Odisha Link
Bridging the Missing Links in Odisha
Daily Archives

April 22, 2020

ଅର୍ଣବ ଗୋସ୍ବାମୀଙ୍କ ଗିରଫ ଦାବିରେ ୭…

ଆଜି ଅପରାହ୍ଣ ଠାରୁ ଟୁଇଟରରେ #ArrestAntiIndiaArnab ଟ୍ରେଣ୍ଡିଂ ହେବାରେ ଲାଗିଛି। ଏ ଖବର ଲେଖ ହେବା ବେଳକୁ (ରାତି ୧୧ଟା ସୁଦ୍ଧା) ଏହି ହାଶ୍‌ଟ୍ୟାଗ୍‌ ବ୍ୟବହାର କରି ପ୍ରାୟ ୭ ଲକ୍ଷ ୧୦ ହଜାର ଟୁଇଟ୍‌ ହୋଇଥିବା ବେଳେ ଏହାର ବିରୋଧରେ #IsupportArnabGoswami ହାଶ୍‌ଟ୍ୟାଗ୍‌ ବ୍ୟବହାର କରି ୭ ଲକ୍ଷ…

କରୋନା କଲା କୋଟିପତି

କରୋନା ଭୂତାଣୁ ସଂକ୍ରମଣ ଜନିତ ଲକ୍‌ଡାଉନ୍‌ କାରଣରୁ ଅଧିକାଂଶ କାରଖାନା, ଶିଳ୍ପ ଓ ବ୍ୟବସାୟ ପ୍ରତିଷ୍ଠାନରେ ତାଲା ପଡ଼ିଥିବା ବେଳେ କିଛି ବ୍ୟବସାୟ ପାଇଁ ଏହି ମହାମାରୀ ଆଶୀର୍ବାଦ ପାଲଟିଛି। ଏଭଳି କିଛି ବ୍ୟବସାୟ ଅଛନ୍ତି ଯାହା କରୋନା ସମୟରେ ଯେଉଁ ପରିମାଣର ଲାଭ ଆୟ କରିଛନ୍ତି ପୂର୍ବରୁ କେବେ ବି କରି…

ରାଜଧାନୀ ଭୁବନେଶ୍ବର ହେଲା କଣ୍ଟେନମେଣ୍ଟ…

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବର ହେଲା କଣ୍ଟେନମେଣ୍ଟ ମୁକ୍ତ। ଭୁବନେଶ୍ବରରେ ‘କରୋନା’ ଆକ୍ରାନ୍ତ ଚିହ୍ନଟ ହେବା ପରେ ବମିଖାଲ, ସତ୍ୟନଗର, ସୂର୍ଯ୍ୟନଗରକୁ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଥିଲେ। ଏବେ ଏହି ଅଞ୍ଚଳରୁ କଣ୍ଟେନ୍‌ମେଣ୍ଟ ଜୋନ୍‌ ପ୍ରତ୍ୟାହାର କରାଯାଇଛି। ଏନେଇ ଭୁବନେଶ୍ୱର ମହାନଗର…

କରୋନା ସମୟରେ କେମିତି ଏଭରେଷ୍ଟ ଚଢ଼ିଲେ…

ଓଏଲ୍‌ ବ୍ୟୁରୋ: କରୋନା ମୁକାବିଲା ପାଇଁ ଲକ୍‌ଡାଉନ୍‌ ସମୟରେ ବି ଏଭରେଷ୍ଟ ଶୃଙ୍ଗ ଚଢ଼ିଥିବା ଦାବି କରିଛନ୍ତି ଲଣ୍ଡନର ଜଣେ ଯୁବକ। କେବଳ ଚଢ଼ିନାହାନ୍ତି, ସେ ଏଭରେଷ୍ଟରୁ ତଳକୁ ଫେରିଥିବା ମଧ୍ୟ କହିଛନ୍ତି। ନିଜର ଅଜବ ଖିଆଲ ପାଇଁ ଏବେ ଏଭଳି ଚର୍ଚ୍ଚାରେ ଅଛନ୍ତି ବ୍ରିଟିଶ୍‌ ଫଟୋଗ୍ରାଫର ଓ ଲେଖକ ରବ୍‌…

