Odisha Link
Bridging the Missing Links in Odisha
Daily Archives

July 22, 2020

ଭାରତରେ ପୁଞ୍ଜି ନିବେଶ କରିବା ପାଇଁ…

ନୂଆଦିଲ୍ଲୀ: ପିଏମ୍‌ ନରେନ୍ଦ୍ର ମୋଦି ଆଜି ‘ଇଣ୍ଡିଆ ଆଇଡିଆ ସମ୍ମିଳନୀ’କୁ ସମ୍ବୋଧିତ କରିଛନ୍ତି। ୟୁଏସ୍‌ ଇଣ୍ଡିଆ ବିଜନେସ୍‌ କାଉନସିଲ୍‌ ପରିଷଦ ଗଠନର ୪୫ ବର୍ଷ ପୂରଣ ଉପଲକ୍ଷେ ଏହି ସମ୍ମିଳନୀ ଅନୁଷ୍ଠିତ ହେଉଛି। ଏହି ସମ୍ମିଳନୀରେ ପିଏମ୍‌ ମୋଦି କହିଛନ୍ତି ଯେ, ବିଶ୍ବର ଏକ ଉନ୍ନତ ଭବିଷ୍ୟତ ଆବଶ୍ୟକ ବୋଲି…

ସଙ୍ଗୀତ ଏବଂ ଗୀତିକାରଙ୍କୁ ଉପଯୁକ୍ତ…

ନୂଆଦିଲ୍ଲୀ: ରଙ୍ଗବତୀ ଗୀତର ଗୀତିକାର ପଦ୍ମଶ୍ରୀ ମିତ୍ରଭାନୁ ଗୌନ୍ତିଆଙ୍କ ଗାଁ ବିଲୁଙ୍ଗକୁ ‘ରଙ୍ଗବତୀ ବିଲୁଙ୍ଗ’ ନାଁରେ ନାମିତ କରାଯିବା ଏହି ସଙ୍ଗୀତ ଏବଂ ଗୀତିକାରଙ୍କୁ ଉପଯୁକ୍ତ ସମ୍ମାନ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହି ସାଧୁ ଉଦ୍ୟମ ପାଇଁ ଶ୍ରୀ ପ୍ରଧାନ ପ୍ରଧାନମନ୍ତ୍ରୀ…

୩୬ ସାଙ୍ଗଠନିକ ଜିଲ୍ଲାରେ ପ୍ରଭାରୀ…

ଭୁବନେଶ୍ବର: ରାଜ୍ୟ ସରକାରରେ ଥିବା ବିଜୁ ଜନତା ଦଳ(ବିଜେଡ଼ି) ସାଙ୍ଗଠନିକ ପ୍ରକ୍ରିୟା ପୁନର୍ଗଠନ ଅବ୍ୟାହତ ଥିବାବେଳେ ରାଜ୍ୟ ବିଜେପି ମଧ୍ୟ ପଛରେ ପଡ଼ିନାହିଁ । ରାଜ୍ୟ ସଭାପତି ସମୀର ମହାନ୍ତି ୩୬ ସାଙ୍ଗଠନିକ ଜିଲା ନିମନ୍ତେ ପ୍ରଭାରୀ ନିଯୁକ୍ତ କରିଛନ୍ତି। ରାଜ୍ୟ ସଭାପତି ସମୀର ମହାନ୍ତି ଏହାକୁ ଅନୁମୋଦନ…

ମହିଳା ସୁରକ୍ଷା ଦିଗରେ ଆଉ କେତେ ଦିନ…

ଭୁବନେଶ୍ବର: ରାଜ୍ୟରେ ମହିଳାମାନେ ଅସୁରକ୍ଷିତ ହୋଇପଡିଛନ୍ତି। ପ୍ରତିଦିନ ମହିଳା ଓ ନାବାଳିକାମାନଙ୍କ ସହ ଦୁଷ୍କର୍ମ ବଢିବାରେ ଲାଗିଛି । ବିଶେଷ କରି ଗତ କିଛି ମାସ ହେବ ଆଦିବାସୀ ନାବାଳିକା ମାନଙ୍କ ସହ ଦୁଷ୍କର୍ମ ଓ ହତ୍ୟା ଘଟଣା କ୍ରମାଗତ ଭାବେ ବୃଦ୍ଧି ପାଇଛି। ୨୦ ଜୁଲାଇରେ କିଛି ଦୃବୁତ କୋରାପୁଟ…

ମଧ୍ୟବିତ୍ତ: ଅର୍ଥର ଅଭାବ, ହାତ ପତେଇବାକୁ…

ଓଡ଼ିଆରେ ଏକ ଲୋକ କଥା ଅଛି କି “ବଡ଼ ପୁଅ ବାପାର, ସାନ ପୁଅ ମାଆର, ମଝି ମଝିଆଁ ନୁହଁନ୍ତି କାହାର”। ଏହି ଉକ୍ତିଟି ବର୍ତ୍ତମାନର ସ୍ଥିତିକୁ ଖୁବ ସୁହାଉଛି। ଆଜିର ଦିନରେ କୋଭିଡ-୧୯ ବା କରୋନା ଭାଇରସ୍‌ ସାରା ବିଶ୍ବରେ କାୟା ବିସ୍ତାର କରିଛି। ସାରା ବିଶ୍ବ କରୋନା ସଙ୍କଟ ଦେଇ ଗତି କରୁଛି। ଏହି ସଙ୍କଟରୁ…

