Odisha Link
Bridging the Missing Links in Odisha

ଓଡ଼ିଶା: ଅତିରିକ୍ତ ନିର୍ଦ୍ଦେଶକ ପଦବୀକୁ ୬୨୯ ଡାକ୍ତରଙ୍କ ପଦୋନ୍ନତି

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ୬୨୯ ଜଣ ସ୍ବାସ୍ଥ୍ୟ ବିଭାଗ ଅଧିକାରୀଙ୍କୁ ଅତିରିକ୍ତ ନିର୍ଦ୍ଦେଶକ (ସ୍ତର ୨) ପଦବୀକୁ ପଦୋନ୍ନତି ଦିଆଯାଇଛି। Dynamic Assured Career Progression Schemeରେ ଏହି ପଦୋନ୍ନତି ଦିଆଯାଇଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।