Odisha Link
Bridging the Missing Links in Odisha
Daily Archives

May 12, 2020

ନର୍ସ ମାନେ ଚିକିତ୍ସା କ୍ଷେତ୍ରର…

ନୂଆଦିଲ୍ଲୀ: ଆଜି ହେଉଛି ବିଶ୍ବ ନର୍ସ ଦିବସ। ଏହି ଅବସରରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ନର୍ସମାନଙ୍କ ଉଦ୍ୟମର ଭୂୟସୀ ପ୍ରଶଂସା କରିଛନ୍ତି। ଏକ ଟ୍ୱିଟ୍‍ ବାର୍ତ୍ତାରେ ଆଜି ଆନ୍ତର୍ଜାତିକ ନର୍ସ ଦିବସ ଅବସରରେ ବିଶ୍ୱରେ ଲୋକମାନଙ୍କର ସେବା କରୁଥିବା ସମସ୍ତ ନର୍ସମାନଙ୍କ ପ୍ରତି ସେ କୃତଜ୍ଞତା…

ବସ୍‌ ଗଡ଼ିବ, ଭଡ଼ା ବଢ଼ିବ 

ଭୁବନେଶ୍ବର: ରାଜ୍ୟବାସୀଙ୍କ ପାଇଁ ଭଲ ଖବର। ଗ୍ରୀନ୍ ଜୋନ୍‌ରେ ଚାଲିପାରେ ବସ୍। ରାଜ୍ୟ ପରିବହନ ବିଭାଗ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି। ଫଳରେ ଗ୍ରୀନ୍ ଜୋନ୍ ଜିଲ୍ଲାରେ ବସ୍ ଚାଲିବା ନେଇ ହୋଇଥିବା ନିଷ୍ପତ୍ତି ଖୁବ୍ ଶୀଘ୍ର ଲାଗୁ ହୋଇପାରେ ବୋଲି…

ରଥ ନିର୍ମାଣ କାର୍ଯ୍ୟ ୨୨ ସୁଦ୍ଧା ସାର:…

ଭୁବନେଶ୍ୱର: ବହୁ କଳ୍ପନା ଜଳ୍ପନା ପରେ କରୋନା ଭାଇରସ୍‌ ଓ ଲକ୍‌ଡାଉନ୍‌ ମଧ୍ୟରେ ଆରମ୍ଭ ହୋଇଛି ରଥ କାର୍ଯ୍ୟ। ବିଳମ୍ବରେ ହେଉ ପଛେ ରଥ କାମ ଆରମ୍ଭ ହୋଇ ଆଗେଇ ଚାଲିଛି। ରଥ କାମରେ ନିୟୋଜିତ ମହାରଣାଙ୍କ ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ ଓ ସେଠାରେ ସାମାଜିକ ଦୂରତ୍ୱ ରଖାଯାଇ ରଥ କାର୍ଯ୍ୟ କରାଯାଉଛି। ତେବେ ଜୁନ ୨୨…

ସିଲ୍‌ ହେଲା ବାପୁଜୀ ନଗର ମାର୍କେଟ

ଭୁବନେଶ୍ୱର: ଆଜି ରାଜଧାନୀ ଭୁବନେଶ୍ବର ସ୍ଥିତ ବାପୁଜୀ ନଗର ମାର୍କେଟକୁ ସିଲ କରାଯାଇଛି। ଅନିର୍ଦ୍ଧିଷ୍ଟ କାଳ ପାଇଁ ବାପୁଜୀ ନଗର ମାର୍କେଟକୁ ସିଲ କରାଯାଇଛି। ଜରୁରୀ ସାମଗ୍ରୀ ଦୋକାନ ଛାଡ଼ି ବାକି ସବୁ ଦୋକାନ ବନ୍ଦ ରହିବ। ସାମାଜିକ ଦୂରତ୍ୱ ନିୟମ ଉଲ୍ଲଂଘନ କରିବା ଅଭିଯୋଗରେ ବାପୁଜୀ ନଗର ମାର୍କେଟକୁ ସିଲ…

