Odisha Link
Bridging the Missing Links in Odisha
Daily Archives

July 28, 2020

ପିଏମ୍‌ ମୋଦିଙ୍କ ଅଯୋଧ୍ୟା ଗସ୍ତକୁ…

ନୂଆଦିଲ୍ଲୀ: ରାମ ମନ୍ଦିର ଭୂମିପୂଜନ ସମାରୋହ ଅଗଷ୍ଟ ୫ରେ ଅନୁଷ୍ଠିତ ହେବ। ଏହି ଭବ୍ୟ ସମାରୋହରେ ପିଏମ୍‌ ନରେନ୍ଦ୍ର ମୋଦି ଯୋଗ ଦେଇ ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି। ଅପରପକ୍ଷରେ ମୋଦିଙ୍କ ଅଯୋଦ୍ଧା ଗସ୍ତକୁ ବିରୋଧ କରିଛନ୍ତି ଲୋକସଭା ସାଂସଦ ଅସଉଦ୍ଦୀନ ଓୱେସୀ। ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ…

ଥାନା ପାଇଁ ଡିଜିପି ଜାରି କଲେ ଗାଇଡଲାଇନ୍

ଭୁବନେଶ୍ୱର: ମହାମାରୀ କରୋନା, ଲକ୍‌ଡାଉନ୍‌ ସଟ୍‌ଡାଉନ୍‌ ଭଳି କଟକଣା ମଧ୍ୟରେ ସାଧାରଣ ଜନତାଙ୍କ ଅଭିଯୋଗ କିପରି ବୁଝାଯାଇ ପାରିବ ସେ ନେଇ ଡିଜିପି ଅଭୟ ନୂଆ ଗାଇଡଲାଇନ ଜାରି କରିଛନ୍ତି। କେଉଁଭଳି ଭାବେ ପୁଲିସ୍‌ ଲୋକଙ୍କ ଅଭିଯୋଗ ବୁଝିବେ ସେ ନେଇ ଡିଜିପି ଗାଇଡଲାଇନ୍‌ ଜାରି କରିଛନ୍ତି। ସମ୍ପୃକ୍ତ…

ଆଶା ବଢ଼ାଉଛି ପ୍ଲାଜମା ଚିକିତ୍ସା,…

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ ଅଣାୟତ୍ତ ହେବାରେ ଲାଗିଛି। ଏପରିକି ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ହେଲେ ଏସବୁ ମଧ୍ୟରେ ରାଜ୍ୟବାସୀଙ୍କ ପାଇଁ ଏକ ଆଶ୍ବସ୍ତି ଖବର। କରୋନା ସଂକ୍ରମଣକୁ ନଜରରେ ରଖି ସରକାର ରାଜ୍ୟରେ ପ୍ଲାଜମା ଚିକିତ୍ସା କରିବାକୁ…

ସୁପ୍ରିମକୋର୍ଟରେ ପୁଣି ଥରେ ରାଜସ୍ଥାନ…

ଜୟପୁର: ରାଜସ୍ଥାନରେ ଲାଗି ରହିଥିବା ରାଜନୈତିକ ସଙ୍କଟ ମଧ୍ୟରେ ନୂଆ ଟୁଇଷ୍ଟ। ସୁପ୍ରିମକୋର୍ଟରେ ପୁଣି ଥରେ ରାଜସ୍ଥାନ ରାଜନୀତି। ବିଜେପି ବିଧାୟକ ମଦନ ଦିଲବାର ବିଏସ୍‌ପି ବିଧାୟକ କଂଗ୍ରେସରେ ମିଶ୍ରଣକୁ ନେଇ ସୁପ୍ରିମକୋର୍ଟରେ ଏକ ପିଟିଶନ୍‌ ଦାଖଲ କରିଛନ୍ତି। ବିଏସ୍‌ପି ସୁପ୍ରିମୋ ମାୟାବତୀ ମଧ୍ୟ…

ରାଜସ୍ଥାନ ରାଜନୀତି: ସିଏମ୍‌ ଗେହଲଟଙ୍କ…

ଜୟପୁର: ରାଜସ୍ଥାନରେ ଲାଗି ରହିଥିବା ରାଜନୈତିକ ସଙ୍କଟ ମଧ୍ୟରେ ଆଜି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ଆବାସରେ ଅନୁଷ୍ଠିତ ହେଉଛି କ୍ୟାବିନେଟ ବୈଠକ। ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ ଆଗାମୀ ବିଧାନସଭା ଅଧିବେଶନ ବିଷୟରେ ଆଲୋଚନା ହୋଇପାରେ। ରାଜ୍ୟପାଳ ଉଠାଇଥିବା ୩ଟି ପଏଣ୍ଟ ଉପରେ ଆଲୋଚନା…

