Odisha Link
Bridging the Missing Links in Odisha
Daily Archives

June 11, 2020

ବାତିଲ ହେଲା ୟୁଜି, ପିଜି ପରୀକ୍ଷା

ଭୁବନେଶ୍ବର: ମହାମାରୀ କରୋନା ଭାଇରସ୍‌ର ସଂକ୍ରମଣକୁ ନଜରରେ ରଖି ବାତିଲ ହେଲା ୟୁଜି, ପିଜି ପରୀକ୍ଷା। ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ବିକଳ୍ପ ମୂଲ୍ୟାୟନ ଜରିଆରେ ଅଗଷ୍ଟ ଶେଷ ସୁଦ୍ଧା ୟୁଜି, ପିଜି ପରୀକ୍ଷାଫଳ ପ୍ରକାଶ ହେବ। ବିକଳ୍ପ ମୂଲ୍ୟାୟନରେ ଯଥେଷ୍ଟ ମାର୍କ ପାଇନଥିବା…

ଡିଏଲ, ଏଲଏଲ ସ୍ଲଟ୍‌ ବୁକିଂ ବାତିଲ କଲେ…

ଭୁବନେଶ୍ବର: ଡିଏଲ, ଏଲଏଲ ସ୍ଲଟ୍‌ ବୁକିଂ ନିର୍ଦ୍ଦେଶକୁ ବାତିଲ କଲେ ରାଜ୍ୟ ସରକାର। ଖୁବଶୀଘ୍ର ଡିଏଲ, ଏଲଏଲ ସ୍ଲଟ ବୁକିଂ ନେଇ ରାଜ୍ୟ ସରକାର ସାନି ବିଜ୍ଞପ୍ତି ଜାରି କରିବେ। ମାର୍ଚ୍ଚ ୧୮ରୁ ସେପ୍ଟେମ୍ବର ୩୦ ମଧ୍ୟରେ ଅବଧି ସରୁଥିଲେ କାଏମ ରହିବ। କେବେଠୁ ସାରଥୀ ପୋର୍ଟାଲ କାର୍ଯ୍ୟ କରିବ ସେ ସମ୍ପର୍କରେ…

କରୋନା: ଭୁବନେଶ୍ବରରୁ ଆଉ ୨ ଆକ୍ରାନ୍ତ…

ଭୁବନେଶ୍ୱର: ଆଜି ସକାଳେ ରାଜ୍ୟରେ ୧୩୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏଥିସହିତ ଭୁବନେଶ୍ୱରରେ ଆଜି ପୁଣି ୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ଜଣେ ଡାକ୍ତରଖାନାରେ ଥିବାବେଳେ ଜଣେ ହୋମ କ୍ବାରାଣ୍ଟିନ୍‌ରେ ଥିଲେ। ୨ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ଆପୋଲୋ ହସ୍ପିଟାଲ…

ଓଡ଼ିଶା ଛୁଇଁଲା ମୌସୁମୀ ବାୟୁ

ଭୁବନେଶ୍ୱର: ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ମୌସୁମୀ ଓଡ଼ିଶା ଛୁଇଁବା ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟର ମାଲକାନଗିରି ଓ କୋରାପୁଟ ଜିଲ୍ଲାକୁ ମୌସୁମୀ ଛୁଇଁଛି। ସେହିପରି ରାୟଗଡା, ଗଜପତି, ଗଞ୍ଜାମ ଜିଲ୍ଲାକୁ ମୌସୁମୀ ହାଲକା ଭାବେ…

ରଜ ପାଇଁ ଶୁକ୍ରବାର କର୍ଫ୍ୟୁ କୋହଳ

ଭୁବନେଶ୍ୱର: ଆଗକୁ ଆସୁଛି ରଜ। ରଜ ପୂର୍ବରୁ କୋହଳ ହେବ କର୍ଫ୍ୟୁ। ରଜ ପର୍ବକୁ ନଜରରେ ରଖି ଶୁକ୍ରବାର ରାତିର କର୍ଫ୍ୟୁକୁ କୋହଳ କରିଛନ୍ତି ରାଜ୍ୟ ସରକାର। ଶୁକ୍ରବାର ସନ୍ଧ୍ୟା ୭ଟାରୁ କର୍ଫ୍ୟୁ ଜାରି ହେବ ନାହିଁ । ରାତି ୧୦ଟା ଯାଏଁ ଦୋକାନ ବଜାର ଖୋଲା ରହିବ। ଶୁକ୍ରବାର ରାତି ୧୦ରୁ କର୍ଫ୍ୟୁ ଲାଗୁ ହେବ।…

ନୟାଗଡ଼: ଖଣ୍ଡପଡ଼ାରେ ୧୨ ହଜାର ବର୍ଷ…

ଭୁବନେଶ୍ବର: ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ଜଙ୍ଗଲ ଭିତରେ ପ୍ରାୟ ୧୨ ହଜାର ବର୍ଷ ପୁରୁଣା ନବ-ପ୍ରସ୍ତରଯୁଗ ସମୟର ମାନବ ସଭ୍ୟତା ଥିବାର ପ୍ରମାଣ ମିଳିଛି। ଏଠାରେ ଠାବ ହୋଇଥିବା ପ୍ରସ୍ତର ଗୃହରେ ନିଓଲିଥିକ୍‌ ମାନବ ରହୁଥିଲେ ବୋଲି ଏହା ଉପରେ କାର୍ଯ୍ୟ କରୁଥିବା ଗବେଷଖ ଅନାମ ବେହେରା ସୂଚନା ଦେଇଛନ୍ତି। ବାଣୀ…

ଦିନକରେ ସର୍ବାଧିକ ୯୯୯୬ ଆକ୍ରାନ୍ତ…

ନୂଆଦିଲ୍ଲୀ: ଜୀବନ ଓ ଜୀବିକାକୁ ନଜରରେ ରଖି ସାରା ଦେଶରେ ପର୍ଯ୍ୟାୟକ୍ରମେ ଲକ୍‌ଡାଉନ୍‌ କଟକଣାକୁ କୋହଳ କରାଯାଉଛି। ହେଲେ ମହାମାରୀ କରୋନା ଭାଇରସ୍‌ ଭାରତରେ ଦିନକୁ ଦିନ ଅଧିକରୁ ଅଧିକ କାୟା ବିସ୍ତାର କରିବାରେ ଲାଗିଛି। ବିଗତ କିଛି ଦିନ ହେବ ଦେଶରେ ହୁ ହୁ ହୋଇ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି।…

କରୋନା: ରାଜ୍ୟରେ ଆଉ ୧୩୬ ଆକ୍ରାନ୍ତ…

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ ବଢ଼ି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ରାଜ୍ୟରେ ଆଜି ଆଉ ୧୩୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟାା ୩୩୮୬ରେ ପହଁଞ୍ଚିଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଜି…