Odisha Link
Bridging the Missing Links in Odisha
Monthly Archives

April 2020

”ଆପଣ ସହଯୋଗ କଲେ ଇତିହାସ ରଚିବ…

ଭୁବନେଶ୍ବର: ଆଜି ପୁଣିଥରେ ରାଜ୍ୟବାସୀଙ୍କୁ ସମ୍ବୋଧନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭିଡିଓ ବାର୍ତ୍ତା ଜରିଆରେ ସେ ଆଜି ରାଜ୍ୟବାସୀଙ୍କୁ ସମ୍ବୋଧିତ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ, ଗତ ୧୦ ଦିନ ତଳେ ମୁଁ ଆପଣମାନଙ୍କ ସହିତ କଥା ହୋଇଥିଲି। ସେତେବେଳେ ଆମ ରାଜ୍ୟରେ…

ଆଗାମୀ କିଛିଦିନ ରାଜ୍ୟ ପାଇଁ…

ଭୁବନେଶ୍ବର: ଆଜି ପୁଣିଥରେ ରାଜ୍ୟବାସୀଙ୍କ ସମ୍ବୋଧନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭିଡିଓ ବାର୍ତ୍ତା ଜରିଆରେ ସେ ଆଜି ରାଜ୍ୟବାସୀଙ୍କୁ ସମ୍ବୋଧିତ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ, ଗତ ୧୦ ଦିନ ତଳେ ମୁଁ ଆପଣମାନଙ୍କ ସହିତ କଥା ହୋଇଥିଲି। ସେତେବେଳେ ଆମ ରାଜ୍ୟରେ…

କରୋନା: ୩ ନୂଆ ଜିଲ୍ଲାରେ କୋଲକାତା…

ଭୁବନେଶ୍ବର: କୋଲକାତା ଫେରନ୍ତାଙ୍କ ଦେହରେ କରୋନା ଭୂତାଣୁ ଠାବ ଏବେ ରାଜ୍ୟ ପାଇଁ ଚିନ୍ତାର ବିଷୟ ପାଲଟିଛି। ପୂର୍ବରୁ ଯାଜପୁର, ଭଦ୍ରକ ଓ ବାଲେଶ୍ବର ମଧ୍ୟରେ ଏହା ସୀମିତ ଥିବା ବେଳେ ଆଜି ଆଉ ୩ ଜିଲ୍ଲାରେ କୋଲକାତା ଫେରନ୍ତାଙ୍କ ଠାରେ କୋଭିଡ୍-୧୯ ପଜିଟିଭ୍‌ ମିଳିଛି। କେନ୍ଦୁଝର, ଦେଓଗଡ଼ ଓ…

୪ ସହରରେ ଆରମ୍ଭ ହେଲା “ଟେଲି ମେଡିସିନ”…

 ଭୁବନେଶ୍ବର: କରୋନା ମହାମାରୀ ପାଇଁ ସାରା ଦେଶ ଲକ୍‌ଡାଉନ୍। ଫଳରେ ସାରା ଦେଶରେ ଗାଡ଼ି ମଟର ଚଳାଚଳ ବନ୍ଦ ରହିଛି। ଏହି ଲକ୍‌ଡାଉନ୍‌ ସମୟରେ ଗାଡ଼ି ଚଳାଚଳ ବନ୍ଦ ଥିବାରୁ ଅନେକ ରୋଗୀ ମେଡିକାଲ ଯିବା ଆସିବା ସହଜରେ କରି ପାରୁନାହାନ୍ତି ଏବଂ ସଠିକ୍ ସ୍ବାସ୍ଥ୍ୟ ସେବାରୁ ବଞ୍ଚିତ ହେଉଛନ୍ତି। ଏହାକୁ ନଜରରେ ରଖି…

କରୋନା: ଆଉ ୩ ଆକ୍ରାନ୍ତ ଚିହ୍ନଟ,…

ଭୁବନେଶ୍ବର: ରାଜ୍ୟରେ ଆଉ ୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨୨ରେ ପହଁଞ୍ଚିଛି। ରାଜ୍ୟରେ ୩ ନୂଆ ଜିଲ୍ଲାକୁ ବ୍ୟାପିଲା କରୋନା ସଂକ୍ରମଣ। ପ୍ରଥମଥର ପାଇଁ ରାଜ୍ୟର ଦେବଗଡ଼, ଝାରସୁଗୁଡ଼ା ଓ କେନ୍ଦୁଝର ଜିଲ୍ଲାରୁ ଜଣେ ଲେଖାଏଁ କରୋନା ପଜିଟିଭ ଚିହ୍ନଟ…

