Odisha Link
Bridging the Missing Links in Odisha
Daily Archives

June 9, 2020

ରାଜ୍ୟସଭା: ନାମାଙ୍କନ ଭରିଲେ ପୂର୍ବତନ…

ବେଙ୍ଗାଲୁରୁ: ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଭରିଲେ ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‌.ଡି ଦେବେଗୌଡ଼ା। କଂଗ୍ରେସ ସମର୍ଥନରେ ନିଜ ରାଜ୍ୟ କର୍ଣ୍ଣାଟକରୁ ରାଜ୍ୟସଭା ନିର୍ବାଚନ ଲଢ଼ିବେ ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‌.ଡି ଦେବେଗୌଡ଼ା। ଗତ ଲୋକସଭା ନିର୍ବାଚନରେ ଟୁମ୍‌କୁର ଆସନରୁ ମାତ୍ର ୧୩ହଜାର…

ଭଲ ଖବର: ରାଜ୍ୟରେ ୨୧ଶହ ଟପିଲା ସୁସ୍ଥଙ୍କ…

ଭୁବନେଶ୍ବର: ରାଜ୍ୟ ପାଇଁ ଭଲ ଖବର। ଆଜି ରାଜ୍ୟରେ ଆଉ ୧୪୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଫଳରେ ରାଜ୍ୟରେ ମୋଟ ସୁସ୍ଥଙ୍କ ସଂଖ୍ୟା ୨୧ଶହ ଟପିଛି। ରାଜ୍ୟରେ ବର୍ତ୍ତମାନ ୨୧୩୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଜି…

ସାବିତ୍ରୀ ରଥ ହେବେ ଓଡ଼ିଶା ହାଇକୋର୍ଟ…

ଭୁବନେଶ୍ୱର: ସାବିତ୍ରୀ ରଥ ହେବେ ଓଡ଼ିଶା ହାଇକୋର୍ଟର ବିଚାରପତି। ସାବିତ୍ରୀ ରଥଙ୍କ ନିଯୁକ୍ତିକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଅନୁମୋଦନ ପ୍ରଦାନ କରିଛନ୍ତି। ଏନେଇ କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏବେ ଓଡ଼ିଶା ହାଇକୋର୍ଟରେ ମୋଟ ୧୫ ଜଣ ବିଚାରପତି ଅଛନ୍ତି।…

ବିଜେପି ନେତା ଜୋତିରାଦିତ୍ୟ ସିନ୍ଧିଆ ଓ…

ନୂଆଦିଲ୍ଲୀ: ବିଜେପି ନେତା ଜୋତିରାଦିତ୍ୟ ସିନ୍ଧିଆ ଓ ତାଙ୍କ ମାତା ମାଧବୀ ରାଜ ସିନ୍ଧିଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଫଳରେ ତାଙ୍କୁ ନୂଆଦିଲ୍ଲୀ ସ୍ଥିତ ମ୍ୟାକ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖରବ ଅନୁଯାୟୀ, ଜ୍ୟୋତିରାଦିତ୍ୟ ସିନ୍ଧିଆ ଏବଂ ତାଙ୍କ ମା ମାଧବୀ…

ରଥଯାତ୍ରା ନିଷ୍ପତ୍ତି ରାଜ୍ୟ ସରକାର…

କଟକ: ଆଗକୁ ବିଶ୍ବପ୍ରସିଦ୍ଧ ରଥଯାତ୍ରା। ହେଲେ ତାପୂର୍ବରୁ ରଥଯାତ୍ରା ହେବ କି ନାହିଁ ତାହାକୁ ନେଇ ଲାଗି ରହିଛି କଳ୍ପନାଜଳ୍ପନା। ଏପରି ସ୍ଥିତିରେ ଶ୍ରଦ୍ଧାଳୁଙ୍କ ସମେତ ମନ୍ଦିର ସେବାୟତ, ପ୍ରଶାସକ ଓ ସରକାର ଚିନ୍ତାରେ ପଡ଼ିଛନ୍ତି। ହେଲେ ଏସବୁ ମଧ୍ୟରେ ହାଇକୋର୍ଟ ଦେଇଛନ୍ତି ଗୁରୁତ୍ବପୂର୍ଣ୍ଣ ରାୟ।…

