Odisha Link
Bridging the Missing Links in Odisha
Daily Archives

August 18, 2020

୮ ପୋଲିସ କର୍ମଚାରୀଙ୍କୁ କରୋନା, ଦୁଇ…

ଝାରସୁଗୁଡା : ବଡମାଲ ଥାନା ଓ ବ୍ରଜରାଜନଗର ଆରପିଏଫ ଥାନାରେ କରୋନା। ୮ ପୋଲିସ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହେବା ପରେ ଜିଲ୍ଲା ପ୍ରଶାସନ ବଡମାଲ ଥାନା ଓ ବ୍ରଜରାଜନଗର ଆରପିଏଫ ଥାନାକୁ ସିଲ୍ କରି ସାନିଟାଇଜ କରିଛି । ବଡମାଲ ଥାନାରେ ୫ ପୋଲିସ କର୍ମଚାରୀ ଆକ୍ରାନ୍ତ ହୋଇଛନ୍ତି। ଜଣେ ସବ୍…

ଖେଳରତ୍ନ ପୁରସ୍କାର ପାଇଁ ୪ ଜଣଙ୍କ ନାମ…

ନୂଆଦିଲ୍ଲୀ: ଆଜି ଜାତୀୟ କ୍ରୀଡ଼ା ପୁରସ୍କାର ଚୟନ କମିଟି ଦେଶର ସର୍ବୋଚ୍ଚ ଖେଳ ପୁରସ୍କାର ରାଜୀବ ଗାନ୍ଧୀ ପୁରସ୍କାର ପାଇଁ ୪ଜଣଙ୍କ ନାମ ସୁପାରିଶ କରିଛନ୍ତି। କ୍ରିକେଟର ରୋହିତ ଶର୍ମା ସହ ଟେବୁଲ ଟେନିସ ଚାମ୍ପିଅନ ମାନିକା ବାତ୍ରା, ପାରାଅଲମ୍ପିକ ସ୍ୱର୍ଣ୍ଣ ବିଜୟିନୀ ମାରିଆପ୍ପନ ଥାଙ୍ଗାଭେଲୁ ଓ ଏସିଆନ…

୧୮ଟି ଗେଟ୍‍ ଦେଇ ନିଷ୍କାସନ ହେଉଛି…

ସମ୍ବଲପୁର: ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ଅତ୍ୟଧିକ ଜଳ ପ୍ରବାହକୁ ଦୃଷ୍ଟିରେ ରଖି ହୀରାକୁଦ ଡ଼୍ୟାମର ୧୮ଟି ଗେଟ୍‍ ଦେଇ ବନ୍ୟା ଜଳ ନିଷ୍କାସନ କରାଯାଉଛି। ବାମ ପାର୍ଶ୍ବରେ ୧୨ଟି ଓ ଡ଼ାହାଣ ପାର୍ଶ୍ବରେ ୬ଟି ଗେଟ୍‍ ଦେଇ ଜଳ ନିଷ୍କାସନ ଜାରୀ ରହିଛି। ପ୍ରତି ସେକେଣ୍ଡରେ ଡ୍ୟାମ୍‍ ମଧ୍ୟକୁ ୨ ଲକ୍ଷ ୮୯ ହଜାର…

ଟୁଇନ ସିଟିରେ ଗଣେଶ ପୂଜା ପାଇଁ ମାମଲା

ଭୁବନେଶ୍ବର: ଟୁଇନ୍‌ ସିଟିରେ ଗଣେଶ ପୂଜା ପାଇଁ ହାଇକୋର୍ଟରେ ମାମଲା ହୋଇଛି। ଏନେଇ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ଦାୟର କଲେ ପୂଜା କମିଟି ସଭାପତି। ବୁଢ଼ା ଗଣେଷ ପୂଜା କମିଟି ସଭାପତି ଶିବେନ୍ଦ୍ର ହାତୀଙ୍କ ପକ୍ଷରୁ ହାଇକୋର୍ଟରେ ମାମଲା ହୋଇଛି। ମୁଖ୍ୟ ସଚିବ,ଏସଆରସି, ପୋଲିସ କମିଶନରଙ୍କୁ ପକ୍ଷଭୁକ୍ତ କରି…

IPL ୨୦୨୦ର ପ୍ରାୟୋଜକ ହେଲା ଡ୍ରିମ୍-୧୧

ନୂଆଦିଲ୍ଲୀ: ଆଇପିଏଲ୍‌ ୨୦୨୦ର ପ୍ରାୟୋଜକ ହେଲା ଡ୍ରିମ୍‌-୧୧। ଟାଇଟଲ ପ୍ରାୟୋଜକ ବାବଦକୁ ୨୨୨ କୋଟି ଟଙ୍କ ଦେବ ଡ୍ରିମ୍‌ ୧୧। ଏନେଇ ସୂଚନା ଦେଲେ ଆଇପିଲ୍‌ ଚେୟାରମ୍ୟାନ୍‌ ବ୍ରିଜେଶ ପଟେଲ।ଚଳିତ ବର୍ଷ ଆଇପିଏଲ୍‌ ସଂସ୍କରଣରୁ ଭିଭୋକୁ ହଟାଇବା ପରେ ଡ୍ରିମ୍‌ ୧୧କୁ ମିଳିଛି ପ୍ରାୟୋଜକ ଦାୟିତ୍ବ।…

