Odisha Link
Bridging the Missing Links in Odisha
Daily Archives

August 18, 2020

କର୍ପୋରେଟ୍‌ ପାଣ୍ଠି ବିବାଦ: ବିଶ୍ବ…

ଭୁବନେଶ୍ବର: ବିଶ୍ବର ସବୁଠୁ ବଡ଼ ଆଦିବାସୀ ବିଶ୍ବବିଦ୍ୟାଳୟ କହାଯାଉଥିବା କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍‌ ସୋସିଆଲ୍‌ ସାଇନ୍ସେସ୍‌ (KISS) ପରିସରରେ ୨୦୨୩ ମସିହାରେ ହେବାକୁ ଥିବା ୧୯ତମ ବିଶ୍ବ ନୃତତ୍ବ ମହାସଭା (World Anthropology Congress 2023) ଅନୁଷ୍ଠିତ ହେବାଲାଗି ସ୍ଥିର ହୋଇଥିଲା। ୨୦୧୮ ମସିହାରୁ…

ଆସନ୍ତାକାଲି ପ୍ରକାଶ ପାଇବ ମଦ୍ରାସା…

ଭୁବନେଶ୍ବର: ଓଡ଼ିଶା ମଦ୍ରାସା ବୋର୍ଡ ଅଧିନରେ ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀମାନଙ୍କ ପରୀକ୍ଷା ଫଳ ଆସନ୍ତା କାଲି (ବୁଧବାର) ପ୍ରକାଶ ପାଇବ। ରାଜ୍ୟ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ତରଫରୁ ପରୀକ୍ଷା ଫଳ ପ୍ରକାଶନ ସମ୍ପର୍କିତ ସମସ୍ତ ପ୍ରସ୍ତୁତି କାର୍ଯ୍ୟ ଶେଷ ହୋଇଛି। ଓଡ଼ିଶା ମଦ୍ରାସା ବୋର୍ଡ ଅଧିନରେ…

ଘରର ମୁଖ୍ୟମାନେ ମହିଳାଙ୍କୁ ସାନିଟାରି…

ଭୁବନେଶ୍ୱର : ଅଗଷ୍ଟ ୧୫ ତାରିଖ ଦିନ ୭୪ତମ ସ୍ୱାଧୀନତା ଦିବସ ଅବସରରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗରିବ ଝିଅ ଏବଂ ମହିଳାଙ୍କ ସ୍ୱାସ୍ଥ୍ୟକୁ ଗୁରୁତ୍ୱ ଦେଇ ଶସ୍ତାରେ ସାନିଟାରୀ ନାପକିନ ଯୋଗାଇ ଦେବାର ବ୍ୟବସ୍ଥା କରିଛନ୍ତି । ମୋଦି ସରକାର ଦେଶବ୍ୟାପୀ ୬ ହଜାରରୁ ଅଧିକ ଜନଓୌଷଧୀ କେନ୍ଦ୍ରରେ ୫…

କରୋନା: ଭୁବନେଶ୍ବରରୁ ଆଉ ୨୨୦ ଆକ୍ରାନ୍ତ…

ଭୁବନେଶ୍ବର: ରାଜ୍ୟ ରାଜଧାନୀ ଭୁବନେଶ୍ବରରେ କରୋନା ସ୍ଥିତି ଅଣାୟତ୍ତ। ୨୪ ଘଣ୍ଟାରେ ଭୁବନେଶ୍ବରରେ ଆଉ ୨୨୦ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଫଳରେ ଭୁବନେଶ୍ବର ମହାନଗର ନିଗମରେ ମୋଟ ୫୭୦୭ ଜଣ ଚିହ୍ନଟ ହୋଇଛନ୍ତି। ଏନେଇ ବିଏମ୍‌ସି ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ହୋଇଥିବା ନୂଆ…

ମୋଦି ସରକାରଙ୍କ କୃଷି ସଂସ୍କାର…

ନୂଆଦିଲ୍ଲୀ: ଦେଶ ତଥା ଓଡ଼ିଶାର କୃଷି କ୍ଷେତ୍ରରେ ମୋଦି ସରକାରଙ୍କ ଉଦ୍ୟମ ଏବଂ ନିକଟରେ ହୋଇଥିବା କୃଷି ସଂସ୍କାର ଓଡ଼ିଶା ତଥା ଦେଶର କୃଷକଙ୍କ ପାଇଁ ଅନେକ ସମ୍ଭାବନାର ସମ୍ଭାର ଆଣିବ ଏବଂ ଆତ୍ମନିର୍ଭର କୃଷି ଏବଂ ଆତ୍ମନିର୍ଭର ଭାରତ ନିର୍ମାଣରେ ସହାୟକ ହେବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର…

