Odisha Link
Bridging the Missing Links in Odisha
Daily Archives

April 27, 2020

ମାସ୍କ ପିନ୍ଧି ନ ଥିଲେ ଜିଲ୍ଲାପାଳ, ତଣ୍ଡ…

ଜଗତସିଂହପୁର: କରୋନା ଜନିତ ଲକ୍‌ଡାଉନ୍‌ ସମୟରେ ଘରୁ ବାହାରିଲେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ହୋଇଥିବା ବେଳେ ଜଣେ ଜିଲ୍ଲାପାଳ ଏହା ଅମାନ୍ୟ କରି ଜରିମାନା ଦେଇଛନ୍ତି। ଜିଲ୍ଲାପାଳଙ୍କ ଠାରୁ ୨୦୦ ଟଙ୍କା ଆଦାୟ କରିଛନ୍ତି ତହସିଲଦାର। ଅବଶ୍ୟ ତଣ୍ଡ ଗଣିଥିବା ଏ ଜିଲ୍ଲାପାଳ ଜଣଙ୍କ କୌଣସି ଜିଲ୍ଲାର…

ନବୀନ ପଟ୍ଟନାୟକଙ୍କୁ ଜଣେ ସାମ୍ବାଦିକର…

ପ୍ରିୟ ମୁଖ୍ୟମନ୍ତ୍ରୀ ମହାଶୟ, ନମସ୍କାର ଗ୍ରହଣ କରିବେ। ଆଜି ଆପଣ ସାମ୍ବାଦିକ କୂଳ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ଓଡ଼ିଶାର ଅଳ୍ପ କେତେଜଣ ଅତି ସ୍ବଚ୍ଛଳ ସାମ୍ବାଦିକଙ୍କୁ ଛାଡ଼ିଦେଲେ ଅନ୍ୟମାନଙ୍କ ପାଇଁ ୧୫ ଲକ୍ଷ ଟଙ୍କା ବହୁତ ବଡ଼ ପରିମାଣ। ଜୀବଦ୍ଦଶାରେ ଯିଏ ୧୫ ଲକ୍ଷ ଟଙ୍କା ନିଜ ପରିବାରକୁ ଦେଇ ପାରି…

ଲୁଡୋ ଖେଳରେ ହରାଇ ଦେବାରୁ ପତ୍ନୀଙ୍କ…

ଭଦୋଦରା: ମହାମାରୀ କରୋନା ଭାଇରସକୁ ପ୍ରତିହତ କରିବା ପାଇଁ ସାରା ଦେଶ ଲକ୍‌ଡାଉନ୍। ଏହି ସମୟରେ ବିନା କାମରେ କେହି ଘରୁ ନବାହାରିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି। ଫଳରେ ଲକ୍‌ଡାଉନ୍‌ ସମୟରେ ସମସ୍ତେ ପ୍ରାୟ ନିଜ ନିଜ ଘରେ ରହୁଛନ୍ତି। ଆଉ ଏହି ଲକ୍‌ଡାଉନ୍‌ ସମୟ ଅତିବାହିତ କରିବା ପାଇଁ ଅନ୍‌ଲାଇନ୍‌ ଲୁଡୋ…

ନୟାଗଡ଼ରେ ନିଆରା ବିବାହ: ବରକନ୍ୟାଙ୍କ…

ନୟାଗଡ଼: ମହାମାରୀ କରୋନା ଭାଇରସ୍‌ ଓ ଲକ୍‌ଡାଉନ୍‌ ମଧ୍ୟରେ ହେଲା ବାହାଘର। ବାହାଘରରେ ନା ବାଜା ବାଜିଲା ନା ବାଣ ଫୁଟିଲା। ବରଯାତ୍ରୀ ତ ଦୂରର କଥା ଏପରିକି ପୂରୋହିତ ମଧ୍ୟ ନଥିଲେ ବାହାଘରରେ। ତଥାପି ହୋଇଛି ବାହାଘର। ଏମିତି ଏକ ଖବର ଯାହା ଏବେ ଚର୍ଚ୍ଚାରେ। ଆଜି ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ…

