Odisha Link
Bridging the Missing Links in Odisha
Daily Archives

May 29, 2020

କଟକ: କରୋନା ପାଇଁ ଦେବୀ ମନ୍ଦିରରେ…

ଭୁବନେଶ୍ବର: କରୋନା ଭୂତାଣୁ ଜନିତ ସଂକ୍ରମଣରେ ସାରା ବିଶ୍ବ ସଙ୍କଟ ସମୟ ଦେଇ ଗତି କରୁଥିବା ବେଳେ କଟକ ଜିଲ୍ଲା ନରସିଂହପୁରରେ ଏକ ବିଭତ୍ସ କାଣ୍ଡ ଦେଖିବାକୁ ମିଳିଛି। କରୋନା ଭୂତାଣୁକୁ ତଡ଼ିବା ପାଇଁ ଅନ୍ଧବିଶ୍ବାସର ବଶବର୍ତ୍ତୀ ଜଣେ ପୂଜକ ଦେବୀ ମନ୍ଦିରରେ ଭକ୍ତଙ୍କୁ ବଳି ଚଢ଼ାଇଛନ୍ତି। ଏ ଘଟଣାରେ ଅଭିଯୁକ୍ତ…

‘ବନ୍ଦେ ଉତ୍କଳ ଜନନୀ’…

ଭୁବନେଶ୍ବର: କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଲିଖିତ 'ବନ୍ଦେ ଉତ୍କଳ ଜନନୀ' ଗୀତକୁ ରାଜ୍ୟସଂଗୀତ ବୋଲି ସ୍ପଷ୍ଟ କରିଛନ୍ତି ଓଡ଼ିଶା ସରକାର। କରୋନା ଯୋଦ୍ଧାଙ୍କୁ ସମ୍ମାନ ଜଣାଇ ଓଡ଼ିଶା ଓ ଓଡ଼ିଶା ବାହାରେ ରହୁଥିବା ସବୁ ଓଡ଼ିଆ ଆସନ୍ତାକାଲି ସଂଧ୍ୟା ୫ଟା ୩୦ରେ 'ବନ୍ଦେ ଉତ୍କଳ ଜନନୀ' ଗାନ କରିବାକୁ…

ପରଲୋକରେ ଛତିଶଗଡ଼ର ପ୍ରଥମ ମୁଖ୍ୟମନ୍ତ୍ରୀ…

ରାୟପୁର: ପରଲୋକରେ ଛତିଶଗଡ଼ର ପ୍ରଥମ ମୁଖ୍ୟମନ୍ତ୍ରୀ ଅଜିତ ଯୋଗୀ। ମୃତ୍ୟୁ ବେଳକୁ ଅଜିତ୍‌ ଯୋଗୀଙ୍କୁ ୭୪ ବର୍ଷ ବୟସ ହୋଇଥିଲା। ଏନେଇ ନେଇ ଟ୍ୱିଟରେ ସୂଚନା ଦେଇଛନ୍ତି ପୁଅ ଅମିତ ଯୋଗୀ। ଅଜିତ୍‌ ଯୋଗୀ ଗତ ମେ ୯ ତାରିଖରେ ହୃଦାଘାତର ଶିକାର ହେବାପରେ ଚିକିତ୍ସା ପାଇଁ ତାଙ୍କୁ ରାୟପୁରର ଏକ ଘରୋଇ ହସ୍ପିଟାଲରେ…

ବିରୋଧିଙ୍କ ଟାର୍ଗେଟରେ ନବୀନ, କହିଲେ…

ଭୁବନେଶ୍ୱର: ମହାମାରୀ କରୋନା ସଙ୍କଟ ସମୟରେ କୋଭିଡ ଯୋଦ୍ଧାଙ୍କ ସମ୍ମାନରେ ଶନିବାର ଅପରାହ୍ନ ୫ଟା ୩୦ ସମୟରେ 'ବନ୍ଦେ ଉତ୍କଳ ଜନନୀ' ଗୀତ ଗାଇବାକୁ ମୁଖ୍ୟମନ୍ତ୍ରୀ ଆହ୍ବାନ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନକୁ ଉଭୟ ବିଜେପି ଓ କଂଗ୍ରେସ ସ୍ବାଗତ କରିଛିନ୍ତି। ହେଲେ ମୁଖ୍ୟମନ୍ତ୍ରୀ ନବୀନଙ୍କ ଏହି…

