Odisha Link
Bridging the Missing Links in Odisha
Daily Archives

May 31, 2020

ନିର୍ମାଣାଧୀନ ବଲାଙ୍ଗୀ ବନ୍ଧ ପାର୍କ…

ନୟାଗଡ଼: ନୟାଗଡ଼ ସହର ଉପକଣ୍ଠରେ ନିର୍ମାଣ ହେଉଛି ବଲାଙ୍ଗୀ ବନ୍ଧ ପାର୍କ। ଏହି ପାର୍କକୁ ବିଶ୍ବସ୍ତରୀୟ ପାର୍କର ପରିକଳ୍ପନା ନେଇ ଆଜି କାର୍ଯ୍ୟ ତଦାରଖ କରିଛନ୍ତି ନୟାଗଡ଼ ବିଧାୟକ ବା କୃଷି ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ। ଗତକାଲି ଭଳି ଆଜି ମଧ୍ୟ ସକାଳୁ ସକାଳୁ ନିର୍ମାଣାଧୀନ ବଲାଙ୍ଗୀ ବନ୍ଧ…

କାଲିଠୁ ଯୁକ୍ତ ୨ ଅନ୍‌ଲାଇନ୍‌ ଖାତା…

ଭୁବନେଶ୍ବର: ଆସନ୍ତାକାଲିଠୁ ରାଜ୍ୟରେ ଆରମ୍ଭ ହେବ ଯୁକ୍ତ ୨ ଖାତା ମୂଲ୍ୟାୟନ। ଏନେଇ ସୂଚନା ଦେଇଛନ୍ତି ମନ୍ତ୍ରୀ ସମୀର ଦାଶ। ଶ୍ରୀ ଦାଶଙ୍କ ସୂଚନା ଅନୁଯାୟୀ, ୩୬ଟି ଅନଲାଇନ ମୁଲ୍ୟାୟନ କେନ୍ଦ୍ରରେ ହେବ ଯୁକ୍ତ ୨ ଖାତା ଦେଖା। ଏହା ମୁଲ୍ୟାୟନ ୨ଟି ପର୍ଯ୍ୟାୟରେ ଏବଂ ୨ଟି ସିଫ୍ଟରେ ହେବ। ପ୍ରଥମ ସିଫ୍ଟ ସକାଳ…

ପୂର୍ବ ଭାରତ ଦେଶର ବିକାଶର ଇଞ୍ଜିନ ହେବ:…

ନୂଆଦିଲ୍ଲୀ: ସାରା ଦେଶରେ ଲାଗି ରହିଛି ମହାମାରୀ କରୋନ ସଙ୍କଟ। ଏହାରି ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରେଡିଡ କାର୍ଯ୍ୟକ୍ରମ 'ମନ୍‌ କି ବାତ୍' କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। ଲକ୍‌ଡାଉନ୍‌ କଟକଣା ମଧ୍ୟରେ ପିଏମ୍‌ ମୋଦି ୩ୟ ଥର ପାଇଁ ମନ୍‌ କି ବାତ୍‌ କାର୍ଯ୍ୟକ୍ରମ…

ମାସ୍କ ପିନ୍ଧନ୍ତୁ, ସାମାଜିକ ଦୂରତା…

ନୂଆଦିଲ୍ଲୀ: ସାରା ଦେଶରେ ଲାଗି ରହିଛି ମହାମାରୀ କରୋନ ସଙ୍କଟ। ଏହାରି ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରେଡିଡ କାର୍ଯ୍ୟକ୍ରମ 'ମନ୍‌ କି ବାତ୍' କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। ଲକ୍‌ଡାଉନ୍‌ କଟକଣା ମଧ୍ୟରେ ପିଏମ୍‌ ମୋଦି ୩ୟ ଥର ପାଇଁ ମନ୍‌ କି ବାତ୍‌ କାର୍ଯ୍ୟକ୍ରମ…

ଜୁନ୍‌ ୧୭ରେ ଖୋଲିବ ନାହିଁ ସ୍କୁଲ:…

ଭୁବନେଶ୍ବର: ବର୍ତ୍ତମାନ ସମୟରେ ରାଜ୍ୟରେ ଖୋାଲିବ ନାହିଁ ସ୍କୁଲ। ପୂର୍ବରୁ ଜୁନ୍‌ ୧୭ ପର୍ଯ୍ୟନ୍ତ ସ୍କୁଲ ଛୁଟି କରିଥିଲେ ସରକାର। ହେଲେ ସ୍ଥିତିର ଅନୁଧ୍ୟାନ ପରେ ସ୍କୁଲ ଖୋଲିବା ନେଇ ନିଷ୍ପତି ନେବେ ରାଜ୍ୟ ସରକାର। ଏନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ। ବର୍ତ୍ତମାନ ଲକ୍‌ଡାଉନ୍‌…

