାଜ୍ୟରେ ୨୪ ଜଣ ସୁସ୍ଥ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ…

ନାଟ୍ୟକାର ରତ୍ନାକର ଚଇନିଙ୍କ ପରଲୋକ

କଟକ: ପ୍ରତିଷ୍ଠିତ ଓଡ଼ିଆ ନାଟ୍ୟକାର ତଥା କଥାଶିଳ୍ପୀ ଓ ସମାଲୋଚକ ରତ୍ନାକର ଚଇନିଙ୍କର ଦେହାନ୍ତ ଘଟିଛି। ଆଜି କଟକ ବାଦାମବାଡ଼ି ସ୍ଥିତ ନିଜ ବାସଭବନରେ ସେ ୭୫ ବର୍ଷ ବୟସରେ ପରଲୋକ ଗମନ କରିଛନ୍ତି। ୨୫ ଅଗଷ୍ଟ ୧୯୪୫ରେ ଜନ୍ମିତ ଶ୍ରୀ ଚଇନିଙ୍କର ୧୫ରୁ ଅଧିକ ନାଟକ, ୬ଟି ସମାଲୋଚନା ଗ୍ରନ୍ଥ, ୭ଟି ଗଳ୍ପ…

ଅମାନିଆ ଭିଭିଆଇପି: ବିଧାୟକଙ୍କ ଝିଅ…

ବେଙ୍ଗାଲୁରୁ: କରୋନା ମୁକାବିଲା ପାଇଁ ସାରା ଦେଶରେ ଲକ୍‌ଡାଉନ୍‌ ଜାରି ହୋଇଥିଲେ ହେଁ ଖୋଦ୍‌ ନିୟମ ପ୍ରଣୟନକାରୀ କିଭଳି ଖୋଲାଖୋଲି ଭାବେ ବେଆଇନ କାମ କରୁଛନ୍ତି ତାହାର ଦୁଇଟି ସଦ୍ୟତମ ଉଦାହରଣ ଦେଖିବାକୁ ମିଳିଛି କର୍ଣ୍ଣାଟକରେ। ଲକ୍‌ଡାଉନ୍‌ ନିୟମ ନ ମାନି ଚଳିତ ସପ୍ତାହରେ ରାଜ୍ୟରେ ଗୋଟିିଏ ହାଇ…