ପାକିସ୍ତାନକୁ ଭାରତର କଡ଼ା ଜବାବ, ୩ ପାକ୍‌…

ପୁଞ୍ଚ: ଜାମ୍ମୁ-କାଶ୍ମୀରର ପୁଞ୍ଚ ସେକ୍ଟରରେ ପାକ୍‌ ସେନା ପକ୍ଷରୁ ହେଉଥିବା ବାରମ୍ବାର ଅସ୍ତ୍ରବିରତି ଉଲ୍ଲଂଘନର କଡ଼ା ଜବାବ ଦେଇଛି ଭାରତ। ଭାରତୀୟ ସେନାର ଆକ୍ରମଣରେ ପାକ୍‌ ସେନାର ୩ ସୈନ୍ୟ ନିହତ ହୋଇଛନ୍ତି। ଏହା ସହିତ ଅନ୍ୟ ୮ ସୈନ୍ୟ ଆହତ ହୋଇଛନ୍ତି। ସେହିପରି ପାକ୍‌ ସେନାର କେତେକ ଧ୍ଵଂସ ହୋଇଥିବା…

କରୋନା: ରାଜ୍ୟରେ ୧୫୦ ଡେଇଁଲା ମୃତ୍ୟୁ…

ଭୁବନେଶ୍ବର: ରାଜ୍ୟରେ ଅଣାୟତ୍ତ ହେଉଛି କରୋନା ସଂକ୍ରମଣ। ଗୋଟିଏ ପଟେ ସଂକ୍ରମଣ ବଢ଼ୁଥିବା ବେଳେ ଅନ୍ୟପକ୍ଷେ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ଆଜି ରାଜ୍ୟରେ ଆଉ ୭ଜଣଙ୍କର କରୋନା ଜନିତ ମୃତ୍ୟୁ ହୋଇଛି। ଫଳରେ ରାଜ୍ୟରେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୫୪ରେ ପହଁଞ୍ଚିଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ…

ବଡ଼ ଖବର: ରାଜ୍ୟରେ ୨୮ ହଜାର ଡେଇଁଲା…

ଭୁବନେଶ୍ବର: ରାଜ୍ୟରେ ଅଣାୟତ୍ତ ହେଉଛି କରୋନା ସଂକ୍ରମଣ। ଆଜି ରାଜ୍ୟର ୨୮ଟି ଜିଲ୍ଲାରୁ ଆଉ ୧୨୧୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଫଳରେ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୮,୧୦୭ରେ ପହଁଞ୍ଚିଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ…

ପୁରୀ ଜିଲ୍ଲାରେ ସମ୍ଭାବ୍ୟ ବନ୍ୟା…

ଭୁବନେଶ୍ୱର: ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମା ସ୍ଥାନୀୟ ସେଚ୍ଚ ସଦନଠାରେ ଜଳସମ୍ପଦ ବିଭାଗ ଦ୍ୱାରା ପୁରୀ ଜିଲ୍ଲାରେ ସମ୍ଭାବ୍ୟ ବନ୍ୟା ମୁକାବିଲା ନିମନ୍ତେ ପ୍ରସ୍ତୁତି, ଡ୍ରେନେଜ୍ କାର୍ଯ୍ୟ, ସମ୍ବେଦନଶୀଳ ଅଞ୍ଚଳରେ ବନ୍ୟା ପ୍ରତିରୋଧକ ବନ୍ଧ ଓ ନଦୀବନ୍ଧର କାର୍ଯ୍ୟକାରିତା…

୨୪ ଘଣ୍ଟାରେ ୪୭ ହଜାରରୁ ଉର୍ଦ୍ଧ୍ବ…

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ଅଣାୟତ୍ତ ହେଉଛି କରୋନା ସଂକ୍ରମଣ। ଏପରିକି କ୍ରମାଗତ ଭାବେଦେଶରେ ହୁ ହୁ ହୋଇ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏହାରି ମଧ୍ୟରେ ଭାରତରେ ଆଜି ସକାଳ ୮ଟା ସୁଦ୍ଧା ୧୪ ଲକ୍ଷ ୮୩ ହଜାର ପାର କରିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା।…