ଚୌଦ୍ବାର ଜେଲ୍‌ରେ ଆତ୍ମହତ୍ୟା କଲେ କଏଦୀ

କଟକ : କଟକ ଚୌଦ୍ବାର ଜେଲ୍ ର ଆଇସୋଲେସନ ୱାର୍ଡରେ ଆତ୍ମହତ୍ୟା କରିଛନ୍ତି ଜଣେ ଅଭିଯୁକ୍ତ। ଆତ୍ମହତ୍ୟା କରିଥିବା କଏଦୀ ଜଣଙ୍କ ବାଲେଶ୍ଵରର ବିଜେନ୍ଦ୍ର ବଣ। ଗତ ୧୬ ତାରିଖରେ ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ତାଙ୍କୁ ଗିରଫ କରିଥିଲା କେନ୍ଦ୍ରାଞ୍ଚଳ ଗୁଇନ୍ଦା ବିଭାଗ । ଗତକାଲି ବିଳମ୍ବିତ ରାତିରେ ନିଜ…

ମାଲକାନଗିରି: ୯୩୩ ଗାଁ ପ୍ରଭାବିତ

ମାଲକାନଗିରି: ମାଲକାନଗିରି ବନ୍ୟା ପ୍ରଭାବିତ ଅଞ୍ଚଳ ସର୍ଭେ କଲେ ରାଜସ୍ବ ମନ୍ତ୍ରୀ ଓ ଏସଆରସି। ଆକାଶ ମାର୍ଗରୁ ସର୍ଭେ ପରେ ଜିଲ୍ଲାର ବରିଷ୍ଠ ଅଧିକାରୀଙ୍କ ସମୀକ୍ଷା କରାଯାଇଛି। ସମୀକ୍ଷା ବୈଠକ ପରେ ରାଜସ୍ବମନ୍ତ୍ରୀ ସୁଦାମ ମାରଣ୍ଡି ଏକ ପ୍ରସମିଟ୍‌ କରିଛନ୍ତି। ଲଗାଣ ବର୍ଷା ଯୋଗୁଁ ମାଲକାନଗିରି ଜିଲ୍ଲାର…

ସତ୍ୟପାଲ ମଲିକ ହେଲେ ମେଘାଳୟର ରାଜ୍ୟପାଳ

ନୂଆଦିଲ୍ଲୀ: କରୋନା କାଳରେ ମେଘାଳୟର ରାଜ୍ୟପାଳ ଭାବେ ନିଯୁକ୍ତି ପାଇଲେ ଗୋଆ ରାଜ୍ୟପାଳ ସତ୍ୟପାଲ ମଲିକ। ଏନେଇ ରାଷ୍ଟ୍ରପତି ଭବନରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂ କୋଶ୍ୟାରୀଙ୍କୁ ଗୋଆର ଅତିରିକ୍ତ ଦାଇତ୍ୱ ଦିଆଯାଇଛି। ଉଭୟ ରାଜ୍ୟପାଳ ଭାବେ ଦାୟିତ୍ୱ ଗ୍ରହଣ କରିବା ଦିନଠାରୁ…

ସଂକ୍ରମଣ ଭୟରେ ବାପାର ଶବକୁ କାନ୍ଧ…

ତାଳଚେର : କରୋନା ସଂକ୍ରମଣ ଭୟ ସମ୍ପର୍କର ସୁତାଖିଅକୁ ଛିଣ୍ଡାଇ ଦେଇଛି। ଦୁଇ ଦୁଇଟା ଭେଣ୍ଡିଆ ପୁଅ ଥାଇ ମଧ୍ୟ ବାପାର ଶବକୁ ପୁଅର କାନ୍ଧ ମିଳିଲାନି। କାନ୍ଧ ମିଳିବା ତ ଦୂରର କଥା, କରୋନା ସନ୍ଦେହରେ ଆଡ଼ ଆଖିରେ ସୁଦ୍ଧା ବାପାର ଶବକୁ ଚାହିଁଲେନି। ୨୦ ଘଣ୍ଟା ଧରି ଡାକ୍ତରଖାନା ବାରଣ୍ଡାରେ ଶବ ପଡ଼ି ରହିବା…

୨୨ ବର୍ଷ ବୟସରେ ପନ୍ଥଙ୍କ ପାଖେ…

ଓଏଲ୍‌ ବ୍ୟୁରୋ: ଭାରତୀୟ ଦଳର ପୂର୍ବତନ ଅଧିନାୟକ ତଥା ଓ୍ବିକେଟ ରକ୍ଷକ ମହେନ୍ଦ୍ର ସିଂହ ଧୋନି ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇ ସାରିଛନ୍ତି। ତେବେ ଭାରତୀୟ ଦଳର ଓ୍ବିକେଟ ରକ୍ଷକ ବିକଳ୍ପ କିଏ ହେବ। ଏନେଇ ଲାଗି ରହିଛି କଳ୍ପନାଜଳ୍ପନା। ହେଲେ ଭାରତୀୟ ଦଳର ପୂର୍ବତନ ବାମହାତୀ ଦ୍ରୁତ ବୋଲର ଆଶିଷ ନେହେରା…