Odisha Link
Bridging the Missing Links in Odisha
Daily Archives

May 12, 2020

ଏଣିକି ସମ୍‌ ହସ୍ପିଟାଲରେ କୋଭିଡ୍‌‌…

ଭୁବନେଶ୍ୱର: ରାଜ୍ୟର ପ୍ରଥମ ଘରୋଇ ଡାକ୍ତରଖାନା ଭାବେ କୋଭିଡ୍‌-୧୯ ନୁମନା ପରୀକ୍ଷଣ ପାଇଁ ଅନୁମୋଦନ ପାଇଛି ଆଇଏମ୍‌ଏସ୍ ଓ ସମ୍ ହସ୍ପିଟାଲ। ଓଡ଼ିଶାରେ କୋଭିଡ୍-୧୯ ନମୁନା ପରୀକ୍ଷା ନିମନ୍ତେ ଇଣ୍ଡିଆନ୍ କାଉନସିଲ୍ ଫର୍ ମେଡିକାଲ ରିସର୍ଚ୍ଚ (ଆଇସିଏମ୍‌ଆର୍) ସମ୍‌କୁ ମନୋନୀତ କରିଛି। ରାଜ୍ୟର ଏକମାତ୍ର ଘରୋଇ…

ଦେଶର ବିକାଶ ଯାତ୍ରା ଓ ଆତ୍ମନିର୍ଭର…

ନୂଆଦିଲ୍ଲୀ: ଭାରତକୁ ଏକ ଆତ୍ମନିର୍ଭର ଅର୍ଥନୀତି କରିବାରେ ଏବଂ ଆତ୍ମନିର୍ଭର ଭାରତ ପାଇଁ ମଜବୁତ୍ ସୁଧାର ତଥା ଚାଷୀ, ଶ୍ରମିକ, ମଧ୍ୟବିତ୍ତ  ଓ ଉଦ୍ୟୋଗୀଙ୍କୁ ସଶକ୍ତ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରାୟ ୨୦ ଲକ୍ଷ କୋଟି ଟଙ୍କାର ସ୍ୱତନ୍ତ୍ର ଆର୍ଥିକ ପ୍ୟାକେଜ ଘୋଷଣାକୁ ସ୍ୱାଗତ…

ରାଜ୍ୟରେ ଅଧାରୁ ଅଧିକ କରୋନା ଆକ୍ରାନ୍ତ…

ଭୁବନେଶ୍ବର: ଆଜି ଗୋଟିଏ ଦିନରେ ରାଜ୍ୟରେ ୪୬ ଜଣ ବ୍ୟକ୍ତିଙ୍କ ଠାରେ କରୋନା‌ ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ଏମାନଙ୍କ ମଧ୍ୟରେ ୩୮ ଜଣ ହେଉଛନ୍ତି ଗୁଜରାଟ ଫେରନ୍ତା। ଆଜି ସୁଦ୍ଧା ରାଜ୍ୟରେ ମୋଟ ୪୩୭ ଜଣ କରୋନା ଆକ୍ରାନ୍ତ ହୋଇଥିବା ବେଳେ ଏମାନଙ୍କ ମଧ୍ୟରେ ୨୨୩ ଜଣ ଗୁଜରାଟ ଫେରନ୍ତା ଅଛନ୍ତି। ଗଂଜାମରେ…

ମେ’ ୧୮ରୁ ପୁଣି ବଢ଼ିବ ଲକ୍‌ଡାଉନ୍‌

ନୂଆଦିଲ୍ଲୀ: କରୋନା ମହାମାରୀ ସମୟରେ ଆଜି ୫ମ ଥର ପାଇଁ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସଂପ୍ରସାରିତ ତାଲାବନ୍ଦୀ (ଲକ୍‌ଡାଉନ୍‌ ୩.୦) ମେ' ୧୭ ତାରିଖ ରାତିରେ ଶେଷ ହେଉଥିବା ବେଳେ ମେ' ୧୮ ତାରିଖ ଠାରୁ ଲକ୍‌ଡାଉନ୍‌ର ୪ର୍ଥ ଖଣ୍ଡ ଆରମ୍ଭ ହେବା ନେଇ ସଂକେତ ଦେଇଛନ୍ତି…

ନୂଆ କଟକଣା ସହ ଲାଗୁ ହେବ ଲକ୍‌ଡାଉନ୍‌…

ନୂଆଦିଲ୍ଲୀ: କରୋନା ସଙ୍କଟକୁ ମୁକାବିଲା କରିବା ପାଇଁ ସାରା ଦେଶରେ ଲାଗୁ ହେବ ଲକ୍‌ଡାଉନ୍‌ ୪.୦। ଏନେଇ ଆଜି ଘୋଷଣା କରିଛନ୍ତି ପ୍ରଧନାମନ୍ତ୍ରୀ ନରେନ୍ଦ୍ର ମୋଦି। ମେ ୧୮ ତାରିଖ ପୂର୍ବରୁ ଏନେଇ ବିସ୍ତୃତ ଗାଇଡଲାଇନ୍‌ ଜାରି କରାଯିବ। ଏବଂ ନୂଆ କଟକଣା ଓ ନୂଆ ରୂପରେ ସାରା ଦେଶରେ ଲାଗୁ ହେବ ଲକ୍‌ ଡାଉନ୍‌ ର…