କଟକ ସହରରୁ ଆଉ ୭୯ କରୋନା ପଜିଟିଭ୍…

କଟକ : ଆଜି କଟକ ସହରରୁ ଆଉ ୭୯ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେ ମଧ୍ୟରୁ ୫୬ଜଣ କ୍ୱାରେଣ୍ଟାଇନରେ ଥିବା ବେଳେ ୨୩ଜଣ ହେଉଛନ୍ତି ସ୍ଥାନୀୟ ସଂକ୍ରମିତ। କ୍ୱାରେଣ୍ଟାଇନରେ ଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୩୧ଜଣ କମ୍ଟେନମେଣ୍ଟ ଜୋନ୍, ୧୨ ଜଣ ସରକାରୀ କ୍ୱାରେଣ୍ଟାଇନ ଓ ୧୩ ଜଣ ହୋମ୍ କ୍ୱାରେଣ୍ଟାଇନରେ ଥିଲେ…

ଏଥର ଅଙ୍ଗନବାଡ଼ି ଶିଶୁଙ୍କୁ ମିଳିବ…

ଭୁବନେଶ୍ୱର: ଏଥର ଅଙ୍ଗନବାଡ଼ି ଶିଶୁଙ୍କୁ ମିଳିବ ମାଣ୍ଡିଆ ଲଡୁ। ଏନେଇ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଆଜିର ଶିଶୁ ଆଗାମୀ କାଲିର ଭବିଷ୍ୟତ। ଏହାକୁ ଯଥାର୍ଥ କରିବା ପାଇଁ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ପକ୍ଷରୁ ଗୁରୁତ୍ୱ ଦିଆଯାଇଛି। ବିଭାଗ ଦ୍ୱାରା ପାଇଲଟ କାର୍ଯ୍ୟକ୍ରମ…

ବର୍ଷାଜନିତ ରୋଗ ପ୍ରତି ସତର୍କତା ଅବଲମ୍ବନ…

ନୂଆଦିଲ୍ଲୀ: ବର୍ତ୍ତମାନ ଦେଶରେ ବର୍ଷା ଋତୁ ଚାଲିଛି। ଏହି ପାଣିପାଗରେ କୀଟ ପତଙ୍ଗଙ୍କ ଉତ୍ପତ୍ତି ହୋଇଥାଏ। ଯାହା ଫଳରେ ବିଭିନ୍ନ ପ୍ରକାର ରୋଗ ସୃଷ୍ଟି ହୋଇଥାଏ। ଏହାକୁ ନଜରରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜନସାଧାରଣଙ୍କୂ ସତର୍କତା ଅବଲମ୍ବନ ପାଳନ କରିବାକୁ ପରାମର୍ଶ ଦେଇଛନ୍ତି। ପିଏମ୍‌ ମୋଦି…

ରାଜ୍ୟକୁ ଅଧିକ ସାର ଯୋଗାଇଦେବା ପାଇଁ…

ଭୁବନେଶ୍ୱର : ଚଳିତ ବର୍ଷ ଖରିଫ ଚାଷ ନିମନ୍ତେ ରାଜ୍ୟକୁ ଅଧିକ ୟୁରିଆ ସାର ଯୋଗାଇଦେବା ପାଇଁ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡଃ ଅରୁଣ କୁମାର ସାହୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି। ଆଜି ପୂର୍ବାହ୍ନରେ କେନ୍ଦ୍ର ସରକାରଙ୍କ ରାଜ୍ୟ ରସାୟନ ଓ…

ପିଏମ୍‌ କେୟାର୍ସ ଫଣ୍ଡ: କେତେ ଟଙ୍କା ଜମା…

ନୂଆଦିଲ୍ଲୀ: ପିଏମ୍‌ କେୟାର୍ସ ଫଣ୍ଡକୁ ନେଇ ଲାଗି ରହିଛି ବାଦ ବିବାଦ। ଏହାରି ମଧ୍ୟରେ ଆଜି ସୁପ୍ରିମକୋର୍ଟ ପିଏମ୍‌ କେୟାର୍ସ ଫଣ୍ଡକୁ ନେଇ ରାୟ ଶୁଣାଇଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି ଯେ, ଏହି ଫଣ୍ଡର ଅର୍ଥ ପ୍ରଧାନମନ୍ତ୍ରୀଙ୍କ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି କିମ୍ବା ଏନଡିଆରଏଫରେ ଜମା କରିବାର କୌଣସି…