କ୍ରମାଗତ ୩ୟ ଦିନ ପାଇଁ ବଢ଼ିଲା ପେଟ୍ରୋଲ,…

ନୂଆଦିଲ୍ଲୀ: ପୁଣିଥରେ ଆଜି ଦେଶରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇଛି। କ୍ରମାଗତ ୩ୟ ଦିନ ପାଇଁ ଦର ବୃଦ୍ଧି ହୋଇଛି। ଆଜି ବର୍ଦ୍ଧିତ ଦର ଘୋଷଣା ପରେ ଗତ ତିନି ଦିନ ଭିତରେ ପେଟ୍ରୋଲ ୧.୭୪ ଟଙ୍କା ଏବଂ ଡିଜେଲ୍ ୧.୭୮ ଟଙ୍କା ବୃଦ୍ଧି ପାଇଛି। ଦର ବୃଦ୍ଧି ପରେ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଲିଟର ପ୍ରତି…

କରୋନା: ବିଜେପି ଜାତୀୟ ପ୍ରବକ୍ତା ସମ୍ବିତ…

ନୂଆଦିଲ୍ଲୀ: ବିଜେପି ନେତା ତଥା ଦଳର ଜାତୀୟ ପ୍ରବକ୍ତା ସମ୍ବିତ ପାତ୍ର ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି। କରୋନା ଲକ୍ଷଣ ଦେଖାଯିବା ପରେ ଗୁରୁଗାଓଁର ଏକ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଏବେ ସୁସ୍ଥ ହୋଇ ଡିସର୍ଚାଜ ହୋଇ ଘରକୁ ଫେରିଛନ୍ତି। ଏନେଇ ନିଜେ ଶ୍ରୀ ପାତ୍ର ଟୁଇଟ କରି ଜଣାଇଛନ୍ତି। ମେଡାଣ୍ଟା…

ରାଜ୍ୟସଭା ଯିବେ ପୂର୍ବତନ ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ: ଜୁନ୍‌ ୧୯ରେ ହେବ ରାଜ୍ୟସଭା ନିର୍ବାଚନ। କଂଗ୍ରେସ ସମର୍ଥନରେ ନିଜ ରାଜ୍ୟ କର୍ଣ୍ଣାଟକରୁ ରାଜ୍ୟସଭା ନିର୍ବାଚନ ଲଢ଼ିବେ ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‌.ଡି ଦେବେଗୌଡ଼ା। ଗତ ଲୋକସଭା ନିର୍ବାଚନରେ ଟୁମ୍‌କୁର ଆସନରୁ ମାତ୍ର ୧୩ହଜାର ଭୋଟ୍‌ରେ ପରାଜିତ ହୋଇଥିବା ୮୭ ବର୍ଷୀୟ ଦେବେଗୌଡ଼ାଙ୍କୁ…

ଭାରତରେ କରୋନା: ୨୪ ଘଣ୍ଟାରେ ୯୯୮୭ ନୂଆ…

ନୂଆଦିଲ୍ଲୀ: ଜୀବନ ଓ ଜୀବିକାକୁ ନଜରରେ ରଖି ସାରା ଦେଶରେ ପର୍ଯ୍ୟାୟକ୍ରମେ ଲକ୍‌ଡାଉନ୍‌ କଟକଣାକୁ କୋହଳ କରାଯାଉଛି। ହେଲେ ମହାମାରୀ କରୋନା ଭାଇରସ୍‌ ଭାରତରେ ଦିନକୁ ଦିନ ଅଧିକରୁ ଅଧିକ କାୟା ବିସ୍ତାର କରିବାରେ ଲାଗିଛି। ବିଗତ କିଛି ଦିନ ହେବ ଦେଶରେ ହୁ ହୁ ହୋଇ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି।…

ନୟାଗଡ଼ରେ ଡାକ୍ତର ଓ ନର୍ସଙ୍କୁ କରୋନା,…

ନୟାଗଡ଼: ରାଜ୍ୟରେ ଆଜି ୧୪୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ହଜାର ଟପିଛି। ଏଥିସହିତ ନୟାଗଡ଼ ଜିଲ୍ଲାରୁ ଆଜି ଆଉ ୩ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଜି…