Odisha Link
Bridging the Missing Links in Odisha
Daily Archives

May 25, 2020

ସନ୍ଥକବି ଭୀମ ଭୋଇ: ଆଜି ୧୭୧ତମ ଜୟନ୍ତୀ

ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ ଦେଖୁ ଦେଖୁ କେ'ବା ସହୁ, ମୋ ଜୀବନ ପଛେ ନର୍କେ ପଡ଼ିଥାଉ ଜଗତ ଉଦ୍ଧାର ହେଉ ।। ଏହି କାଳଜୟୀ ଦୁଇ ଧାଡ଼ିରୁ ହିଁ ସନ୍ଥ କବି ଭୀମ ଭୋଇଙ୍କ ମାନବପ୍ରୀତି ଓ ଜଗତକଲ୍ୟାଣକାରୀ ମନଭାବର ପରିଚୟ ମିଳେ। ଆଜି ସେହି ମହାନ ଭକ୍ତିମାର୍ଗୀଙ୍କର ୧୭୧ ତମ ଜୟନ୍ତୀ। ୧୮୫୦ ମସିହା ଆଜିର…

ଲକ୍‌ଡାଉନ୍‌ର ସୁଯୋଗ ନେଇ ଅନ୍ୟ ଜମିରେ…

ଜଟଣୀ: ଖୋର୍ଦ୍ଧା ଜିଲ୍ଲା ଜଟଣୀ ଅଞ୍ଚଳରେ ପୁଣି ଜମି ମାଫିଆଙ୍କ ଦୌରାତ୍ମ ବଢିବାରେ ଲାଗିଛି। କରୋନା ପାଇଁ ଦେଶବ୍ୟାପି ଲକଡାଉନ ଚାଲିଥିବାବେଳେ ଏହାର ସୁଯୋଗ ନେଇ ଜମି ମାଫିଆ ମାନେ ଏବେ ଅନ୍ୟ ଜମିକୁ କବଜା କରି ଜାଲରେ ବିକ୍ରି କରିବା ପାଇଁ ଯୋଜନା କରିବା ସହ ନିଜ ଜମିକୁ ରାସ୍ତା ନଥିବା କାରଣରୁ ଅନ୍ୟ…

କରୋନା: ଦିନକରେ ସୁସ୍ଥ ହେଲେ ୯୯ ଜଣ

ଭୁବନେଶ୍ବର: ରାଜ୍ୟ ପାଇଁ ଭଲ ଖବର। ରାଜ୍ୟରେ ଆଜି ପୁଣି ସୁସ୍ଥ ହୋଇଛନ୍ତି ଆଉ ୯୯ ଜଣ। ଫଳରେ ରାଜ୍ୟରେ ୬ଶହ ଟପିଛି ସୁସ୍ଥଙ୍କ ସଂଖ୍ୟା। ରାଜ୍ୟରେ ବର୍ତ୍ତମାନ ୬୪୯ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି। ଆଜି ସୁସ୍ଥ…

ଏଣିକି ଖାଲି ରହିବ ବିମାନର ମଝି ସିଟ୍‌,…

ନୂଆଦିଲ୍ଲୀ: ପ୍ରାସ ୨ ମାସ ପରେ ଦେଶରେ ଆଜି ଆରମ୍ଭ ହୋଇଛି ବିମାନ ସେବା। ଅପରପକ୍ଷେ ବିମାନର ମଝି ସିଟ୍‌ ଖାଲି ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମ୍‌କୋର୍ଟ। ମାନ ଯାତ୍ରା ବେଳେ ସାମାଜିକ ଦୂରତ୍ୱ ପାଳନକୁ ନେଇ ହୋଇଥିବା ଏକ ଆବେଦନ ଉପରେ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି।…

ପରଲୋକରେ ହକି କିମ୍ବଦନ୍ତି ବଲବୀର ସିଂହ…

ନୂଆଦିଲ୍ଲୀ: ପରଲୋକରେ ଭାରତୀୟ ହକି କିମ୍ବଦନ୍ତୀ ବଲବୀର ସିଂହ ସିନିଅର। ୯୫ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଯାଇଛି। ୨ ସପ୍ତାହରୁ ଅଧିକ ସମୟ ସ୍ବାସ୍ଥ୍ୟ ସମସ୍ୟରେ ଜୁଝି ହେଉଥିବା ବଲବୀର ଗତକାଲି ରାତିରେ ଚଣ୍ଡିଗଡ଼ର ଏକ ହସ୍ପିଟାଲରେ ପ୍ରାଣ ତ୍ୟାଗ କରିଛନ୍ତି। ମେ ୮ ତାରିଖ ଦିନ ୯୫ ବର୍ଷିୟ ବଲବୀର…

