Odisha Link
Bridging the Missing Links in Odisha
Daily Archives

May 21, 2020

ମୁଖ୍ୟମନ୍ତ୍ରୀ ଅନୁଧ୍ୟାନ କଲେ…

ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆକାଶ ମାର୍ଗରୁ ସାମୁଦ୍ରିକ ବାତ୍ୟା "ଅମ୍ପାନ୍" ଯୋଗୁ କ୍ଷତିଗ୍ରସ୍ତ ହୋଇଥିବା ଅଞ୍ଚଳ ପରିଦର୍ଶନ କରିଛନ୍ତି। ଏଥିସହିତ କ୍ଷତିଗ୍ରସ୍ତ ଫସଲ ଓ ଘରର ଆକଳନ ଖୁବଶୀଘ୍ର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ…

୨୬ ମେ’ରୁ ମାଟ୍ରିକ୍‌ ଖାତା ଦେଖା

ଭୁବନେଶ୍ବର: ବାତ୍ୟା ଅମ୍ପାନ୍‌ ପାଇଁ ସ୍ଥଗିତ ଥିବା ମାଟ୍ରିକ୍‌ ଖାତା ଦେଖା ଆସନ୍ତା ୨୬ ତାରିଖରୁ ହେବ। ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ। ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କୁ ବିଭାଗ ପକ୍ଷରୁ ଚିଠି ଲେଖି ଖାତାଦେଖା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ତେବେ କୋଭିଡ୍-୧୯ ଗାଇଡଲାଇନ୍…

ଷ୍ଟେସନ୍‌ କାଉଣ୍ଟରରେ ମିଳିବ ଟ୍ରେନ…

ନୂଆଦିଲ୍ଲୀ: ଏଣିକି କାଉଣ୍ଟରରେ ମିଳିିବ ଟ୍ରେନ୍‌ ଟିକେଟ୍। ଆସନ୍ତା ୨/୩ ଦିନ ମଧ୍ୟରେ ପୂର୍ବପରି ଷ୍ଟେସନ କାଉଣ୍ଟରରେ ଟ୍ରେନ ଟିକେଟ ମିଳିବ। ଏନେଇ ରେଳମନ୍ତ୍ରୀ ପୀୟୁଷ ଗୋୟଲ ସୂଚନା ଦେଇଛନ୍ତି। ଆସନ୍ତାକାଲି ଠାରୁ ଦେଶର ୧.୭ ଲକ୍ଷ କମନ ସର୍ଭିସ ସେଣ୍ଟରରେ ଟିକେଟ ମିଳିବ ବୋଲି ସେ କହିଛନ୍ତି। ଏହାଛଡ଼ା…

ଜୁଲାଇ ଶେଷ ସୁଦ୍ଧା ମାଟ୍ରିକ ରେଜଲ୍ଟ:…

ଭୁବନେଶ୍ୱର: ଜୁଲାଇ ଶେଷ ସୁଦ୍ଧା ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ। ବୋର୍ଡ କର୍ମକର୍ତ୍ତାଙ୍କ ସହ ଆଲୋଚନା ପରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀରଞ୍ଜନ ଦାସ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ବାତ୍ୟା ଅମ୍ପନ ପାଇଁ ପରୀକ୍ଷା ଖାତା ମୂଲ୍ୟାୟନ ଘୁଞ୍ଚିଛି। ଆଜି କିମ୍ବା କାଲି ସନ୍ଧ୍ୟା ସୁଦ୍ଧା…

କରୋନା: ସୁସ୍ଥ ହେଲେ ଆଉ ୫୦ ଆକ୍ରାନ୍ତ,…

ଭୁବନେଶ୍ବର: ରାଜ୍ୟ ପାଇଁ ପୁଣି ଆଜି ଖୁସି ଖବର। ଆଜି ଆଉ ୫୦ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଫଳରେ ରାଜ୍ୟରେ ସୁସ୍ଥଙ୍କ ସଂଖ୍ୟା ୩୯୩ରେ ପହଁଞ୍ଛିଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମରୁ ୨୨ , ବାଲେଶ୍ବରରୁ…

ଅମ୍ପାନ: ନବୀନଙ୍କୁ ପ୍ରଶଂସା କଲେ ମୋଦି

ଭୁବନେଶ୍ବର: ବାତ୍ୟା ଅମ୍ପାନର ସଫଳ ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ସରକାରଙ୍କୁ ପ୍ରଶଂସା କରିଛନ୍ତି। ଏନେଇ ମୋଦି ଟ୍ୱିଟ କରିଛନ୍ତି। ସେ କହିଛନ୍ତି ଯେ, ରାଜ୍ୟ ସରକାର ସାହସିକତାର ସହ ବାତ୍ୟା ଅମ୍ପନକୁ ମୁକାବିଲା କଲେ। ରାଜ୍ୟବାସୀଙ୍କ ସହ ମୋର ସମବେଦନା ଅଛି। ପୀଡ଼ିତଙ୍କୁ…

