Odisha Link
Bridging the Missing Links in Odisha
Daily Archives

June 2, 2020

ରାଜ୍ୟପାଳଙ୍କୁ ଦାବି ପତ୍ର ପ୍ରଦାନ

ଭୁବନେଶ୍ୱର : ସବୁ ଦିନ ଭଳି ଆଜି ମଧ୍ୟ ବିବାଦ ଘେରରେ ଛନ୍ଦି ହୋଇଛି ଉତ୍କଳ ବିଶ୍ୱବିଦ୍ୟାଳୟ। କେବେ ଛାତ୍ର ରାଜନିତୀକୁ ନେଇ ବିବାଦ ଉପଜିଥାଏ ତ ଆଉ କେତେ ବେଳେ ବିଶ୍ୱବିଦ୍ୟାଳୟ କତ୍ତୁପକ୍ଷକଙ୍କ କାର୍ଯ୍ୟ କଳାପକୁ ନେଇ ବିବାଦ ଉପଜି ଥାଏ। ନିର୍ମାଣ କାର୍ଯ୍ୟରେ ଅନିୟମିତତା ନେଇ ମଙ୍ଗଳବାର ରାଜ୍ୟପାଳଙ୍କୁ…

ସ୍କୁଲ, କଲେଜ ବନ୍ଦ ଥିଲେ ବି ହେବ…

ଭୁବନେଶ୍ବର: ଅନଲକ୍‌ ୧ର ନୂଆ ଗାଇଡଲାଇନ୍‌ ପ୍ରକାଶ ପାଇବାର ଦିନକ ପରେ ରାଜ୍ୟ ସରକାର ଗାଇଡଲାଇନ୍‌ରେ ସାମାନ୍ୟ ପରିବର୍ତ୍ତନ କରିଛନ୍ତି। ଜୁଲାଇ ୩୧ ପର୍ଯ୍ୟନ୍ତ ସ୍କୁଲ ଓ କଲେଜ ବନ୍ଦ ଥିଲେ ମଧ୍ୟ ସ୍କୁଲ ଏବଂ କଲେଜରେ ପରୀକ୍ଷା ପରିଚାଳନା କରିବାକୁ ଅନୁମତି ଦେଇଛନ୍ତି ରାଜ୍ୟ ସରକାର। କେନ୍ଦ୍ର ସରକାର…

ଜୁଲାଇରେ ଇଂଲଣ୍ଡ-ଓ୍ବେଷ୍ଟଇଣ୍ଡିଜ…

ଓଏଲ୍‌ ବ୍ୟୁରୋ: ମହାମାରୀ କରୋନା ସଙ୍କଟ ଓ ଲକ୍‌ଡାଉନ୍‌ ମଧ୍ୟରେ କ୍ରିକେଟ ପ୍ରେମୀଙ୍କ ପାଇଁ ଖୁସି ଖବର। କାରଣ ଜୁଲାଇ ୮ରୁ ପୁଣି କ୍ରିକେଟ ମଇଦାନରେ ଦେଖିବାକୁ ମିଳିବ ଖେଳ। ଜୁଲାଇ ୮ରୁ ୨୮ ପର୍ଯ୍ୟନ୍ତ ଇଂଲଣ୍ଡ ଓ ଓ୍ବଲେସ୍‌ରେ ଇଂଲଣ୍ଡ ଓ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ଦ୍ବିପାକ୍ଷିକ ସିରିଜ ଆୟୋଜିତ ହେବ। ଏନେଇ…

ରାଜ୍ୟରେ ଚାଲିବ ୫ଟି ସ୍ପେଶାଲ ଟ୍ରେନ୍,…

ଭୁବନେଶ୍ବର: ଜୁନ୍‌ ୧ରୁ ସାରା ଦେଶରେ ୨୦୦ଟି ସ୍ପେଶାଲ ଟ୍ରେନ୍‌ ଚଳାଚଳ ଆରମ୍ଭ କରିଛି। ଏଥିସହିତ ରାଜ୍ୟ ଭିତରେ ଚଳାଚଳ କରିବ ୫ଟି ସ୍ୱତନ୍ତ୍ର ଟ୍ରେନ୍। ଭୁବନେଶ୍ୱର-ବଲାଙ୍ଗୀର-ଭୁବନେଶ୍ୱର ,ଭୁବନେଶ୍ୱର-ଭଦ୍ରକ-ଭୁବନେଶ୍ୱର, ଭୁବନେଶ୍ୱର-ବ୍ରହ୍ମପୁର-ଭୁବନେଶ୍ୱର, ସମ୍ବଲପୁର-ଖୋର୍ଦ୍ଧା ରୋଡ଼ ସମ୍ବଲପୁର,…

ମନୋଜଙ୍କ ସ୍ଥାନ ନେଲେ ଆଦେଶ, ହେଲେ…

ନୂଆଦିଲ୍ଲୀ: ଦିଲ୍ଲୀ ବିଜେପିରେ ପରିବର୍ତ୍ତନ। ଦିଲ୍ଲୀ ବିଜେପି ମୁଖ୍ୟ ମନୋଜ ତିୱାରୀଙ୍କ ସ୍ଥାନରେ ଆଦେଶ କୁମାର ଗୁପ୍ତା ହେଲେ ଦିଲ୍ଲୀ ବିଜେପି ସଭାପତି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ତାଙ୍କୁ ନୂଆ ପଦରେ ନିଯୁକ୍ତି ଦେଇଛନ୍ତି। ମଙ୍ଗଳବାର ଏ ନେଇ ଦଳ ପକ୍ଷରୁ ସୂଚନା ଦିଆଯାଇଛି। ଦିଲ୍ଲୀ…

ବିଜେପି ଛାଡ଼ିଲେ ଜଗନ୍ନାଥ

ଭୁବନେଶ୍ବର: ସାଧାରଣ ନିର୍ବାଚନ ପରେ ଓଡ଼ିଶା ରାଜନୀତିକୁ ଫେରିଲା ଇସ୍ତଫା ପର୍ବ। ଆଜି ଭାରତୀୟ ଜନତା ପାର୍ଟିକୁ ବାଏ ବାଏ କଲେ ଜଗନ୍ନାଥ ପ୍ରଧାନ। ଗତ ୨୦୧୯ ସାଧାରଣ ନିର୍ବାଚନରେ ଭୁବନେଶ୍ୱର ‘ମଧ୍ୟ’ ନିର୍ବାଚନ ମଣ୍ଡଳୀରୁ ଦଳୀୟ ଟିକେଟରେ ଲଢ଼ି ପରାଜିତ ହୋଇଥିଲେ ଜଗନ୍ନାଥ ପ୍ରଧାନ। ରାଜ୍ୟ ବିଜେପି ସଭାପତି…