Odisha Link
Bridging the Missing Links in Odisha
Daily Archives

April 22, 2020

କରୋନା: ରାଜ୍ୟରେ ଆଉ ୨ ଆକ୍ରାନ୍ତ ସୁସ୍ଥ,…

ଭୁବନେଶ୍ବର: ଆଜି ରାଜ୍ୟରେ ଆଉ ୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ୨ ସୁସ୍ଥ ଆକ୍ରାନ୍ତ ରାଜଧାନୀ ଭୁବନେଶ୍ବରର। ଫଳରେ ରାଜ୍ୟରେ ମୋଟ ସୁସ୍ଥଙ୍କ ସଂଖ୍ୟା ୩୨ରେ ପହଁଞ୍ଚିଛି। ତେବେ ଆଜି ସୁସ୍ଥ ହୋଇଥିବା ୨ ଆକ୍ରାନ୍ତ ଭୁବନେଶ୍ୱରର କେଉଁ ଅଞ୍ଚଳରେ ସେନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଟ୍ୱିଟ୍‌ରେ…

ଯାଜପୁରରେ ଆଉ ଜଣେ କରୋନା ଆକ୍ରାନ୍ତ…

ଭୁବନେଶ୍ବର: ଆଜି ଆଉ ଜଣେ କରୋନା ପଜିଟିଭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଯାଜପୁରରେ ଜଣେ ୩୮ ବର୍ଷିୟ ଯୁବକଙ୍କ ନମୂନା ପରୀକ୍ଷା ପରେ ପଜିଟିଭ୍ ମିଳିଥିବା ସୂଚନା ଦେଇଛି ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ। ଫଳରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୩ରେ ପହଁଞ୍ଚିଛି। ତେବେ ବ୍ୟକ୍ତି ଜଣଙ୍କ…

କରୋନା ମୁକାବିଲା: ଆରମ୍ଭ ହେଲା ରାଜ୍ୟ…

ଭୁବନେଶ୍ବର: ମହାମାରୀ କରୋନା ଭାଇରସ୍‌ର ମୁକାବିଲା ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। ଏହାରି ମଧ୍ୟରେ କୋଭିଡ୍‌ ଇନ୍ଫୋ ଡେକ୍ସର ଶୁଭାରମ୍ଭ କରିଛନ୍ତି ରାଜ୍ୟ ସରକାର। ଆଜିଠୁ ହ୍ବାଟସ୍‌ଆପ୍‌ ଜରିଆରେ ଆରମ୍ଭ ହୋଇଛି ହ୍ବାଟସ୍‌ଆପ୍‌ ଇନ୍ଫୋ ଡେକ୍ସ। ହ୍ବାଟସ୍‌ଆପ୍‌ ଇନ୍ଫୋ ଡେକ୍ସ ମାଧ୍ୟମରେ…

ସରକାର ଡାକ୍ତରଙ୍କ ସହିତ ରହିଛି:…

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସକୁ ନେଇ ସାରା ଦେଶ ଚିନ୍ତିତ। କରୋନା ଯୁଦ୍ଧ ମଧ୍ୟରେ ଆଜି ଗୃହମନ୍ତ୍ରୀ ଅମିତ ଶାହ ଡାକ୍ତର, ଇଣ୍ଡିଆନ୍‌ ମେଡିକାଲ ଆସୋସିଏଶନ୍‌ର ପ୍ରତିନିଧୀଙ୍କ ସହିତ କଥା ହୋଇଛନ୍ତି। ଏହି କଥାବାର୍ତ୍ତା ସମୟରେ ଗୃହମନ୍ତ୍ରୀ ଅମିତ୍‌ ଶାହ କରୋନା ଯୋଦ୍ଧା ଡାକ୍ତରଙ୍କୁ ସୁରକ୍ଷା ଦେବା…