ସାମ୍ବାଦିକଙ୍କୁ ୧୫ ଲକ୍ଷ ବୀମା: OWJA…

ଭୁବନେଶ୍ବର: କରୋନା ମହାମାରୀ ସମୟରେ ଜୀବନକୁ ବାଜି ଲଗାଇ କାର୍ଯ୍ୟରତ ସାମ୍ବାଦିକଙ୍କ ପାଇଁ ୧୫ ଲକ୍ଷ ଟଙ୍କାର ବୀମା ଘୋଷଣା କରିଛନ୍ତି ଓଡ଼ିଶା ସରକାର। ସରକାରଙ୍କର ଏ ଘୋଷଣାରେ କୃତଜ୍ଞତା ପ୍ରକାଶ କରିଛି ଓଡ଼ିଶା ଓ୍ବେବ୍‌ ଜର୍ଣାଲିଷ୍ଟ ଆସୋସିଏସନ୍। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ସରକାରଙ୍କ ଗଣମାଧ୍ୟମ…

କରୋନା: ଆଉ ୨ ଆକ୍ରାନ୍ତ ଚିହ୍ନଟ,…

ଭୁବନେଶ୍ବର: ରାଜ୍ୟରେ ପୁଣି ଆଉ ୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧୦ରେ ପହଁଞ୍ଚିଛି। ପ୍ରଥମଥର ପାଇଁ କୋରାପୁଟ ଜିଲ୍ଲାରେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କୋରାପୁଟ ଜିଲ୍ଲାର ଦଶମନ୍ତପୁରର ୨୨ ବର୍ଷିୟ ଜଣେ ସ୍ବାସ୍ଥ୍ୟକର୍ମୀ କରୋନା ରୋଗରେ…

ଭଲ ଖବର: ରାଜ୍ୟରେ ସୁସ୍ଥ ହେଲେ ଆଉ ୨…

ଭୁବନେଶ୍ବର: ରାଜ୍ୟ ପାଇଁ ଭଲ ଖବର। ରାଜ୍ୟରେ ଆଉ ୨ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ୨ ସୁସ୍ଥ ହେଉଛନ୍ତି ଭୁବନେଶ୍ବରର। ବର୍ତ୍ତମାନ ରାଜ୍ୟରେ ସୁସ୍ଥଙ୍କ ସଂଖ୍ୟା ୩୭ରେ ପହଁଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି।…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: କରୋନାରେ…

ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାମ୍ବାଦିକ ମାନଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି। ସାମ୍ବାଦିକ ବି ସାଜିଲେ କରୋନା ଯୋଦ୍ଧା। କରୋନାରେ ସାମ୍ବାଦିକଙ୍କ ମୃତ୍ୟୁ ଘଟିଲେ ୧୫ ଲକ୍ଷ ଟଙ୍କାର ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ପ୍ରକାଶିତ…

ଆଉ ମାସେ ବଢ଼ାଯାଉ ଲକ୍‌ଡାଉନ୍: ନବ ଦାସ

ଭୁବନେଶ୍ବର: କରୋନା ଭୂତାଣୁ ଜନିତ ମହାମାରୀ ପାଇଁ ଏ ପର୍ଯ୍ୟନ୍ତ କୌଣସି ପ୍ରତିଷେଧକ ବାହାରି ନାହିଁ। ଫଳରେ କରୋନା ମୁକାବିଲାର ଏକମାତ୍ର ଭରସା ହେଉଛି ଲକ୍‌ଡାଉନ୍। ଦେଶ ତଥା ରାଜ୍ୟରେ କରୋନା ସଂକ୍ରମଣ ବଢ଼ୁଥିବାରୁ ଲକ୍‌ଡାଉନ୍ ହିଁ ଭୂତାଣୁ ସଂକ୍ରମଣ ପ୍ରତିହତ କରିପାରିବ ବୋଲି କହିଛନ୍ତି…

କରୋନା: ଚାଇନା ଟେଷ୍ଟ କିଟ୍ ପାଇଁ ଭାରତ…

ନୂଆଦିଲ୍ଲୀ: କରୋନାଭାଇରସ୍ ପରୀକ୍ଷଣରେ ବ୍ୟବହୃତ ଚାଇନାର ରାପିଡ୍ ଆଣ୍ଟିବଡି ଟେଷ୍ଟ କିଟ୍ ପାଇଁ ଭାରତ ଅଧିକ ଦୁଇଗୁଣ ମୂଲ୍ୟ ଦେଇଛି। ଏହି ପରୀକ୍ଷଣ କିଟ୍ ଭୁଲ ଫଳାଫଳ ଦେବା ପରଠାରୁ, ଅନେକ ରାଜ୍ୟ ବର୍ତ୍ତମାନ ଏହାର ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଭାରତୀୟ ବିତରକ ରିଅଲ ମେଟାବୋଲିକ୍ସ କୋଭିଡ -୧୯…