ପୁଣି ଓଲଟିଲା ପ୍ରବାସୀ ଶ୍ରମିକଙ୍କ ବସ୍,…

ବାଲେଶ୍ବର: ଆଜି ପୁଣିଥରେ ପ୍ରବାସୀ ଶ୍ରମିକଙ୍କ ବସ୍‌ ଦୁର୍ଘଟଣା ଗ୍ରସ୍ତ। ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଅନ୍ତର୍ଗତ ଲକ୍ଷ୍ମଣନାଥ ଟୋଲ୍‌ଗେଟ୍(ଓଡ଼ିଶା-ପଶ୍ଚିମବଙ୍ଗ ସୀମାନ୍ତ) ନିକଟରେ ଏକ ପ୍ରବାସୀ ଶ୍ରମିକଙ୍କ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ତେବେ ବସ୍‌ ଦୁର୍ଘଟଣାରେ ୪ଜଣ ଗୁରୁତର ଆହତ ହୋଇଥିବା…

କରୋନା ଭାଇରସ୍: ୫ ମାସରେ ୫୦ ଲକ୍ଷରୁ…

ଓଏଲ୍‌ ବ୍ୟୁରୋ: ମହାମାରୀ କରୋନା ଭାଇରସ୍‌କୁ ନେଇ ସାରା ବିଶ୍ବ ଚିନ୍ତିତ। ୨୦୧୯ ଡିସେମ୍ବର ମାସରେ ଚୀନର ଉହାନ ସହରରୁ ଆରମ୍ଭ ହୋଇଥିବା କରୋନା ଭାଇରସ୍‌ କବଳରେ ସାରା ବିଶ୍ବରେ ଆଜି ସୁଦ୍ଧା ୫ ମିଲିୟନ୍‌ ବା ୫୦ ଲକ୍ଷ ଲୋକ ଆକ୍ରାନ୍ତ ହୋଇଛନ୍ତି। ଓ୍ବାଲ୍ଡମିଟର ତଥ୍ୟ ଅନୁଯାୟୀ, ପାଞ୍ଚ ମାସ ତଳେ ଏହି…

ସୌର ଶକ୍ତିରେ ଆଲୋକିତ ହେବ…

ଭୁବନେଶ୍ବର: ବିଶ୍ବ ବିଖ୍ୟାତ କୋଣାର୍କ ମନ୍ଦିର ଓ କୋଣାର୍କ ସହର ହେବ ସୂର୍ଯ୍ୟ ନଗରୀ। ସମ୍ପୂର୍ଣ୍ଣ କୋଣାର୍କ ସହରକୁ ସୌରଚାଳିତ କରିବାକୁ ଯୋଜନା କରୁଛନ୍ତି କେନ୍ଦ୍ର ସରକାର। ଏନେଇ କେନ୍ଦ୍ର ନୂତନ ଓ ଅକ୍ଷୟ ଶକ୍ତି ମନ୍ତ୍ରାଳୟ ନିଷ୍ପତ୍ତି ନେଇଛି। ଏହି ଯୋଜନା ସମ୍ପର୍କରେ ସୂଚନା ଦେଇ ଶକ୍ତି…

ଆଜିଠୁ ଟ୍ରେନ୍‌ ଟିକେଟ୍‌ ବୁକିଂ, କେମିତି…

ଭୁବନେଶ୍ବର: ଲକ୍‌ଡାଉନ୍‌ କଟକଣା ମଧ୍ୟରେ ଦେଶବାସୀଙ୍କ ପାଇଁ ଖୁସି ଖବର। କାରଣ ଜୁନ୍‌ ପହିଲାରୁ ଭାରତୀୟ ରେଳପଥ ପକ୍ଷରୁ ଦେଶର ବିଭିନ୍ନ ସ୍ଥାନକୁ ୨୦୦ ଯାତ୍ରୀବାହୀ ନନ୍‌-ଏସି ଟ୍ରେନ୍‌ ଚଳାଚଳ କରିବ। ଏଥିପାଇଁ ଆଜିଠୁ କେବଳ ଅନଲାଇନ୍‌ (ଆଇଆରସିଟିସି ୱେବସାଇଟ୍‌)ରେ ଟିକେଟ୍‌ ବୁକିଂ କରାଯାଇପାରିବ।…