Odisha Link
Bridging the Missing Links in Odisha
Daily Archives

May 29, 2020

ରାଜ୍ୟରେ ୧୭ଶହ ଟପିଲା ଆକ୍ରାନ୍ତଙ୍କ…

ଭୁବନେଶ୍ବର: ରାଜ୍ୟରେ ଆଜି ଆଉ ୬୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ରାଜ୍ୟରେ ୧୭୨୩ ରେ ପହଁଞ୍ଚିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଆଜି ୧୫ଟି ଜିଲ୍ଲାରୁ ମୋଟ ୬୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।…

ଦେଶରେ କରୋନା: ୨୪ ଘଣ୍ଟାରେ ସର୍ବାଧିକ…

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ୍‌ ଭାରତରେ ଦିନକୁ ଦିନ ଅଧିକରୁ ଅଧିକ କାୟା ବିସ୍ତାର କରିବାରେ ଲାଗିଛି। ବିଗତ କିଛି ଦିନ ହେବ ଦେଶରେ ହୁ ହୁ ହୋଇ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏହାରି ମଧ୍ୟରେ ଭାରତରେ ଆଜି ସକାଳ ୮ଟା ସୁଦ୍ଧା ୧ ଲକ୍ଷ ୬୫ ହଜାର ପାର କରିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା।…

ପିଏମ୍‌ ମୋଦି ଭଲ ମୁଡରେ ନାହାନ୍ତି:…

ଓ୍ବାଶିଂଟନ୍: କିଛିଦିନ ହେବ ଭାରତ ଓ ଚୀନ ମଧ୍ୟରେ ସୀମାକୁ ନେଇ ବିବାଦ ଦେଖିବାକୁ ମିଳିଛି। ଏପରିକି ଆମେରିକା ରାଷ୍ଟ୍ରପତି ଡ୍ରୋନାଲ୍ଡ ଟ୍ରମ୍ପ୍‌ ୨ ଦେଶର ବିବାଦ ମଧ୍ୟରେ ମଧ୍ୟସ୍ଥତା କରିବା ପାଇଁ ନିରନ୍ତର ଆଲୋଚନା କରୁଛନ୍ତି। ବର୍ତ୍ତମାନ ସମୟରେ ପିଏମ୍‌ ମୋଦୀଙ୍କ ବିଷୟରେ ଉଲ୍ଲେଖ କରି କହିଛନ୍ତି ଯେ,…

ଓଡ଼ିଶା ରାଜନୀତି ଓ ମେ’ ୨୯

୨୯ ତାରିଖ ଓଡ଼ିଶାବାସୀ ଓ ରାଜ୍ୟ ରାଜନୀତି ପାଇଁ ଏକ ସ୍ମରଣୀୟ ତାରିଖ। ଯେମିତି ଅକ୍ଟୋବର ୨୯ ଆସିଲେ ଓଡ଼ିଶାବାସୀଙ୍କ ମନରେ ମହାବାତ୍ୟାର ଭୟ ସଞ୍ଚରି ଉଠେ ଠିକ୍‌ ସେମିତି ମେ ୨୯ ଆସିଲେ ରାଜ୍ୟ ରାଜନୈତିକ ପାଣିପାଗ ହଲଚଲ ହୋଇଥିବା କଥା ମନେ ପଡ଼େ। ଅକ୍ଟୋବର ୨୯ ସର୍ବଦା ରାଜ୍ୟବାସୀଙ୍କ ମନରେ ଅଲିଭା ଦାଗ ସଦୃଶ…

ଟ୍ବିନ୍‌ ସିଟି: ରାତିରେ ଦେଢ଼ଘଣ୍ଟା ଧରି…

ଭୁବନେଶ୍ୱର: ଗୁରୁବାର ଦିନ ବିଳମ୍ବିତ ରାତିରେ ଟୁଇନ୍‌ ସିଟି ଭୁବନେଶ୍ବର ଓ କଟକରେ ପ୍ରବଳ ବର୍ଷା, ପବନ ସାଙ୍ଗକୁ ଘଡଘଡି ଜାରି ରହିଥିଲା। ରାତି ପ୍ରାୟ ୩ଟାରୁ ଦେଢ଼ ଘଣ୍ଟା ପର୍ଯ୍ୟନ୍ତ ପ୍ରବଳ ବର୍ଷା ସାଙ୍ଗକୁ ପବନ ବହିଥିଲା। ଫଳରେ ରାଜଧାନୀ ଭୁବନେଶ୍ୱରର କିଛି ଅଞ୍ଚଳରେ ଗଛ ଭାଙ୍ଗି ପଡିଥିବାର ସୂଚନା…

ଭାରତ-ଚୀନ ସୀମା ବିବାଦ: ଟ୍ରମ୍ପଙ୍କ…

ନୂଆଦିଲ୍ଲୀ: ମହାମାରୀ କରୋନା ସମୟରେ ବର୍ତ୍ତମାନ ଭାରତ ଓ ଚୀନ ସୀମା ବିବାଦ ସବୁଠାରୁ ଚର୍ଚ୍ଚାର ବିଷୟ। ଅନ୍ୟପଟେ ସୀମା ବିବାଦ ପ୍ରସଙ୍ଗରେ ମଧ୍ୟସ୍ଥତା କରିବା ଲାଗି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦେଇଥିବା ପ୍ରସ୍ତାବକୁ ଭାରତ ପ୍ରତ୍ୟାଖ୍ୟାନ କରିଛି। ଟ୍ରମ୍ପଙ୍କ ପ୍ରସ୍ତାବ ଉପରେ ଉତ୍ତର ଦେଇ…