କରୋନା: ବାତିଲ ହେଲା ଚଳିତବର୍ଷ ଅମରନାଥ…

ଶ୍ରୀନଗର: ଚଳିତ ବର୍ଷ ବାତିଲ ହେଲା ଅମରନାଥ ଯାତ୍ରା। ମହାମାରୀ କରୋନା ଭାଇରସର ବିସ୍ତାରକୁ ନଜରରେ ରଖି ଏଭଳି ନିଷ୍ପତ୍ତି ନେଇଛି ଜମ୍ମୁ-କଶ୍ମୀର ପ୍ରଶାସନ। ଆଜି ରାଜଭବନରେ ଉପରାଜ୍ୟପାଳ ଗିରିଶ ଚନ୍ଦ୍ର ମୁର୍ମୁଙ୍କ ଅଧ୍ୟକ୍ଷତାରେ ୩୮ତମ ଅମରନାଥ ଯାତ୍ରାର ବାର୍ଷିକ ବୈଠକ ବସିଥିଲା। ଏହି ସମୟରେ…

କେନ୍ଦ୍ରମନ୍ତ୍ରୀଙ୍କ ହସ୍ତକ୍ଷେପ ପରେ…

ଭୁବନେଶ୍ବର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ହସ୍ତକ୍ଷେପ ପରେ ନେପାଳରେ ଫସିଥିବା ଓଡ଼ିଆ ଲୋକଙ୍କୁ ସହାୟତା ମଳିଥିବାରୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କୁ ଧନ୍ୟବାଦ ଜଣାଇଛି ରାଜ୍ୟ ବିଜେପି। ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉଦ୍ୟମକୁ…

ଦେଶର କରୋନା ଯୋଦ୍ଧାଙ୍କ ସୁରକ୍ଷା ଓ…

ନୂଆଦିଲ୍ଲୀ: ଦେଶର କରୋନା ଯୋଦ୍ଧା ସ୍ୱାସ୍ଥ୍ୟକର୍ମୀ ମାନଙ୍କୁ ସୁରକ୍ଷା ଦେବା ନିମନ୍ତେ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ନିଆଯାଇଥିବା କ୍ୟାବିନେଟ୍ ନିଷ୍ପତିକୁ ସ୍ୱାଗତ କରିବା ସହ ଏଥିପାଇଁ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର…

ସ୍ବାସ୍ଥ୍ୟକର୍ମୀଙ୍କୁ ଆକ୍ରମଣ କଲେ ୭…

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସକୁ ନେଇ ସାରା ଦେଶ ଚିନ୍ତିତ। କରୋନା ଯୁଦ୍ଧ ମଧ୍ୟରେ ଆଜି ଗୃହମନ୍ତ୍ରୀ ଅମିତ ଶାହ ଡାକ୍ତର, ଇଣ୍ଡିଆନ୍‌ ମେଡିକାଲ ଆସୋସିଏଶନ୍‌ର ପ୍ରତିନିଧୀଙ୍କ ସହିତ କଥା ହୋଇଛନ୍ତି। ଏହି କଥାବାର୍ତ୍ତା ସମୟରେ ଗୃହମନ୍ତ୍ରୀ ଅମିତ୍‌ ଶାହ କରୋନା ଯୋଦ୍ଧା ଡାକ୍ତରଙ୍କୁ ସୁରକ୍ଷା ଦେବା…

ବିନା ପଞ୍ଜିକରଣରେ ଓଡ଼ିଶା ମନା

ଭୁବନେଶ୍ବର: ମହାମାରୀ କରୋନା ଭାଇରସର ମୁକାବିଲା କରିବା ପାଇଁ ସାରା ଦେଶ ଲକ୍‌ଡାଉନ୍। ୩ ମେ' ପର୍ଯ୍ୟନ୍ତ ସାରାଦେଶ ଲକ୍‌ଡାଉନ୍। ଲକ୍‌ଡାଉନ୍ ହଟିବା ପରେ ଓଡ଼ିଶା ଫେରିବେ ବାହାରେ ଫସିଥିବା ଓଡ଼ିଆ। ଲକ୍‌ଡାଉନ୍‌ ପାଇଁ ରାଜ୍ୟ ବାହାରେ ଅନେକ ଶ୍ରମିକ ଫସିରହିଛନ୍ତି। ତେଣୁ ଓଡ଼ିଶା ବାହାରୁ ଓଡ଼ିଆଙ୍କୁ ଆଣିବାକୁ…

କରୋନା ମୁକାବିଲା: ୨୭ରେ ସମସ୍ତ…

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସର ମୁକାବିଲା କରିବା ପାଇଁ ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର। ଏପରିକି ୩ ମେ' ପର୍ଯ୍ୟନ୍ତ ସାରା ଦେଶ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଏହାରି ମଧ୍ୟରେ ରାଜ୍ୟର ସମସ୍ତ ମୁଖ୍ୟମନ୍ତ୍ରୀଙ୍କ ସହିତ କଥାହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କରୋନା ମୁକାବିଲା ମଧ୍ୟରେ…