ଆରୋଗ୍ୟ ସେତୁ ଆପ୍: ଉତ୍ତର ପ୍ରଦେଶରେ ୩…

ଲକ୍ଷ୍ମୌ: ମହାମାରୀ କରୋନା ଭାଇରସର ମୁକାବିଲା କରିବା ପାଇଁ କେନ୍ଦ୍ର ସରକାର କିଛି ଦିନ ତଳେ "ଆରୋଗ୍ୟ ସେତୁ ଆପ୍‌"ର ଶୁଭାରମ୍ଭ କରିଥିଲେ। ଏହି ଆପ୍‌ ବର୍ତ୍ତମାନ ସମୟରେ ୩ଜଣ ସନ୍ଦିଗ୍ଧଙ୍କୁ କରୋନା ଆକ୍ରାନ୍ତ ଚିହ୍ନଟ କରିଛି। ଏବେ ଏମାନଙ୍କର ନମୁନା ପରୀକ୍ଷା କରାଯାଇଛି ହେଲେ ରିପୋର୍ଟ ଆସିନାହିଁ। ଏହି…

କଣ୍ଟେନ୍‌ମେଣ୍ଟ ଜୋନ୍‌ରେ ବାସୁଦେବପୁରର…

ଭଦ୍ରକ: ରାଜ୍ୟରେ ଆଜି ପୁଣି ୩ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସମସ୍ତ ୩ ଜଣ ଭଦ୍ରକ ଜିଲ୍ଲାର ବାସୁଦେବପୁର ବ୍ଲକର ସୂଚନା ରହିଛଇ। ଏହା ସହିତ ଏହି ବ୍ଲକ୍‌ରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬କୁ ବୃଦ୍ଧି ପାଇଛି । ଫଳରେ ୯ଟି ପଞ୍ଚାୟତକୁ କଣ୍ଟେନ୍‌ମେଣ୍ଟ ଜୋନ୍ ଘୋଷଣା କରାଯାଇଛି। ୯ଟି ପଞ୍ଚାୟତକୁ…

ସଙ୍କଟରେ ମୁଖ୍ୟମନ୍ତ୍ରୀ ଉଦ୍ଧବ,…

ମୁମ୍ବାଇ: ମହାମାରୀ କରୋନା ଭାଇରସ୍‌ ଦିନକୁ ଦିନ ଭାରତରେ କାୟା ବିସ୍ତାର କରିବାରେ ଲାଗିଛି। ଏହି ଭାଇରସ୍‌ ଦ୍ବାରା ସବୁଠୁ ପ୍ରଭାବିତ ରାଜ୍ୟ ହେଉଛି ମହାରାଷ୍ଟ୍ର। ଏହାରି ମଧ୍ୟରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଆସନକୁ ନେଇ ଚର୍ଚ୍ଚା ଜୋର ଧରିଛି। ରାଜ୍ୟପାଳଙ୍କ ଦ୍ୱାରା ଉଦ୍ଧବ…

କରୋନା: ଦେଶରେ ୧୯, ୯୮୪ରେ ପହଞ୍ଚିଲା…

ନୂଆଦିଲ୍ଲୀ: ଭାରତରେ କରୋନା ଭାଇରସ୍‌ ଦିନକୁ ଦିନ କାୟା ବିସ୍ତାର କରିବାରେ ଲାଗିଛି। ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଥମିବାର ନା ଧରୁନାହିଁ। ଏପରିକି ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦେଶରେ ବୃଦ୍ଧି ପାଇବାରେ ଲାଗିଛି। ବିଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୩୮୩ ଟି ନୂଆ କରୋନା ଆକ୍ରାନ୍ତ…

କରୋନା: ରାଜ୍ୟରେ ଆଉ ୩ ଆକ୍ରାନ୍ତ…

ଭୁବନେଶ୍ବର: ରାଜ୍ୟରେ ପୁଣି ଆଉ ୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୨ରେ ପହଁଞ୍ଚିଛି। ଚିହ୍ନଟ ହୋଇଥିବା ୩ ଆକ୍ରାନ୍ତ ଭଦ୍ରକ ଜିଲ୍ଲାର ବୋଲି ସୂଚନା ରହିଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୩ ହଜାର ୭୭୫ଟି କରୋନା ଟେଷ୍ଟ ହୋଇଛି ଏବଂ ୪ ହଜାର…