ଏଥର ଭାଙ୍ଗିବନି ଶ୍ରୀଜିଉଙ୍କ ତିନି ରଥ,…

ଭୁବନେଶ୍ବର: ଚଳିତ ବର୍ଷ କରୋନା କଟକଣା ମଧ୍ୟରେ ସୁରୁଖୁରୁରେ ଅନୁଷ୍ଠିତ ହେଲା ବିଶ୍ବ ପ୍ରସିଦ୍ଧ ରଥଯାତ୍ରା। ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ଇତିହାସରେ ପ୍ରଥମ ଥର ଭକ୍ତଙ୍କ ବିନା ବା ଭକ୍ତଶୂନ୍ୟ ଭାବେ ପାଳିତ ହୋଇଥିଲା। ଯାହା ୨୫ଶହ ବର୍ଷର ରଥଯାତ୍ରା ଇତିହାରେ ପ୍ରଥମ ଥର ପାଇଁ ହୋଇଥିଲା। ଏଥିପାଇଁ ଏହାକୁ…

କୋଭିଡ ମୁକାବିଲା: ସୁନ୍ଦରଗଡ ଓ ଯାଜପୁର…

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ସୁନ୍ଦରଗଡ ଓ ଯାଜପୁର ଜିଲ୍ଲାର କୋଭିଡ ପରିଚାଳନା ବ୍ୟବସ୍ଥା ସମୀକ୍ଷା କରି କୋଭିଡ ଯୁଦ୍ଧ ରଣନୀତିକୁ ସୁଦୃଢ କରିବା ପାଇଁ କେତେକ ଗୁରୁତ୍ବପୂର୍ଣ୍ଣ ଘୋଷଣା କରିଛନ୍ତି। କୋଭିଡ ରୋଗର ଚିକିତ୍ସାରେ ପ୍ଲାଜ୍‌ମା ଥେରାପି…

ସୁସ୍ଥ ହେଲେ ଆଉ ୪୪୦ ଆକ୍ରାନ୍ତ

ଭୁବନେଶ୍ବର: ରାଜ୍ୟରେ ଆଜି ଆଉ ୪୪୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଫଳରେ ରାଜ୍ୟରେ ମୋଟ ସୁସ୍ଥଙ୍କ ସଂଖ୍ୟା ୧୩,୭୪୯ରେ ପହଁଞ୍ଚିଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ଖୋର୍ଦ୍ଧାରୁ ସର୍ବାଧିକ ୮୩ ଜଣ ସୁସ୍ଥ ହୋଇଥିବା ବେଳେ, ଗଞ୍ଜାମରୁ ୬୮,…

ଆଦିତ୍ୟ ଦାସ ମୃତ୍ୟୁ ମାମଲାର ତଦନ୍ତ…

ଭୁବନେଶ୍ବର: ସମାଜସେବୀ ଆଦିତ୍ୟ ଦାସଙ୍କ ମୃତ୍ୟୁ ମାମଲାକୁ ନେଇ ଚର୍ଚ୍ଚା ଲାଗି ରହିଛି। ଆଦିତ୍ୟଙ୍କର ମୃତ୍ୟୁ ହତ୍ୟା ନା ଆତ୍ମହତ୍ୟା ଏନେଇ ଟେର ପାଉନି ଜିଆରପି ପୁଲିସ୍। ଫଳରେ ଦିନକୁ ଦିନ ଆଦିତ୍ୟ ମୃତ୍ୟୁ ମାମଲା ଭିନ୍ନ ମୋଡ଼ ନେବାରେ ଲାଗିଛି। ସମାଜସେବୀ ଆଦିତ୍ୟଙ୍କ ମୃତ୍ୟୁ ମାମଲାକୁ ନଜରରେ ରଖି…

‘ରଙ୍ଗବତୀ ବିଲୁଙ୍ଗ’: ଗୀତ ପାଇଁ…

ଭୁବନେଶ୍ୱର: ଲୋକକଳା ଗୀତ ପାଇଁ ବଦଳିଗଲା ଗାଁର ନାଁ। ବିଶ୍ବାସ ହେଉ ନଥିଲେବି ଏକଥା ସତ। ପ୍ରସିଦ୍ଧ ଲୋକକଳା ଗୀତ ରଙ୍ଗବତୀ ଗୀତ ପାଇଁ ବଦଳିଯାଇଛି ଗାଁର ନାଁ। ସମ୍ବଲପୁରର ବିଲୁଙ୍ଗ ଗାଁର ନାଁ ଏବେଠୁ 'ରଙ୍ଗବତୀ ବିଲୁଙ୍ଗ’ ନାଁରେ ପରିଚିତ ହେବ। ରାଜସ୍ୱ ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି।…