Odisha Link
Bridging the Missing Links in Odisha
Daily Archives

April 29, 2020

ପୁରୀ ବେଳାଭୂମିରେ ଇର୍ଫାନ୍‌ଙ୍କୁ…

ପୁରୀ: ପ୍ରସିଦ୍ଧ ଅଭିନେତା ଇର୍ଫାନ୍‌ ଖାନଙ୍କ ବିୟୋଗରେ ଆଜି ସାରା ଭାରତ ସ୍ତବ୍ଧ। ବଲିଉଡ ରୁ ଆରମ୍ଭକରି ହଲିଉଡ ପର୍ଯ୍ୟନ୍ତ ଇର୍ଫାନଙ୍କ ଦେହାନ୍ତରେ ଶୋକର ଛାୟା ଖେଳିଯାଇଛି। ଆଜି ୫୩ ବର୍ଷ ବୟସରେ ଇର୍ଫାନ୍‌ ଖାନ୍‌ଙ୍କର ପରଲୋକ ହୋଇଛି। ସେ ଗତ ମଙ୍ଗଳବାର ଦିନ କୋକିଳାବେନ୍‌ ଧୀରୁଭାଇ ଅମ୍ବାନୀ…

ଅନଲାଇନ୍‌ କ୍ଲାସ୍‌ ମାଧ୍ୟମରେ ଆଇନ୍…

ଭୁବନେଶ୍ବର: ଲକ୍‌ଡାଉନ୍‌ ପାଇଁ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ, ବିଶ୍ବବିଦ୍ୟାଳୟ, କୋଚିଂ ସେଣ୍ଟର ଗୁଡ଼ିକ ବନ୍ଦ ରହିଛି। ଲକ୍‌ଡାଉନ୍‌ ପାଇଁ ସରକାରଙ୍କର ଓପିଏସ୍‌ସି ଦ୍ବାରା ପରିଚାଳିତ ହେଉଥିବା ଓଡ଼ିଶା ଜୁଡିସିଆରୀର ଲିଖିତ ପରୀକ୍ଷା ବି ସ୍ଥଗିତ ରହିଛି। ତେଣୁ ଏହି ଲକ୍‌ଡାଉନ୍‌ ସମୟରେ ସାଧାରଣତଃ ଆଇନ୍…

କରୋନା: ରାଜ୍ୟରେ ଆଉ ୩ ଆକ୍ରାନ୍ତ…

ଭୁବନେଶ୍ବର: ରାଜ୍ୟରେ ଆଉ ୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସମସ୍ତ ଆକ୍ରାନ୍ତ ବାଲେଶ୍ବର ଜିଲ୍ଲାର ଏବଂ ପଶ୍ଚିମବଙ୍ଗ ଫେରନ୍ତା ବୋଲି ସ୍ପଷ୍ଟ କରିଛି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ। ଫଳରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୫ରେ ପହଁଞ୍ଚିଛି। ସମସ୍ତ ଆକ୍ରାନ୍ତ ପୁରୁଷ ଓ ବୟସ ଯଥାକ୍ରମେ ୪୪,…

ଲକ୍‌ଡାଉନ୍ ପରେ ଯୁକ୍ତ ଦୁଇ ପରୀକ୍ଷା:…

ଭୁବନେଶ୍ବର: ମହାମରୀ କରୋନାକୁ ପ୍ରତିହତ କରିବା ପାଇଁ ୩ମେ ପର୍ଯ୍ୟନ୍ତ ସାରା ଦେଶ ଲକ୍‌ଡାଉନ୍। ଲକ୍‌ଡାଉନ୍‌ ଫଳରେ ଛାତ୍ରଛାତ୍ରୀଙ୍କ ପରୀକ୍ଷା ହୋଇ ପାରିନାହିଁ। ହେଲେ ଏହାରି ମଧ୍ୟରେ ରାଜ୍ୟରେ ହେବାକୁ ଥିବା ଯୁକ୍ତ ଦୁଇ ପରୀକ୍ଷାକୁ ନେଇ ଆସିଲା ବଡ଼ ଖବର। ଲକ୍‌ଡାଉନ୍ ଉଠିବାର ୭ ଦିନ ଭିତରେ ହିଁ ହେବ…

”ଆପଣ ସହଯୋଗ କଲେ ଇତିହାସ ରଚିବ…

ଭୁବନେଶ୍ବର: ଆଜି ପୁଣିଥରେ ରାଜ୍ୟବାସୀଙ୍କୁ ସମ୍ବୋଧନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭିଡିଓ ବାର୍ତ୍ତା ଜରିଆରେ ସେ ଆଜି ରାଜ୍ୟବାସୀଙ୍କୁ ସମ୍ବୋଧିତ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ, ଗତ ୧୦ ଦିନ ତଳେ ମୁଁ ଆପଣମାନଙ୍କ ସହିତ କଥା ହୋଇଥିଲି। ସେତେବେଳେ ଆମ ରାଜ୍ୟରେ…