୨୦ ଲକ୍ଷ କୋଟିର ଆର୍ଥିକ ପ୍ୟାକେଜ ଘୋଷଣା…

ନୂଆଦିଲ୍ଲୀ: ଦେଶ କରୋନା ସଂକଟ ଦେଇ ଗତି କରୁଥିବା ବେଳେ ଆଜି ୫ମ ଥର ପାଇଁ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏ ଅବସରରେ ସେ ଆତ୍ମନିର୍ଭର ଭାରତ ଅଭିଯାନର ଶୁଭାରମ୍ଭ କରିଛନ୍ତି। ଏହି ଅଭିଯାନ ଅଧୀନରେ ଦେଶବାସୀଙ୍କ ପାଇଁ ୨୦ ଲକ୍ଷ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ୍‌…

ଆମେ ବଞ୍ଚିବା, ଆଗକୁ ବଢ଼ିବା: ମୋଦି

ନୂଆଦିଲ୍ଲୀ: ଆଜି ପୁଣି ଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। କରୋନା ସଙ୍କଟ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୫ମ ଥର ପାଇଁ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ମୋଦି। ଦେଶବାସୀଙ୍କୁ ସମ୍ବୋଧିତ କରି ମୋଦି କହିଛନ୍ତି ଯେ, ବିଶ୍ବର ୪୨ ଲକ୍ଷରୁ ଅଧିକ ଲୋକ…

ଭଲ ଖବର: ରାଜ୍ୟରେ ସୁସ୍ଥ ହେଲେ ଆଉ ୩୧…

ଭୁବନେଶ୍ବର: ରାଜ୍ୟ ପାଇଁ ବଡ଼ ଖବର। ରାଜ୍ୟରେ ଆଉ ୩୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସମସ୍ତ ସୁସ୍ଥ ଯାଜପୁର ଜିଲ୍ଲାର। ଫଳରେ ରାଜ୍ୟରେ ସୁସ୍ଥଙ୍କ ସଂଖ୍ୟା ୧୦୦ ଟପିଛି। ରାଜ୍ୟରେ ବର୍ତ୍ତମାନ ସୁସ୍ଥଙ୍କ ସଂଖ୍ୟା ୧୧୬ରେ ପହଁଞ୍ଚିଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର ବିଭାଗ ପକ୍ଷରୁ ସୂଚନା…

ଓଡ଼ିଶାରେ ଘୂର୍ଣ୍ଣିଝଡ଼ ସମ୍ଭାବନା: ସୋଆ…

ଭୁବନେଶ୍ୱର: ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଆସନ୍ତା କାଲି ସୁଦ୍ଧା ଏକ ଲଘୁଚାପ ଘନୀଭୂତ ହେବାର ସମ୍ଭାବନା ଦେଖାଦେଇଥିବା ବେଳେ ମେ' ୧୬ ତାରିଖ ସୁଦ୍ଧା ଏହା ଗଭୀର ଅବପାତରେ ପରିଣତ ହୋଇପାରେ ବୋଲି ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ୟୁନିଭର୍ସିଟି)ର ପରିବେଶ ଓ ଜଳବାୟୁ କେନ୍ଦ୍ର (ସିଇସି) ପକ୍ଷରୁ…

୨ ଦିନ ପାଇଁ ସିଲ‌୍‌ ହେଲା ଏୟାର ଇଣ୍ଡିଆ…

ନୂଆଦିଲ୍ଲୀ: ସିଲ୍‌ ହେଲା ଦିଲ୍ଲୀରେ ଥିବା ଏୟାର ଇଣ୍ଡିଆର ମୁଖ୍ୟ କାର୍ଯ୍ୟାଳୟ। କାର୍ଯ୍ୟାଳୟରେ କାର୍ଯ୍ୟ କରୁଥିବା ଜଣେ କର୍ମଚାରୀଙ୍କଠାରେ କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ କାର୍ଯ୍ୟାଳୟକୁ ଦୁଇଦିନ ପାଇଁ ସିଲ୍‌ କରାଯାଇଛି। ସାନିଟାଇଜେସନ୍‌ କରିବା ପାଇଁ ଦୁଇଦିନ ମଙ୍ଗଳବାର ଓ ବୁଧବାର ଏୟାର୍‌…