କରୋନା: ଦିନକରେ ସର୍ବାଧିକ ୮,୩୮୦…

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ୍‌ ଭାରତରେ ଦିନକୁ ଦିନ ଅଧିକରୁ ଅଧିକ କାୟା ବିସ୍ତାର କରିବାରେ ଲାଗିଛି। ବିଗତ କିଛି ଦିନ ହେବ ଦେଶରେ ହୁ ହୁ ହୋଇ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏହାରି ମଧ୍ୟରେ ଭାରତରେ ଆଜି ସକାଳ ୮ଟା ସୁଦ୍ଧା ୧ ଲକ୍ଷ ୮୨ ହଜାର ପାର କରିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା।…

ରାଜ୍ୟରେ ୧୯ଶହ ଟପିଲା ଆକ୍ରାନ୍ତଙ୍କ…

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ ବଢ଼ି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ରାଜ୍ୟରେ ଆଜି ପୁଣି ୧୨୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ରାଜ୍ୟରେ ୧୯୪୮ରେ ପହଁଞ୍ଚିଛି ଆକ୍ରାନ୍ତଙ୍କ ସଂଖ୍ୟା। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ରାଜ୍ୟର…

ଇତିହାସ ରଚିଲା ଆମେରିକା, ଲଞ୍ଚ ହେଲା…

ଓ୍ବାଶିଂଟନ: ଖରାପ ପାଖ କାରଣରୁ ୩ଦିନ ପୂର୍ବରୁ ଆମେରିକା ମହାକାଶ ଜଗତରେ ଇତିହାସ ଲେଖିବା ପୂର୍ବରୁ ଅଟକି ଯାଇଥିଲା। ହେଲେ ଆଜି ମେ ୩୧ରେ, ଆମେରିକାର ସ୍ପେସ୍ ଏଜେନ୍ସି ନାସା (ନାସା) ଘରୋଇ ମହାକାଶଯାନ ଡ୍ରାଗନ୍ ୨ଜଣ ମହାକାଶଚାରୀଙ୍କୁ ନେଇ ସଫଳତାର ସହ ଆନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନ୍‌କୁ ଉଡ଼ାଣ ଭରିଛି।…

ବନ୍ଦେ ଉତ୍କଳ ଜନନୀ: ଓଡ଼ିଶା ସହ ସ୍ୱର…

ଭୁବନେଶ୍ୱର: କରୋନା ମହାମାରୀ ବିରୁଦ୍ଧରେ ଲଢ଼ୁଥିବା କରୋନା ଯୋଦ୍ଧାମାନଙ୍କୁ ଉତ୍ସାହିତ ଓ ସମ୍ମାନିତ କରିବା ନିମନ୍ତେ ଶନିବାର ସାରା ଓଡ଼ିଶା ସହିତ ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ୟୁନିଭର୍ସିଟି) ମଧ୍ୟ କାଳଜୟୀ ଓଡ଼ିଆ ଦେଶାତ୍ମବୋଧକ ସଂଗୀତ “ବନ୍ଦେ ଉତ୍କଳ ଜନନୀ” ଗାନ କରିବାର ସ୍ୱତନ୍ତ୍ର…

ରାଜ୍ୟପାଳ ଗାଇଲେ ରାଜ୍ୟ ସଂଗୀତ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ କ୍ରମେ ଦଳ, ମତ, ପଦବି, ଅଞ୍ଚଳ ଓ ଧର୍ମ ନିର୍ବିଶେଷରେ ବିଶ୍ବସାରା ଓଡ଼ିଆ ମେ' ୩୦ ସଂଧ୍ୟାରେ ବନ୍ଦେ ଉତ୍କଳ ଜନନୀ ଗାନ କରିଛନ୍ତି। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ମଧ୍ୟ ଏହି କାର୍ଯ୍ୟକ୍ରମରେ ଭାଗନେଇ ଓଡ଼ିଶାର ରାଜ୍ୟସଂଗୀତ ଗାନ କରିଛନ୍ତି। ଗତକାଲି ସଂଧ୍ୟାରେ…