ଆଜି ରାତି ୮ରେ ପୁଣି ଦେଶବାସୀଙ୍କୁ…

ନୂଆଦିଲ୍ଲୀ: କରୋନା ପ୍ରସଙ୍ଗରେ ଆଜି ଦେଶବାସୀଙ୍କୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜି ରାତି ୮ଟାରେ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା ଜାତୀୟ ଟିଭି ଚ୍ୟାନେଲ ଦୂରଦର୍ଶନ ସମେତ ବିଭିନ୍ନ ଟିଭି ଚ୍ୟାନେଲ ଓ ରେଡିଓରେ ସିଧାପ୍ରସାରିତ ହେବ। କରୋନା ସଂକ୍ରମଣ ସମୟରେ ଏହା ଦେଶବାସୀଙ୍କ…

ଆଜି ରାତି ୮ରେ ଦେଶବାସୀଙ୍କୁ ସମ୍ବୋଧନ…

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ କାୟା ବିସ୍ତାର କରିବାରେ ଲାଗିଛି କରୋନା ଭାଇରସ୍। ଏହାରି ମଧ୍ୟରେ ଆଜି ପୁଣି ଦେଶବାସୀକୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜି ରାତି ୮ଟା ସମୟରେ ପୁଣି ଥରେ ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ। ଏନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ…

ସିଂଘମ୍ ଷ୍ଟାଇଲରେ ଷ୍ଟଣ୍ଟ କରି ଅଡ଼ୁଆରେ…

ଭୋପାଳ: ସିଂଘମ୍ ଷ୍ଟାଇଲରେ ଷ୍ଟଣ୍ଟ କରି ଅଡ଼ୁଆରେ ପୋଲିସ୍‌ ବାବୁ। ମଧ୍ୟପ୍ରଦେଶର ଦମୋହ ଜିଲ୍ଲାର ପୋଲିସ୍‌ ଏସ୍‌ଆଇ ମନୋଜ ଯାଦବ ୨ଟି ଚଳନ୍ତା କାର ଉପରେ ଠିଆ ହୋଇ ଷ୍ଟଣ୍ଟ କରିବା ମହଙ୍ଗା ପଡ଼ିଲା। ଏଭଳି ଘଟଣାର ଭିଡିଓ ସୋଶିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓ ଭାଇରାଲ ହେବା ପରେ ପୋଲିସ୍‌…

ଭାରତରେ କରୋନା: ୭୦ ହଜାର ଟପିଲା…

ନୂଆଦିଲ୍ଲୀ: ସାରା ଦେଶରେ ଲାଗୁ ହୋଇଥିବା ଲକ୍‌ଡାଉନ୍‌ ଅବଧି ଶେଷ ହେବାକୁ ଆସୁଛି। ଅନ୍ୟପଟେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏହାରି ମଧ୍ୟରେ ଭାରତରେ ୭୦ ହଜାର ପାର କଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ…

ଆଜିଠୁ ଗଡ଼ିବ ଟ୍ରେନ୍

ଭୁବନେଶ୍ବର: ମହାମାରୀ କରୋନା ଭାଇରସ୍‌କୁ ପ୍ରତିହତ କରିବା ପାଇଁ ସାରା ଦେଶ ଲକ୍‌ଡାଉନ୍। ମେ ୧୭ ଯାଏ ସାରା ଦେଶ ଲକ୍‌ଡାଉନ୍। ହେଲେ ଲକ୍‌ଡାଉନ୍‌ କଟକଣା ମଧ୍ୟରେ ଆଜିଠୁ ସାଧାରଣ ଯାତ୍ରୀଙ୍କ ପାଇଁ ଗଡ଼ିବ ଟ୍ରେନ୍‌। ପ୍ରାଥମିକ ପର୍ଯ୍ୟାୟରେ ଦିଲ୍ଲୀରୁ ଭୁବନେଶ୍ୱର ସମେତ ଦେଶର ପ୍ରମୁଖ ସହରକୁ ୧୫ ଯୋଡ଼ା…

କରୋନା: ଆଉ ୨୩ ଆକ୍ରାନ୍ତ ଚିହ୍ନଟ, ମୋଟ…

ଭୁବନେଶ୍ବର: ଆଜି ସକାଳୁ ରାଜ୍ୟରେ ଆଉ ୨୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୪୩୭ରେ ପହଁଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ଚିହ୍ନଟ ହୋଇଥିବା ୨୩ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ବାଲେଶ୍ୱରରେ ସର୍ବାଧିକ…