ଆଗାମୀ କିଛିଦିନ ରାଜ୍ୟ ପାଇଁ…

ଭୁବନେଶ୍ବର: ଆଜି ପୁଣିଥରେ ରାଜ୍ୟବାସୀଙ୍କ ସମ୍ବୋଧନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭିଡିଓ ବାର୍ତ୍ତା ଜରିଆରେ ସେ ଆଜି ରାଜ୍ୟବାସୀଙ୍କୁ ସମ୍ବୋଧିତ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ, ଗତ ୧୦ ଦିନ ତଳେ ମୁଁ ଆପଣମାନଙ୍କ ସହିତ କଥା ହୋଇଥିଲି। ସେତେବେଳେ ଆମ ରାଜ୍ୟରେ…

କରୋନା: ୩ ନୂଆ ଜିଲ୍ଲାରେ କୋଲକାତା…

ଭୁବନେଶ୍ବର: କୋଲକାତା ଫେରନ୍ତାଙ୍କ ଦେହରେ କରୋନା ଭୂତାଣୁ ଠାବ ଏବେ ରାଜ୍ୟ ପାଇଁ ଚିନ୍ତାର ବିଷୟ ପାଲଟିଛି। ପୂର୍ବରୁ ଯାଜପୁର, ଭଦ୍ରକ ଓ ବାଲେଶ୍ବର ମଧ୍ୟରେ ଏହା ସୀମିତ ଥିବା ବେଳେ ଆଜି ଆଉ ୩ ଜିଲ୍ଲାରେ କୋଲକାତା ଫେରନ୍ତାଙ୍କ ଠାରେ କୋଭିଡ୍-୧୯ ପଜିଟିଭ୍‌ ମିଳିଛି। କେନ୍ଦୁଝର, ଦେଓଗଡ଼ ଓ…

୪ ସହରରେ ଆରମ୍ଭ ହେଲା “ଟେଲି ମେଡିସିନ”…

 ଭୁବନେଶ୍ବର: କରୋନା ମହାମାରୀ ପାଇଁ ସାରା ଦେଶ ଲକ୍‌ଡାଉନ୍। ଫଳରେ ସାରା ଦେଶରେ ଗାଡ଼ି ମଟର ଚଳାଚଳ ବନ୍ଦ ରହିଛି। ଏହି ଲକ୍‌ଡାଉନ୍‌ ସମୟରେ ଗାଡ଼ି ଚଳାଚଳ ବନ୍ଦ ଥିବାରୁ ଅନେକ ରୋଗୀ ମେଡିକାଲ ଯିବା ଆସିବା ସହଜରେ କରି ପାରୁନାହାନ୍ତି ଏବଂ ସଠିକ୍ ସ୍ବାସ୍ଥ୍ୟ ସେବାରୁ ବଞ୍ଚିତ ହେଉଛନ୍ତି। ଏହାକୁ ନଜରରେ ରଖି…

କରୋନା: ଆଉ ୩ ଆକ୍ରାନ୍ତ ଚିହ୍ନଟ,…

ଭୁବନେଶ୍ବର: ରାଜ୍ୟରେ ଆଉ ୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨୨ରେ ପହଁଞ୍ଚିଛି। ରାଜ୍ୟରେ ୩ ନୂଆ ଜିଲ୍ଲାକୁ ବ୍ୟାପିଲା କରୋନା ସଂକ୍ରମଣ। ପ୍ରଥମଥର ପାଇଁ ରାଜ୍ୟର ଦେବଗଡ଼, ଝାରସୁଗୁଡ଼ା ଓ କେନ୍ଦୁଝର ଜିଲ୍ଲାରୁ ଜଣେ ଲେଖାଏଁ କରୋନା ପଜିଟିଭ ଚିହ୍ନଟ…

ଭୁଶୁଡ଼ିଲା ନିର୍ମାଣାଧୀନ ପୋଲ

ବଲାଙ୍ଗୀର: ବଲାଙ୍ଗିର ସ୍ଥିତ ପାଟଣାଗଡ଼ ବ୍ଲକ ତମିଆଁ ମୁଦଲସରେରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ସେଠାରେ ୨୦୧୫ମସିହାରେ ସୁକତେଲ ନଦୀ ଉପରେ ନିର୍ମାଣ କରାଯାଇଥିବା ବ୍ରିଜ ଭୁଶୁଡ଼ି ୨ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି। ଏହାସହ ଜଣେ ଗୁରୁତର ଭାବେ ଆହତ ହୋଇଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ…