Odisha Link
Bridging the Missing Links in Odisha
Daily Archives

July 22, 2020

ବୈଜୟନ୍ତଙ୍କ ଅଭିଯୋଗ: ବଲିଉଡ୍‌ର…

ଭୁବନେଶ୍ବର: ପାକିସ୍ତାନ ସହ ରହିଛି ବଲିଉଡର ସମ୍ପର୍କ। ହିନ୍ଦୀ ସିନେମା ଜଗତର କିଛି କଳାକାର ପାକିସ୍ତାନୀ ଓ ପ୍ରବାସୀ ଭାରତୀୟଙ୍କ ସହ ସମ୍ପର୍କରେ ରହି ଜମ୍ମୁ କଶ୍ମୀରରେ ହିଂସାକୁ ଉତ୍ସାହିତ କରୁଛନ୍ତି। ଏମାନଙ୍କର ପାକିସ୍ତାନ ସେନା ବାହିନୀ ଓ ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସ୍‌ ଆଇ ସହ ସମ୍ପର୍କ…

ଅଭିନେତା ବିଜୟ ମହାନ୍ତିଙ୍କୁ…

ଭବାନୀପାଟଣା: ମଞ୍ଚ ଓ ସିନେମାର ଅପ୍ରତିଦ୍ୱନ୍ଦୀ ଅଭିନେତା ବିଜୟ ମହାନ୍ତିଙ୍କ ସ୍ମୃତିରେ ରାଜ୍ୟର ଅଗ୍ରଣୀ ନାଟ୍ୟାନୁଷ୍ଠାନ କଳାହାଣ୍ଡି ଥିଏଟର୍ ତରଫରୁ ଆୟୋଜିତ ହୋଇଯାଇଛି ଏକ ଶ୍ରଦ୍ଧାଞ୍ଜଳି ସଭା। ଜୁମ୍ ଆପ୍ ଦ୍ୱାରା ଡିଜିଟାଲ୍ ପ୍ଲାଟଫର୍ମରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରଥମେ ଦୁଇ ମିନିଟ୍ ନୀରବ…

ଗେହଲଟଙ୍କ ଭାଇଙ୍କ ଘରେ ପଶିଲା ଇଡି

ଜୟପୁର: ରାଜସ୍ଥାନରେ ଲାଗି ରହିଥିବା ରାଜନୈତିକ ସଙ୍କଟ ମଧ୍ୟରେ ଆଜି ସକାଳୁ ମୁଖ୍ୟମନ୍ତ୍ରୀ ଗେହଲଟଙ୍କ ଭାଇଙ୍କ ଘରେ ପ୍ରବର୍ତ୍ତନ ନିର୍ଦେଶାଳୟ(ଇଡି) ପଶିଛି। ଏକ ସାର ଦୁର୍ନୀତି ମାମଲାରେ ଇଡି ଅଧିକାରୀମାନେ ବୁଧବାର ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭାଇ ଅଗ୍ରେସେନ ଗେହଲଟଙ୍କ ଘର ଓ ଫାର୍ମ ହାଉସରେ ଚଢ଼ାଉ କରିଛି।…

କରୋନାରେ ଗଜପତି ଏଡିଏମ୍‌ଙ୍କ ପରଲୋକ,…

ଭୁବନେଶ୍ବର: ରାଜ୍ୟରେ ବେକାବୁ ହେଉଛି କରୋନା ସ୍ଥିତି। ଏପରିକି ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ଗଜପତି ଅତିରିକ୍ତ ଜିଲ୍ଲାପାଳ କରୁଣାକର ରାଇକାଙ୍କ କରୋନା ସଂକ୍ରମଣରେ ମୃତ୍ୟୁ ହୋଇଛି। ଏ ନେଇ ସୂଚନା ଦେଇଛନ୍ତି ଗଜପତି ଜିଲ୍ଲାପାଳ। ଗତକାଲିି ସକାଳ ୫ଟାରେ ବ୍ରହ୍ମପୁର…

ରାଜସ୍ଥାନ ରାଜନୀତି: ସୁପ୍ରିମକୋର୍ଟର…

ଜୟପୁର: ରାଜସ୍ଥାନ ରାଜନୀତିରେ ହଟଚମଟ। ରାଜସ୍ଥାନରେ ଲାଗି ରହିଥିବା ରାଜନୈତିକ ସଙ୍କଟ ଏବେ ସୁପ୍ରିମକୋର୍ଟରେ। ବାଚସ୍ପତି ସିପି ଯୋଶୀ ହାଇକୋର୍ଟଙ୍କ ନିର୍ଦ୍ଦଶେକୁ ବିରୋଧ କରି ସୁପ୍ରିମକୋର୍ଟରେ ସ୍ପେଶାଲ ଲିଭ୍‌ ପିଟିଶନ(ଏସଏଲପି) ଦାଖଲ କରିଛନ୍ତି। ଆଡଭୋକେଟ ସୁନିଲ ଫର୍ଣ୍ଣାଡିସଙ୍କ ଜରିଆରେ ଏହି ଆବେଦନ…

ରାଜ୍ୟସଭା: ଶପଥ ନେଲେ ନବନିର୍ବାଚିତ…

ନୂଆଦିଲ୍ଲୀ: କରୋନା କାଳରେ ଆଜି ଶପଥ ଗ୍ରହଣ କରିଛନ୍ତି ନବନିର୍ବାଚିନ ରାଜ୍ୟସଭା ସାଂସଦ। ଆଜି ରାଜ୍ୟସଭାର ସଭାପତି ତଥା ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ନିର୍ବାଚିତ ସଦସ୍ୟଙ୍କର ଶପଥ ପାଠ କରାଇଛନ୍ତି। ଆଜି ଶପଥ ନେଉଥିବା ସଦସ୍ୟଙ୍କ ମଧ୍ୟରେ ବିଜେପି ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ, କଂଗ୍ରେସର ଦିଗବିଜୟ…

ସେନାକୁ ମିଳିଲା ସ୍ବଦେଶୀ ମିଶାଇଲ…

ନୂଆଦିଲ୍ଲୀ: ଚୀନ ଓ ନେପାଳ ପରି ପଡ଼ୋଶୀ ଦେଶ ଭାରତୀୟ ସୀମାରେ ସୀମା ବିବାଦ ଉପୁଜଉଛନ୍ତି। ଏସବୁ ମଧ୍ୟରେ ଭାରତୀୟ ସେନା ନିଜର ଶକ୍ତିକୁ ବୃଦ୍ଧି କରିବାରେ ଲାଗିଛି। ମେକ୍ ଇନ୍ ଇଣ୍ଡିଆ ଅଭିଯାନରେ ଦେଶର ସେନା ବାହିନୀକୁ ଅଧିକରୁ ଅଧିକ ମଜବୁତ କରାଯାଉଛି। ଭାରତୀୟ ସେନାକୁ ମିଳିଲା ବଡ଼ ସଫଳତା। ସେନାର ଶକ୍ତିରେ…

କରୋନା: ଆଉ ୫ ମୃତ, ରାଜ୍ୟରେ ମୋଟ ୧୦୮

ଭୁବନେଶ୍ବର: ରାଜ୍ୟରେ ବେକାବୁ ହେଲାଣି କରୋନା ସଂକ୍ରମଣ। ଦିନକୁ ଦିନ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ରାଜ୍ୟରେଆଜି ଦିନକରେ ୧୦୦୦ରୁ ଉର୍ଦ୍ଧ୍ବ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିସହିତ ଆଜି ଆଉ ୫ଜଣ ଆକ୍ରାନ୍ତଙ୍କର କରୋନା ଜନିତ ମୃତ୍ୟୁ ହୋଇଛି। ଅପରପକ୍ଷେ ଅନ୍ୟ କାରଣରୁ ଆଉ ଜଣଙ୍କର…

ବଡ଼ ଖବର: ଦିନକରେ ୧୦୭୮ ନୂଆ ଆକ୍ରାନ୍ତ…

ଭୁବନେଶ୍ବର: ରାଜ୍ୟରେ ହୁ ହୁ ହୋଇ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ଆଜି ରାଜ୍ୟର ୨୮ଟି ଜିଲ୍ଲାରୁ ୧୦୭୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୯,୮୩୫ରେ ପହଁଞ୍ଚିଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭା ପକ୍ଷରୁ ସୂଚନା ରହିଛି। ରାଜ୍ୟରେ…

କରୋନା: ୨୪ ଘଣ୍ଟାରେ ସର୍ବାଧିକ ୨୮…

ନୂଆଦିଲ୍ଲୀ: ଦେଶରେ ବେଲଗାମ ହେଉଛି କରୋନା ସଂକ୍ରମଣ। ମହାମାରୀ କରୋନା ଭାଇରସ୍‌ ଭାରତରେ ଦିନକୁ ଦିନ ଅଧିକରୁ ଅଧିକ କାୟା ବିସ୍ତାର କରିବାରେ ଲାଗିଛି। ବିଗତ କିଛି ଦିନ ହେବ ଦେଶରେ ହୁ ହୁ ହୋଇ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏହାରି ମଧ୍ୟରେ ଭାରତରେ ଆଜି ସକାଳ ୮ଟା ସୁଦ୍ଧା ୧୧ ଲକ୍ଷ ୯୨ ହଜାର…