Odisha Link
Bridging the Missing Links in Odisha
Daily Archives

May 28, 2020

ମୁଖ୍ୟମନ୍ତ୍ରୀଙ୍କ ବନ୍ଦେ ଉତ୍କଳ ଜନନୀ…

ନୂଆଦିଲ୍ଲୀ: କୋଭିଡ୍ ଯୋଦ୍ଧାଙ୍କ ସମ୍ମାନରେ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନକୁ ସ୍ୱାଗତ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବୈଶ୍ୱିକ ମହାମାରୀ କରୋନା ଲଢ଼େଇରେ ପ୍ରଥମ ଧାଡିର ଯୋଦ୍ଧାମାନଙ୍କୁ ସମ୍ମାନିତ ଓ ଉତ୍ସାହିତ କରିବା…

ମୁଖ୍ୟମନ୍ତ୍ରୀଙ୍କ ବନ୍ଦେ ଉତ୍କଳ ଜନନୀ…

ଭୁବନେଶ୍ବର: ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୩୦ ତାରିଖରେ କରୋନା ଯୋଦ୍ଧାଙ୍କ ସମ୍ମାନରେ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ ପାଇଁ କରିଥିବା ଆହ୍ୱାନକୁ ସ୍ୱାଗତ କରିଛନ୍ତି ବିଜେପି ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି। ଏ ନେଇ ଶ୍ରୀ ମହାନ୍ତି ଟ୍ୱିଟ୍ କରି କହିଛନ୍ତି ଯେ, କରୋନା…

କରୋନା: ବିଜେପି ଜାତୀୟ ପ୍ରବକ୍ତା ସମ୍ବିତ…

ନୂଆଦିଲ୍ଲୀ: ହସ୍ପିଟାଲରେ ଭର୍ତ୍ତି ହେଲେ ବିଜେପି ଜାତୀୟ ପ୍ରବକ୍ତା ସମ୍ବିତ ପାତ୍ର। ତାଙ୍କ ଠାରେ କୋଭିଡ୍-୧୯ ଲକ୍ଷଣ ଦେଖାଦେବାରୁ ତାଙ୍କୁ ଗୁରଗାଓଁରେ ଏକ ଘରୋଇ ହସ୍ପିଟାଲ‌ରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି। ଚିକିତ୍ସା ପାଇଁ ଗୁରଗାଓଁର ମେଦାନ୍ତ ହସ୍ପିଟାଲ‌ରେ ତାଙ୍କୁ ଭର୍ତ୍ତି କରାଯାଇଥିବା…

ଗରିବ ଓ ପ୍ରବାସୀଙ୍କ ପାଇଁ ଟ୍ରେଜେରି…

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ୍‌କୁ ପ୍ରତିହକ କରିବା ପାଇଁ ଲକ୍‌ଡାଉନ୍‌ କଟକଣା ଲାଗୁ କରିଛନ୍ତି କେନ୍ଦ୍ର ସରକାର। ଲକ୍‌ଡାଉନ୍‌ ପାଇଁ ସମସ୍ତ କ୍ଷେତ୍ରରେ ଅସୁବିଧା ପରିଲିକ୍ଷିତ ହୋଇଛି। ଏସବୁ ମଧ୍ୟରେ ସବୁଠୁ ବେଶି ଅସୁବିଧାରେ ଅଛନ୍ତି ଗରିବ ଲୋକ ଓ ପ୍ରବାସୀ ଶ୍ରମିକ। ଆଜି କଂଗ୍ରେସ ଅଧ୍ୟକ୍ଷା…

ଭଲ ଖବର: ଆଉ ୭୫ ସୁସ୍ଥ

ଭୁବନେଶ୍ବର: ରାଜ୍ୟ ପାଇଁ ଖୁସି ଖବର। ଆଜି ରାଜ୍ୟରେ ଆଉ ୭୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଫଳରେ ରାଜ୍ୟରେ ୮୮୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ସୁସ୍ଥ ହୋଇଥିବା ୭୫ ଜଣଙ୍କ ମଧ୍ୟରୁ ଯାଜପୁରରୁ ୨୫ ଜଣ, ଗଞ୍ଜାମରୁ…

