Odisha Link
Bridging the Missing Links in Odisha
Daily Archives

July 5, 2020

ଗାଜିଆବାଦ ବାଣ କାରଖାନାରେ ଅଗ୍ନିକାଣ୍ଡ:…

ନୂଆଦିଲ୍ଲୀ: ଆଜି ଅପରାହ୍ନରେ ଉତ୍ତର ପ୍ରଦେଶର ଗାଜିଆବାଦର ମୋଦି ନଗରରେ ଏକ ଭୟାବହ ଅଗ୍ନିକାଣ୍ଡ ହୋଇଛି। ଆଜି ଅପରାହ୍ନରେ ଏକ ବାଣ କାରଖାନାରେ ଅଗ୍ନିକାଣ୍ଡ ହୋଇଥିଲା। ଫଳରେ ଖବର ଲେଖା ହେବା ଯାଏଁ ୭ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦ରୁ ଅଧିକ ଆହାତ ହୋଇଥିବା ଖବର ପ୍ରକାଶ ପାଇଛି। ଏଥିସହିତ କାରଖାନା…

ଭଲ ଖବର: ରାଜ୍ୟରେ ୬ହଜାର ଟପିଲା…

ଭୁବନେଶ୍ବର: ଆଜି ରାଜ୍ୟରେ ଆଉ ୨୯୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଫଳରେ ରାଜ୍ୟରେ ୬୨୨୪ରେ ପହଁଞ୍ଚିଛି ସୁସ୍ଥଙ୍କ ସଂଖ୍ୟା। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବା କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ଗଞ୍ଜାମରୁ ସର୍ବାଧିକ ୯୯ ଓ ଗଜପତିରୁ ୫୬ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେହିପରି…

ସଂଖ୍ୟା ବଢ଼ୁଛି ଚିନ୍ତା ବଢ଼ୁଛି: ଦିନକରେ…

ନୟାଗଡ଼: ଦିନକୁ ଦିନ ନୟାଗଡ଼ ଜିଲ୍ଲାରେ କାୟା ବିସ୍ତାର କରିବାର ଲାଗିଛି ମହାମାରୀ କରୋନା। ଆଜି ଜିଲ୍ଲାରେ ଆଉ ୨୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ଜିଲ୍ଲାରେ ୧୮୮ରେ ପହଁଞ୍ଚିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଯାହାକୁ ନେଇ ଜିଲ୍ଲା ବାସୀଙ୍କୁ ଚିନ୍ତା ଘାରିଛି। ନୟାଗଡ଼ ଜିଲ୍ଲାରୁ ଜଣେ…

ଆଜିଠୁ ବାହାର ଲୋକଙ୍କୁ ପୁରୀ ମନା

ପୁରୀ: ସରିଲା ମହାପ୍ରଭୁଙ୍କ ବିଶ୍ବପ୍ରସିଦ୍ଧ ରଥଯାତ୍ରା। ଆଜିଠୁ ଜିଲ୍ଲା ବାହାରର କୌଣସି ବ୍ୟକ୍ତି ପୁରୀ ଜିଲ୍ଲାକୁ ପ୍ରବେଶ କରିପାରିବେ ନାହିଁ। ଏ ନେଇ କଟକଣା ଜାରି କରାଯାଇଛି। ଅତ୍ୟାବଶ୍ୟକୀୟ ସେବା କିମ୍ବା କୌଣସି ଜରୁରୀ କାର୍ଯ୍ୟ ନ ଥିଲେ ପୁରୀ ଜିଲ୍ଲାକୁ ପ୍ରବେଶ ନିମନ୍ତେ ଅନୁମତି ଦିଆଯିବ ନାହିଁ…

ରାଜ୍ୟରେ ୯ ହଜାର ଟପିଲା ଆକ୍ରାନ୍ତଙ୍କ…

ଭୁବନେଶ୍ବର: ରାଜ୍ୟରେ ଥମୁନି କରୋନା ସଂକ୍ରମିତଙ୍କ ସଂଖ୍ୟା। ଆଜି ରାଜ୍ୟରେ ୨୦ ଜିଲ୍ଲାରୁ ୪୬୯ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଫଳରେ ରାଜ୍ୟରେ ୯ହଜାର ଟପିଛି ଆକ୍ରାନ୍ତଙ୍କ ସଂଖ୍ୟା। ରାଜ୍ୟରେ ବର୍ତ୍ତମାନ ୯୦୭୦ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ…

ଭୁଲ ଲୋକଙ୍କ ହାତରେ ମୁଖ୍ୟମନ୍ତ୍ରୀଙ୍କ…

ଭୁବନେଶ୍ବର: ରାଜନୈତିକ ଦୃଷ୍ଟିରୁ ରାଜ୍ୟର ସବୁଠୁ ଗୁରୁତ୍ବପୂର୍ଣ୍ଣ ବ୍ୟକ୍ତିତ୍ବ ତଥା ଓଡ଼ିଶା ସରକାରର ପ୍ରମୁଖ ପୁରୁଷ ହେଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ତାଙ୍କର ପ୍ରତିଟି ପଦକ୍ଷେପ, ପ୍ରତିଟି ବାର୍ତ୍ତା ଆଉ ଲେଖା ଉପରେ ସମସ୍ତଙ୍କ ନଜର। ସାମଜିକ ଗଣମାଧ୍ୟମ ଯୁଗରେ ଏବେ ମୁଖ୍ୟମନ୍ତ୍ରୀ ଆଉ…

ବଡ଼ ଖବର: ଦେଶରେ ୧୯ ହଜାର ଟପିଲା ମୃତ୍ୟୁ…

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ୍‌ ଭାରତରେ ଦିନକୁ ଦିନ ଅଧିକରୁ ଅଧିକ କାୟା ବିସ୍ତାର କରିବାରେ ଲାଗିଛି। ବିଗତ କିଛି ଦିନ ହେବ ଦେଶରେ ହୁ ହୁ ହୋଇ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏହାରି ମଧ୍ୟରେ ଦେଶରେ ପ୍ରଥମ ଥର ପାଇଁ ୨୪ ଘଣ୍ଟା ମଧ୍ୟରେ ଦେଶରେ ନୂଆ ୨୪,୮୫୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ…