Odisha Link
Bridging the Missing Links in Odisha
Daily Archives

June 30, 2020

ଅଶ୍ରୁଳ ବାର୍ତ୍ତା ଦେଲେ ସୁଶାନ୍ତଙ୍କ…

ପାଟନା: ଜୁନ୍‌ ୧୪ ତାରିଖରେ ବଲିଉଡର ଜଣାଶୁଣା ହିରୋ ସୁଶାନ୍ତ ସିଂ ରାଜପୁତଙ୍କର ଦେହାନ୍ତ ହୋଇଥିଲା। ଏହାରି ମଧ୍ୟରେ ୧୫ ଦିନ ବିତିଗଲାଣି। ଏସବୁ ମଧ୍ୟରେ ସୁଶାନ୍ତଙ୍କ ଭଉଣୀ ଶ୍ୱେତା ସିଂ କିର୍ତ୍ତୀ ନିଜ ଫେସବୁକ୍ ଆକାଉଣ୍ଟରେ ଘରେ ପ୍ରାର୍ଥନା କରୁଥିବା ସମସ୍ତଙ୍କ ଫଟୋ ସେୟାର କରିଛନ୍ତି। ସୁଶାନ୍ତଙ୍କ…

ଜୋନ୍‌-୧ରେ ୧୦ ଜିଲ୍ଲା: ଶନିବାର ଓ…

ଭୁବନେଶ୍ବର: ସାରା ଦେଶରେ କାଲିଠୁ ଲାଗୁ ହେବ ଅନ୍‌ଲକ୍‌ ୨.୦ କଟକଣା। ଆଜି ରାଜ୍ୟ ମୁଖ୍ୟ ଶାସନ ସଚିବ ଅସିତ୍‌ ତ୍ରିପାଠୀ ମହାମାରୀ କରୋନା ଓ ଅନ୍‌ଲକ୍‌ ୨.୦ କଟକଣାକୁ ନେଇ ରାଜ୍ୟବାସୀଙ୍କୁ ସାମ୍ବାଦିକ ସମ୍ମିଳନୀ ଜରିଆରେ ଅପଡେଟ୍‌ ଦେଉଛନ୍ତି। ରାଜ୍ୟରେ ଦିନିିକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା…

ରାଜ୍ୟରେ ସ୍କୁଲ, କଲେଜ ଏବଂ ସମସ୍ତ…

ଭୁବନେଶ୍ବର: ସାରା ଦେଶରେ କାଲିଠୁ ଲାଗୁ ହେବ ଅନ୍‌ଲକ୍‌ ୨.୦ କଟକଣା। ଆଜି ରାଜ୍ୟ ମୁଖ୍ୟ ଶାସନ ସଚିବ ଅସିତ୍‌ ତ୍ରିପାଠୀ ମହାମାରୀ କରୋନା ଓ ଅନ୍‌ଲକ୍‌ ୨.୦ କଟକଣାକୁ ନେଇ ରାଜ୍ୟବାସୀଙ୍କୁ ସାମ୍ବାଦିକ ସମ୍ମିଳନୀ ଜରିଆରେ ଅପଡେଟ୍‌ ଦେଉଛନ୍ତି। ଶ୍ରୀ ତ୍ରିପାଠୀ କହିଛନ୍ତି ଯେ, ୪ ମାସ ହେଲାଣି ଅଦୃଶ୍ୟ…

ଭଲ ଖବର: ରାଜ୍ୟରେ ସୁସ୍ଥ ହେଲେ ୫ହଜାରରୁ…

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଅପରପକ୍ଷେ ରାଜ୍ୟରେ ଦିନକୁ ଦିନ ସୁସ୍ଥଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ରାଜ୍ୟରେ ଆଜି ଆଉ ୨୪୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଯାହା ଦିନକରେ ସର୍ବାଧିକ। ଫଳରେ ରାଜ୍ୟରେ ମୋଟ ସୁସ୍ଥଙ୍କ ସଂଖ୍ୟା ୫୧୮୯ରେ…

ପିଏମ୍‌ ମୋଦିଙ୍କ ବଡ଼ ଘୋଷଣା: ନଭେମ୍ବର…

ନୂଆଦିଲ୍ଲୀ: ମହାମାରୀ କରୋନା ସଙ୍କଟ ମଧ୍ୟରେ ଆଜି ୬ଷ୍ଠ ଥର ପାଇଁ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି ପିଏମ୍‌ ମୋଦି। ଆସନ୍ତା କାଲିଠୁ ସାରା ଦେଶରେ କାର୍ଯ୍ୟକାରୀ ହେବ ଅନ୍‌ଲକ୍‌ ୨.୦। ସେହି ସମ୍ବନ୍ଧରେ ଦେଶବାସୀଙ୍କୁ ଉଦବୋଧନ ଦେବା ସହ ଗୁରୁତ୍ବପୂର୍ଣ୍ଣ ଘୋଷଣା କରିଛନ୍ତି ପିଏମ୍‌ ମୋଦି।…

କାଲିଠୁ କାଉଣ୍ଟରରେ ମିଳିବ ମଦ, ଗ୍ରାହକ…

ଭୁବନେଶ୍ବର: ଏଣିକି ଦିର୍ଘ ଦିନର ବ୍ୟବଧାନ ପରେ କାଉଣ୍ଟରରେ ମିଳିବ ମଦ। ଆସନ୍ତାକାଲିଠାରୁ କାଉଣ୍ଟରରେ ମିଳିବ ମଦ। କାଉଣ୍ଟରରେ ମଦ ବିକ୍ରୀ ନେଇ ଅନୁମତି ଦେଲେ ଅବକାରୀ ବିଭାଗ। ସକାଳ ୭ଟାରୁ ସଂଧ୍ୟା ୬ଟା ଯାଏଁ ମଦ ଦୋକାନରେ ମଦ ବିକ୍ରି ନେଇ ଅନୁମତି ଦେଇଛି ଅବକାରୀ ବିଭାଗ। ସେହିପରି ମଦର ହୋମ୍ ଡେଲିଭରୀ…