ବିମାନରେ ୧୭୭ ଯୁବତୀଙ୍କୁ କେରଳରୁ ଓଡ଼ିଶା…

ଭୁବନେଶ୍ବର: ପ୍ରବାସୀ ଶ୍ରମିକଙ୍କ ପ୍ରତି ପୁଣି ନିଜର ହୃଦୟବତ୍ତା ପ୍ରଦର୍ଶନ କରିଛନ୍ତି ବଲିଉଡ୍‌ ଅଭିନେତା ସୋନୁ ସୁଡ୍। କେରଳରେ ଫସି ରହିଥିବା ୧୭୭ ଜଣ ଓଡ଼ିଆ ଯୁବତୀଙ୍କୁ ବିମାନ ଯୋଗେ ଭୁବନେଶ୍ବର ଆଣିବାର ବ୍ୟବସ୍ଥା କରିଛନ୍ତି ଏହି ଅଭିନେତା। ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ କେରଳର…

ଥାଇଲାଣ୍ଡର ଶାପଗ୍ରସ୍ତ ସାପ, ଦେଖନ୍ତୁ…

ଯେଉଁମାନେ ଥାଇଲାଣ୍ଡ ଭ୍ରମଣରେ ଯାଇଥିବେ ନାକା ଗୁମ୍ଫା ବାବଦରେ ଅବଶ୍ୟ ଶୁଣିଥିବେ, କେହି କେହି ଏହା ବୁଲିବାକୁ ଯାଇଥାଇ ପାରନ୍ତି। ଏଠାରେ ସହସ୍ର ବର୍ଷ ପୂର୍ବେ ଏକ ବିଶାଳକାୟ ସାପ ଅଭିଶାପ ପାଇ ପଥର ପାଲଟିଯାଇଥିବାର କିମ୍ବଦନ୍ତୀ ରହିଛି। ହିନ୍ଦୁ ପୁରାଣରେ ଅଭିଶାପ ପାଇ ପଥର ହେବାର ଏକାଧିକ ଉଦାହରଣ…

ପ୍ରବାସୀଙ୍କୁ ଜୀବିକା ଯୋଗାଇବେ ସରକାର,…

ଭୁବନେଶ୍ବର: ଆଜି ନବୀନ ସରକାରଙ୍କ ୫ମ ପାଳିର ପ୍ରଥମ ବର୍ଷ ପୂରଣ ହୋଇଛି। ଏହି ଅବସରରେ ଆଜି ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ମୋଟ ୨୨ଟି ପ୍ରସ୍ତାବରେ କ୍ୟାବିନେଟ ମୋହର ଲାଗିଛି। ଏନେଇ ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।…

୨୨ଟି ପ୍ରସ୍ତାବକୁ କ୍ୟାବିନେଟ ମୋହର,…

ଭୁବନେଶ୍ବର: ଶୁକ୍ରବାର ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ୨୨ଟି ପ୍ରସ୍ତାବ ଉପରେ କ୍ୟାବିନେଟ ମୋହର ବାଜିଛି। ବୈଠକ ପରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଏକ ସାମ୍ବାଦିକ ସମ୍ମିଳନୀରେ ଏ ସମ୍ପର୍କରେ ବିସ୍ତୃତ ସୂଚନା ଦେଇଛନ୍ତି। କ୍ୟାବିନେଟରେ କ’ଣ କ’ଣ…

ପୁଣି ‘ବନ୍ଦେ ଉତ୍କଳ ଜନନୀ’…

ଭୁବନେଶ୍ବର: କରୋନା ଲଢ଼େଇରେ ସାମିଲ ବ୍ୟକ୍ତିଙ୍କୁ ଶ୍ରଦ୍ଧା ଓ ସମ୍ମାନ ପ୍ରଦର୍ଶନ ପାଇଁ ଓଡ଼ିଶା ଓ ଓଡ଼ିଶା ବାହାରେ ଥିବା ଓଡ଼ିଆମାନଙ୍କୁ ମେ' ୩୦ ତାରିଖ ସଂଧ୍ୟା ୫ଟା ୩୦ରେ ସମୁହ 'ବନ୍ଦେ ଉତ୍କଳ ଜନନୀ' ଗାନ କରିବା ଲାଗି ଆହ୍ବାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏ ଆହ୍ବାନକୁ ଦଳ, ମତ ଓ ଅଞ୍ଚଳ…

ନୟାଗଡ଼: ୭ଟି ବ୍ଲକ୍‌କୁ ବ୍ୟାପିଲା କରୋନା

ନୟାଗଡ଼: ରାଜ୍ୟରେ ଆଜି ୧୫ଟି ଜିଲ୍ଲାରେ ଆଉ ୬୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ରାଜ୍ୟରେ ୧୭୨୩ ରେ ପହଁଞ୍ଚିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଏଥିସହିତ ଆଜି ନୟାଗଡ଼ ଜିଲ୍ଲାରୁ ଆଉ ୭ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ଜିଲ୍ଲାରେ ୬୪ରେ ପହଁଞ୍ଚିଛି ମୋଟ ଆକ୍ରାନ୍ତଙ୍କ ସଂଖ୍ୟା। ଆଜି…