ନବୀନଙ୍କ ଆହ୍ବାନ: ମେ’ ୩୦ରେ…

ଭୁବନେଶ୍ବର: କେବଳ ଓଡ଼ିଶାରେ ନୁହେଁ, ବିଶ୍ବର କୋଣ ଅନୁକୋଣରେ ଓଡ଼ିଆମାନେ ଯିଏ ଯେଉଁଠି ଅଛନ୍ତି, ଆଗାମୀ ମେ' ୩୦ ତାରିଖରେ ନିଜର ଏକତା ଦେଖାଇବେ। କରୋନା ଯୋଦ୍ଧାଙ୍କୁ ଉତ୍ସାହିତ କରିବା ଲାଗି ମେ' ୩୦ ସଂଧ୍ୟା ୫ଟା ୩୦ରେ ଓଡ଼ିଶାର ରାଜ୍ୟ ସଂଗୀତ 'ବନ୍ଦେ ଉତ୍କଳ ଜନନୀ' ଗାନ କରିବା ପାଇଁ ଆହ୍ବାନ ଦେଇଛନ୍ତି…

କରୋନା ଯୁଦ୍ଧରେ ଓଡ଼ିଶା ସାରା ବିଶ୍ୱରେ…

 ‘ବନ୍ଦେ ଉତ୍କଳ ଜନନୀ’ ଗାନ କରି କୋଭିଡ୍ ଯୋଦ୍ଧାଙ୍କୁ ଉତ୍ସାହିତ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କ ପୁଣି ଥରେ ଏକ ଭିଡିଓ ମାଧ୍ୟମରେ ବାର୍ତ୍ତା ଦେଇଛନ୍ତି। ସେ କହିଛନ୍ତି ଯେ ପ୍ରତିଟି ଜୀବନର ସୁରକ୍ଷା କରିବା ଆମର ପ୍ରଥମ ଦାୟିତ୍ୱ।…

ଦୁର୍ନୀତିଗ୍ରସ୍ତ ସରକାରୀ କର୍ମଚାରୀ…

ଚେନ୍ନାଇ: ଦୁର୍ନୀତିଖୋର ସରକାରୀ କର୍ମଚାରୀମାନେ ହେଉଛନ୍ତି ଦେଶ ବିକାଶର ଅନ୍ତରାୟ। ଏଭଳି ବ୍ୟକ୍ତିଙ୍କୁ ଦେଶଦ୍ରୋହୀ ଘୋଷଣା କରିଦେବା କଥା ବୋଲି କହିଛନ୍ତି ମାଡ୍ରାସ୍‌ ଉଚ୍ଚ ନ୍ୟାୟାଳୟ। ଆଜି ଏକ ମାମଲାର ଶୁଣାଣି ବେଳେ ବିଚାରପତି ଏସ୍‌ଏନ୍‌ ସୁବ୍ରମନିଅନ୍‌ ତାଙ୍କର ଏକ ରାୟରେ ଏଭଳି ମତ ରଖିଛନ୍ତି।…

କରୋନା ଯୋଦ୍ଧାଙ୍କୁ ପ୍ରଶଂସା କଲେ ନବୀନ,…

ଭୁବନେଶ୍ବର: ମହାମାରୀ କରୋନା ଭାଇରସ୍‌କୁ ପ୍ରତିହତ କରିବା ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। ଏହାରି ମଧ୍ୟରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରୋନା ଯୋଦ୍ଧାଙ୍କ ସହ ଟେଲିଫୋନ ଯୋଗେ କଥା ହୋଇଛନ୍ତି। ଲୋକଙ୍କ ସେବା କରିବାବେଳେ ଯେଉଁ ସରପଞ୍ଚ, ଆଶା ଓ ଅଙ୍ଗନୱାଡି କର୍ମୀ କରୋନାରେ…

କରୋନା ସମୟରେ ଗଣମାଧ୍ୟମ ପରିଚାଳନା

ଅନ୍ୟ ବ୍ୟାବସାୟିକ କ୍ଷେତ୍ର ଭଳି କରୋନା ମହାମାରୀ ଦ୍ବାରା ଗଣମାଧ୍ୟମ ଶିଳ୍ପ ମଧ୍ୟ ବେଶ୍‌ ପ୍ରଭାବିତ ହୋଇଛି। ଓଡ଼ିଶାରେ ପୋର୍ଟାଲଗୁଡ଼ିକ ସମ୍ପୂର୍ଣ୍ଣ ଧରାଶୟୀ ହୋଇପଡ଼ିଥିବା ବେଳେ ଖବରକାଗଜଗୁଡ଼ିକ ଆର୍ଥିକ ଓ ବ୍ୟାବସାୟିକ ସଂକଟ ଦେଇ ଗତି କରୁଛନ୍ତି। ଟିଭି ଚ୍ୟାନେଲରେ ମଧ୍ୟ ବିଜ୍ଞାପନ ଆଧାର କମିଯାଇଛି।…