ଯଦି ବିଶ୍ବର ‘କାରଖାନା’…

ନୂଆଦିଲ୍ଲୀ: ଚାଇନା ଯଦି ଦୁନିଆର ଫ୍ୟାକ୍ଟିରି ତେବେ ଭାରତ ଅଫିସ୍‌ ହୋଇ ପାରିବ। ଏଭଳି କିଛି କହିଛନ୍ତି କୋଟାକ ମହିନ୍ଦ୍ରା ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ ଉଦୟ କୋଟାକ୍। ସେ ଆହୁରି କହିଛନ୍ତି ଯେ, ସମସ୍ତ କ୍ଷେତ୍ରରେ ସ୍ୱଳ୍ପ ମୂଲ୍ୟରେ ଭାରତରେ ସର୍ବୋତ୍ତମ ପ୍ରଫେସନାଲ ଉପଲବ୍ଧ, ତେଣୁ ବିଶ୍ବର…

କରୋନା: ରାଜ୍ୟରେ ୧୪ଶହ ଟପିଲା…

ଭୁବନେଶ୍ବର: ରାଜ୍ୟରେ ଆଜି ଆଉ ୧୦୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୪ଶହ ଟପିଛି। ରାଜ୍ୟରେ ବର୍ତ୍ତମାନ ମୋଟ ୧୪୩୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ହୋଇଥିବା…

କରୋନା: ୨୪ ଘଣ୍ଟାରେ ୬୯୭୭ ଆକ୍ରାନ୍ତ…

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ୍‌ ଭାରତରେ ଦିନକୁ ଦିନ ଅଧିକରୁ ଅଧିକ କାୟା ବିସ୍ତାର କରିବାରେ ଲାଗିଛି। ବିଗତ କିଛି ଦିନ ହେବ ଦେଶରେ ହୁ ହୁ ହୋଇ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏହାରି ମଧ୍ୟରେ ଭାରତରେ ଆଜି ସକାଳ ୮ଟା ସୁଦ୍ଧା ୧ ଲକ୍ଷ ୩୮ ହଜାର ପାର କରିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା।…

ଆଜି ଇଦ୍: ଶୁଭେଚ୍ଛା ଜଣାଇଲେ…

ନୂଆଦିଲ୍ଲୀ: ମହାମାରୀ କରୋନା ଓ ଲକ୍‌ ଡାଉନ୍‌ କଟକଣା ମଧ୍ୟରେ ଆଜି ସାରା ଦେଶରେ ପାଳନ ହେଉଛି ଇଦ୍‌ ପର୍ବ। ମୁସଲମାନ ଧର୍ମାବଲମ୍ବୀଙ୍କ ପାଇଁ ଏହା ଏକ ବଡ଼ ପର୍ବ। ଆଜିର ଇଦ୍ ସହ ଶେଷ ହେବ ଦୀର୍ଘ ଏକ ମାସ ଧରି ଚାଲିଥିବା ବ୍ରତ। ଦିନ ବେଳା ଉପବାସ ରହି ସଂଧ୍ୟାରେ ରୋଜା ପାଳନ କରିଆସୁଥିଲେ। ଏହି ରମଜାନ ମାସକୁ…

ବାହା ବେଦିରେ ଭୋ ଭୋ କାନ୍ଦିଥିଲେ…

ଭୁବନେଶ୍ବର: ମହାତ୍ମା ଗାନ୍ଧିଙ୍କ ଅସହଯୋଗ ଆନ୍ଦୋଳନ ଡାକରାରେ ଉଦବୁଦ୍ଧ ହୋଇ ମାତ୍ର ୧୨ ବର୍ଷ ବୟସରେ ପାଠପଢ଼ା ଛାଡ଼ି ସ୍ବାଧୀନତା ସଂଗ୍ରାମରେ ଝାସ ଦେଇଥିଲେ ଜଣାଶୁଣା ସ୍ବାଧୀନତା ସଂଗ୍ରାମୀ ସ୍ବର୍ଗତ ଭବାନୀଚରଣ ପଟ୍ଟନାୟକ। ନିମାପଡ଼ା ଥାନା ପୋଡ଼ିରେ ସଂପୃକ୍ତ ଥିବା ଅଭିଯୋଗରେ ସେହି ବର୍ଷ ଇଂରେଜ ଫୌଜ ତାଙ୍କୁ…