Odisha Link
Bridging the Missing Links in Odisha
Daily Archives

April 29, 2020

ଜୀବନ ଯୁଦ୍ଧରେ ହାରି ଗଲେ ଇରଫାନ୍

ମୁମ୍ବାଇ: ଜୀବନ ଯୁଦ୍ଧରେ ହାରି ଗଲେ ବଲିଉଡର ଆଗ ଧାଡ଼ିର ଅଭିନେତା ଇରଫାନ୍ ଖାନ୍। ତାଙ୍କର ୫୪ ବର୍ଷ ବୟସରେ ମୃତ୍ୟୁ ହୋିଛି। ଏନେଇ ସୂଚନା ଦେଇଚନ୍ତି ଜଣାଶୁଣା ନିର୍ଦ୍ଦେଶକ ଶୁଜିତ ସରକାର। ସେ ଏନେଇ ଏକ ଟୁଇଟ କରିଛନ୍ତି। ଇରଫାନ୍ କ୍ୟାନସର ରୋଗରେ ପୀଡ଼ିତ ଥିଲେ। ମୁମ୍ବାଇର କୋକିଳାବେନ୍ ହସ୍ପିଟାଲରେ…

କାମରେ ଲାଗୁନି ଅତ୍ୟାଧୁନିକ କୋଭିଡ୍‌…

କୋରାପୁଟ: ଜିଲ୍ଲାରେ ଅତ୍ୟାଧୁନିକ କୋଭିଡ୍‌ ହସ୍ପିଟାଲ ଅଛି। ୧୫୦ ଶଯ୍ୟା ବିଶିଷ୍ଟ ଏହି ହସ୍ପିଟାଲରେ ୩ ଭେଣ୍ଟିଲେଟର ଓ ୨୦ ଆଇସିୟୁ ରହିଛି। ୧୫ ଦିନ ପୂର୍ବରୁ ଏହା କାର୍ଯ୍ୟକ୍ଷମ ହେଲାଣି ବୋଲି ଜିଲ୍ଲା ପ୍ରଶାସନ ସ୍ପଷ୍ଟ କରିଛି। ତଥାପି ଏହି ହସ୍ପିଟାଲ କାମରେ ଲାଗୁନି। କୋରାପୁଟର ପ୍ରଥମ କରୋନା…

ବଦଳିଲା ଆମେରିକା: ଭାରତର ରାଷ୍ଟ୍ରପତି…

ନୂଆଦିଲ୍ଲୀ: ମହାମାରୀ କରୋନା ସଙ୍କଟ ମଧ୍ୟରେ ବିଶ୍ବର ଶକ୍ତିଶାଳୀ ରାଷ୍ଟ୍ର ଆମେରିକାର କ୍ଷମତା କେନ୍ଦ୍ର 'ହ୍ୱାଇଟ୍‌ ହାଉସ୍‌' ଭାରତର ପ୍ରଧାନମନ୍ତ୍ରୀଙ୍କୁ ଟୁଇଟରରେ ଫଲୋ କରିଥିଲା। ହେଲେ ୨୦ ଦିନ ନପୁରୁଣୁ ପୁଣିଥରେ ଅନଫଲୋ କରିଛି 'ହ୍ୱାଇଟ୍‌ ହାଉସ୍‌'। ଭାରତ ହାଇଡ୍ରୋକ୍ସି କ୍ଲୋରକୁଇନ୍‌ ଔଷଧ…