ଭୁଶୁଡ଼ିଲା ନିର୍ମାଣାଧୀନ ପୋଲ

ବଲାଙ୍ଗୀର: ବଲାଙ୍ଗିର ସ୍ଥିତ ପାଟଣାଗଡ଼ ବ୍ଲକ ତମିଆଁ ମୁଦଲସରେରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ସେଠାରେ ୨୦୧୫ମସିହାରେ ସୁକତେଲ ନଦୀ ଉପରେ ନିର୍ମାଣ କରାଯାଇଥିବା ବ୍ରିଜ ଭୁଶୁଡ଼ି ୨ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି। ଏହାସହ ଜଣେ ଗୁରୁତର ଭାବେ ଆହତ ହୋଇଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ…

ଜୀବନ ଯୁଦ୍ଧରେ ହାରି ଗଲେ ଇରଫାନ୍

ମୁମ୍ବାଇ: ଜୀବନ ଯୁଦ୍ଧରେ ହାରି ଗଲେ ବଲିଉଡର ଆଗ ଧାଡ଼ିର ଅଭିନେତା ଇରଫାନ୍ ଖାନ୍। ତାଙ୍କର ୫୪ ବର୍ଷ ବୟସରେ ମୃତ୍ୟୁ ହୋିଛି। ଏନେଇ ସୂଚନା ଦେଇଚନ୍ତି ଜଣାଶୁଣା ନିର୍ଦ୍ଦେଶକ ଶୁଜିତ ସରକାର। ସେ ଏନେଇ ଏକ ଟୁଇଟ କରିଛନ୍ତି। ଇରଫାନ୍ କ୍ୟାନସର ରୋଗରେ ପୀଡ଼ିତ ଥିଲେ। ମୁମ୍ବାଇର କୋକିଳାବେନ୍ ହସ୍ପିଟାଲରେ…

କାମରେ ଲାଗୁନି ଅତ୍ୟାଧୁନିକ କୋଭିଡ୍‌…

କୋରାପୁଟ: ଜିଲ୍ଲାରେ ଅତ୍ୟାଧୁନିକ କୋଭିଡ୍‌ ହସ୍ପିଟାଲ ଅଛି। ୧୫୦ ଶଯ୍ୟା ବିଶିଷ୍ଟ ଏହି ହସ୍ପିଟାଲରେ ୩ ଭେଣ୍ଟିଲେଟର ଓ ୨୦ ଆଇସିୟୁ ରହିଛି। ୧୫ ଦିନ ପୂର୍ବରୁ ଏହା କାର୍ଯ୍ୟକ୍ଷମ ହେଲାଣି ବୋଲି ଜିଲ୍ଲା ପ୍ରଶାସନ ସ୍ପଷ୍ଟ କରିଛି। ତଥାପି ଏହି ହସ୍ପିଟାଲ କାମରେ ଲାଗୁନି। କୋରାପୁଟର ପ୍ରଥମ କରୋନା…

ବଦଳିଲା ଆମେରିକା: ଭାରତର ରାଷ୍ଟ୍ରପତି…

ନୂଆଦିଲ୍ଲୀ: ମହାମାରୀ କରୋନା ସଙ୍କଟ ମଧ୍ୟରେ ବିଶ୍ବର ଶକ୍ତିଶାଳୀ ରାଷ୍ଟ୍ର ଆମେରିକାର କ୍ଷମତା କେନ୍ଦ୍ର 'ହ୍ୱାଇଟ୍‌ ହାଉସ୍‌' ଭାରତର ପ୍ରଧାନମନ୍ତ୍ରୀଙ୍କୁ ଟୁଇଟରରେ ଫଲୋ କରିଥିଲା। ହେଲେ ୨୦ ଦିନ ନପୁରୁଣୁ ପୁଣିଥରେ ଅନଫଲୋ କରିଛି 'ହ୍ୱାଇଟ୍‌ ହାଉସ୍‌'। ଭାରତ ହାଇଡ୍ରୋକ୍ସି କ୍ଲୋରକୁଇନ୍‌ ଔଷଧ…

ଖୋଲିଲା ପ୍ରସିଦ୍ଧ ଶୈବ ପୀଠ କେଦାରନାଥ

ଡେରାଡୁନ: ଆଜି ଖୋଲିଲା ପ୍ରସିଦ୍ଧ ଶୈବ ପୀଠ କେଦାରନାଥ ମନ୍ଦିର। ମେଷ ଲଗ୍ନ ଅବସରରେ ଆଜି ପାହାନ୍ତିଆ ସମୟରେ କେଦାରନାଥ ମନ୍ଦିର ଶ୍ରଦ୍ଧାଳୁଙ୍କ ପାଇଁ ଖୋଲା ଯାଇଛି। ବିଧି, ପରମ୍ପରା ଅନୁସାରେ ମନ୍ଦିର ଦ୍ବାର ଖୋଲାଯାଇଥିଲା। ପରେ ପୂଜାର୍ଚ୍ଚନା ଆରମ୍ଭ କରାଯାଇଥିଲା। ଆଜି ପ୍ରଥମ ଦିନରେ ପୂଜକଙ୍କ ସମେତ ୧୬…