Odisha Link
Bridging the Missing Links in Odisha
Daily Archives

August 6, 2020

ତେଲ ନଦୀରେ ବୁଡ଼ି ୩ ଶିଶୁ ମୃତ

ଉମରକୋଟ: ଉମରକୋଟର ତୋହରା କୋଟଲଡିହି ଗାଁ ନିକଟ ତେଲ ନଦୀରେ ଘଟିଛି ଅଭାବନୀୟ ଘଟଣା। କରୋନା ସମୟରେ ଗୁରୁବାର ଏକ ଦୁଃଖଦ ଘଟଣା ଘଟିଛି। ନଦୀରେ ବୁଡ଼ି ୩ ଜଣ ନିଷ୍ପାପ ଶିଶୁଙ୍କ ମୃତ୍ୟୁ ଘଟିଛି । ତେଲ ନଦୀରେ ବୁଡ଼ି ଯାଇ ଶିଶୁମାନଙ୍କ ମୃତ୍ୟୁ ହୋଇଛି। ମୃତ ୩ ଶିଶୁଙ୍କ ମଧ୍ୟରେ ୨ ଜଣ ଝିଅ ଥିବାବେଳେ ଜଣେ…

୪ ଦିନ ସଟ୍‌ଡାଉନ୍‌ ବଲାଙ୍ଗିର ଜିଲ୍ଲା

ବଲାଙ୍ଗିର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବଲାଙ୍ଗିର ଜିଲ୍ଲାକୁ ୪ ଦିନ ପାଇଁ ସଟ୍‌ଡାଉନ୍ ଘୋଷଣା କରାଯାଇଛି। ଆସନ୍ତା ୮ ତାରିଖରୁ ୧୧ ତାରିଖ ଯାଏଁ ସଟ୍‌ଡାଉନ୍ ଘୋଷଣା କରାଯାଇଛି। ଜିଲ୍ଲାରେ ଦିନକୁ ଦିନକୁ କରୋନା ପଜିଟିଭ ସଂଖ୍ୟା…

ଆଜି ପ୍ରଥମ ଶ୍ରାଦ୍ଧବାର୍ଷିକ: ପ୍ରବାସୀ…

ଭୁବନେଶ୍ବର: ସୁଷମା ସ୍ବରାଜ ନାମ ଟି କାହାକୁ ବି ଅଜଣା। ନାମ ଯେମିତି କାମ ବି ଠିକ୍‌ ସେମିତି। ସୁଷମାଙ୍କ ଶେଷ ନାମଟି ସ୍ବରାଜ ଏବଂ ସେ ସଦାବେଳେ ସ୍ବରାଜ୍ୟ ପାଇଁ କାର୍ଯ୍ୟ କରିଥାନ୍ତି। ୨୦୧୯ ଆଜିର ଦିନରେ ସୁଷମା ସ୍ବରାଜଙ୍କ ପରଲୋକ ହୋଇଥିଲା। ୨୦୧୯ ଅଗଷ୍ଟ ୬ ରାତିରେ ୬୭ ବର୍ଷ ବୟସରେ ଦିଲ୍ଲୀସ୍ଥିତ…

ଆଜିଠୁ ଆରମ୍ଭ ମାଟ୍ରିକ୍‌ ଖାତା ରିଚେକିଂ…

ଭୁବନେଶ୍ୱର: ଆଜିଠୁ ମାଟ୍ରିକ ଖାତା ରିଚେକିଂ ପାଇଁ ଅନଲାଇନ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ପରୀକ୍ଷା ଖାତାର ପୁନଃ ଯାଞ୍ଚ ଓ ଖାତାର ନକଲ କପି ପାଇଁ ଅନଲାଇନରେ ଆବେଦନ କରିପାରିବେ ଛାତ୍ରଛାତ୍ରୀ। ନିଜର ପରୀକ୍ଷା ଫଳ ନେଇ ପରୀକ୍ଷାର୍ଥୀଙ୍କ ମନରେ କୌଣସି ପ୍ରକାର ଦ୍ୱନ୍ଦ୍ୱ ଥିଲେ ସେମାନେ ଅନଲାଇନ୍‌ରେ…

ଆରବିଆଇର ନିଷ୍ପତ୍ତି : ଅପରିବର୍ତ୍ତିତ…

ନୂଆଦିଲ୍ଲୀ: ଶେଷ ହେଲା ମନିଟାରି ପଲିସି କମିଟି’ର ୨୪ତମ ବୈଠକ। ୩ଦିନ ଧରି ଚାଲିଥିବା ଏହି ବୈଠକର ଶେଷ ଦିନରେ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆର ମୁଦ୍ରାନୀତି ସମ୍ପର୍କରେ ସୂଚନା ଦେଇଛନ୍ତି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ। ସେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, କୋଭିଡ଼ ୧୯ ସ୍ଥିତିକୁ ଆଖିଆଗରେ…

କରୋନା କବଳରେ ଖୋର୍ଦ୍ଧା ଏସପି

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏପିରିକି ବର୍ତ୍ତମାନ ସମୟରେ କରୋନା ଯୋଦ୍ଧା ମାନେ ବେଶି କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଆଜି ଖୋର୍ଦ୍ଧା ଏସପି ଅଜୟ ପ୍ରତାପ ସ୍ୱାଇଁ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ତାଙ୍କର ସ୍ୱାବ ରିପୋର୍ଟ ପଜିଟିଭ ଆସିଥିବା…

କରୋନା: ଆଉ ୧୦ ଜଣଙ୍କର ମୃତ୍ୟୁ, ମୋଟ ୨୩୫

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ କରୋନା ଜନିତ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଆଜି ରାଜ୍ୟରେ ଆଉ ୧୦ ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ଫଳରେ ରାଜ୍ୟରେ ମୋଟ କରୋନା ଜନିତ ମୃତ୍ୟୁସଂଖ୍ୟା ୨୩୫ରେ ପହଁଞ୍ଚିଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।…