ଖୋଲିଲା ପ୍ରସିଦ୍ଧ ଶୈବ ପୀଠ କେଦାରନାଥ

ଡେରାଡୁନ: ଆଜି ଖୋଲିଲା ପ୍ରସିଦ୍ଧ ଶୈବ ପୀଠ କେଦାରନାଥ ମନ୍ଦିର। ମେଷ ଲଗ୍ନ ଅବସରରେ ଆଜି ପାହାନ୍ତିଆ ସମୟରେ କେଦାରନାଥ ମନ୍ଦିର ଶ୍ରଦ୍ଧାଳୁଙ୍କ ପାଇଁ ଖୋଲା ଯାଇଛି। ବିଧି, ପରମ୍ପରା ଅନୁସାରେ ମନ୍ଦିର ଦ୍ବାର ଖୋଲାଯାଇଥିଲା। ପରେ ପୂଜାର୍ଚ୍ଚନା ଆରମ୍ଭ କରାଯାଇଥିଲା। ଆଜି ପ୍ରଥମ ଦିନରେ ପୂଜକଙ୍କ ସମେତ ୧୬…

ଭୁବନେଶ୍ବରରେ ଖୋଲିବ ଦୋକାନ, କଣ ବନ୍ଦ ଓ…

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ଦୋକାନ ଖୋଲିବାକୁ ଅନୁମତି ଦେଲା ବିଏମସି। କୋଭିଡ୍-୧୯ ବା ଲକ୍‌ଡାଉନ୍ କଟକଣା ଅନୁଯାୟୀ ନୂଆ ଗାଇଡଲାଇନ୍ ଜାରି କରିଛି ଭୁବନେଶ୍ୱର ମହାନଗର ନିଗମ। ଏପରିକି କେତେଟାରୁ କେତେବେଳ ଯାଏଁ ଦୋକାନ ଗୁଡ଼ିକ ଖୋଲା ରହିବ ସେନେଇ ପୂରା ବିଜ୍ଞପ୍ତି ଜାରି କରିଛି ବିଏମସି। ତେବେ…

କରୋନା: ୧ ହଜାର ଟିପଲା ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ: କ୍ରମାଗତ ଭାବେ ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। କରୋନାକୁ ପ୍ରତିହତ କରିବା ପାଇଁ ସାରା ଦେଶ ଲକ୍‌ଡାଉନ୍‌। ହେଲେ କିଛି ଦିନ ହେବ କ୍ରମାଗତ ଭାବେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏହାରି ମଧ୍ୟରେ ଭାରତରେ ୩୧ ହଜାର ପାର ହେଲାଣି କରୋନା…

ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ…

ଭୁବନେଶ୍ବର: ରାଜ୍ୟରେ ପୁଣି ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତ ଜଣକ ଖୋର୍ଦ୍ଧା ଜିଲ୍ଲାର ହୋଇଥିବା ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓ୍ବେବସାଇଟରୁ ସୂଚନା ମିଳିଛି। ଫଳରେ ରାଜ୍ୟରେ ମୋଟ ୧୧୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୧୧୯ ନଂ ଆକ୍ରାନ୍ତ ବ୍ୟକ୍ତି…

କରୋନା: ହ୍ବାଟ୍‌ସଆପ୍‌ରେ ମିଛ ଖବର ପାଇଁ…

ସାମାନ୍ୟ ଗୋଟିଏ ହ୍ବାଟ୍‌ସଆପ୍‌ ଗୁଜବ ୭୨୮ ପ୍ରାଣ ନେଇଛି। ଘଟଣା ଘଟିଛି ଇରାନରେ। କରୋନାକୁ ନେଇ ସାଧାରଣ ଜନତା ଭୟଭୀତ ଥିବା ବେଳେ ଗୁଜବ ଉପରେ ଭରସା କରି ଏଥିରୁ ରକ୍ଷା ପାଇବା ପାଇଁ ବିଷାକ୍ତ ମିଥାନଲ୍‌ ବା ମିଥାଇଲ ଆଲକହଲ ଇଞ୍ଜେକ୍ସନ୍‌ ନେଇ ସମଗ୍ର ଦେଶରେ ଏଯାବତ୍‌ ୭୨୮ ଜଣ ପ୍ରାଣ ହରାଇଥିବା ଜଣାପଡ଼ିଛି।…